ଯେଉଁଠି ମା’ ଦୁର୍ଗାଙ୍କୁ ଚଢାଯାଏ ମଦ
ଉଜୈନ,୬।୧୦: ଏବେ ସାରା ଦେଶ ନବରାତ୍ର ପାଇଁ ଉତ୍ସବମୁଖର ହୋଇଉଠିଛି। ଏହି ନଅ ଦିନରେ ମଧ୍ୟରେ ମା’ଙ୍କୁ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ମଧ୍ୟ ପ୍ରଦେଶର ଉଜୈନରେ ମଧ୍ୟ ନବରାତ୍ର ଖବ୍ ଧୂମ୍ଧାମ୍ରେ ପାଳନ କରାଯାଏ। ଏଠାରେ...
ଓଳଗ ଗାଁର ନିଆରା ପାର୍ବଣ
କାଶତଣ୍ଡୀ ଫୁଲର ପସରା ମେଲେଇ ଗାଁକୁ ଆସେ ପାର୍ବଣ। ଗାଁର ଆବାଳ ବୃଦ୍ଧ ବନିତା ମସ୍ଗୁଲ ହୋଇଯାନ୍ତି ଏଥିରେ। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ସମସ୍ତେ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦିଅନ୍ତି। ପାର୍ବଣର ଏହି ପରମ୍ପରାକୁ ପୁରୁଷ ପୁରୁଷ ଧରି ବଜାୟ...
ପ୍ରଥମ ଦରମା ଟଙ୍କା ମାମୁଙ୍କୁ ଦେଇଥିଲି: ଫରେଷ୍ଟର ମେରିନା ଗିରି
ଖୋର୍ଦ୍ଧା ଜିଲାର ପାଇକ ତିଗିରିଆ ଗାଁରେ ମୋର ଜନ୍ମ। ୪ ଭଉଣୀ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ। ବାପା ଗାଡ଼ିଚାଳକ ଭାବେ କାମ କରି ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ଦୁଃଖେକଷ୍ଟେ ଆମ ପରିବାର ଚଳୁଥିଲା। ତେଣୁ...
ବ୍ୟକ୍ତିତ୍ୱ: ଚନ୍ଦ୍ରଶେଖର କମ୍ବର
ଭାରତୀୟ ସାହିତ୍ୟରେ ନାଟ୍ୟ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ସେହି ଭୂମିକା ସୁଚାରୁରୂପେ ସମ୍ପାଦନ କରିଛନ୍ତି ପ୍ରସିଦ୍ଧ ନାଟ୍ୟ ସ୍ରଷ୍ଟାମାନେ। ସେହି ନାଟ୍ୟସ୍ରଷ୍ଟାମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖର କମ୍ବର ହେଉଛନ୍ତି ଅନ୍ୟତମ। କନ୍ନଡ଼ ଭାଷାର ଏହି ପ୍ରସିଦ୍ଧ ସ୍ରଷ୍ଟାଙ୍କୁ...
ତେଜସ୍ବିନୀଙ୍କ ସାହସର ଗାଥା: ରୋଡ୍ ରୋମିଓଙ୍କୁ ଟେକି କଚାଡ଼ିଥିଲେ ବବିନା, ମହଙ୍ଗା ପଡ଼ିଲା ଚିନ୍ମୟୀଙ୍କଠାରୁ ଛିନତାଇ
ନାରୀ କେବେ ଲଜ୍ଜାର ଗହଣା ପିନ୍ଧା ଲାଜକୁଳୀ ଲତା ତ କେବେ ମମତାମୟୀ ମା’। କେବେ ପୁଣି ସେ ଧୈର୍ଯ୍ୟ ଓ ସହନଶୀଳତାର ଜୀବନ୍ତ ପ୍ରତିମା। ହେଲେ ଯେବେ ତା’ ଧୈର୍ଯ୍ୟର ବନ୍ଧବାଡ ଭାଙ୍ଗେ ସେ ନେଇପାରେ ଉଗ୍ରରୂପ। ଆଉ...
ଫୋନ୍ରେ ଫେସ୍ ଲକ୍ ପକାଇ ସ୍ବାମୀ ହେଲେ ହଟହଟା
ଆଜିକାଲି ସ୍ମାର୍ଟଫୋନ୍ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି। ଏଇ ଯେମିତି ଏହି ଫୋନ୍ ପାଇଁ କିଏ ଆତ୍ମହତ୍ୟା କଲାଣି ତ ଆଉ କାହାର ଘରୋଇ କଳିଝଗଡ଼ା ଚରମ ସୀମାରେ ପହଞ୍ଚିଲାଣି। ଏମିତି ଏକ ଭିଡିଓ...
ମୃତ୍ୟୁ ଏଠି ଅପରାଧ
ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ। କିଛି ଦେଶରେ ଆତ୍ମହତ୍ୟାକୁ ମଧ୍ୟ ଅପରାଧ ଭାବେ ଗ୍ରହଣ କରାଯାଇଥାଏ। ହେଲେ ନରଓ୍ବେର...
ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍ କାମ…
ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍ ମେକାନିକ୍ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଜଣେ ରାଜା ଅଛନ୍ତିି ଆଫ୍ରିକାରେ। ସେ ରାଜକାର୍ଯ୍ୟ ତୁଲାଇବା ସହ ଅବସର...
ମରିସସ୍ରେ ଥିବା ସୁଉଚ୍ଚ ଦୁର୍ଗା ମୁର୍ତ୍ତି, ଉଚ୍ଚତା ୧୦୮ ଫୁଟ
ଭାରତରେ ଅନେକ ମଠ, ମନ୍ଦିର, ସ୍ଥାପତ୍ୟ ନିଜର ନିର୍ମାଣ ଶୈଳୀ ଲାଗି ସ୍ବାତନ୍ତ୍ର୍ୟ ବଜାୟ ରଖିଛନ୍ତି। କିଛି ମୂର୍ତ୍ତି ନିଜର କଳାକୃତି ଲାଗି ପ୍ରସିଦ୍ଧି ଲାଭ କରିଥିବା ବେଳେ କିଛି ମୂର୍ତ୍ତି ନିଜର ଉଚ୍ଚତା ଲାଗି। ଭାରତ ଏକ ହିନ୍ଦୁପ୍ରଧାନ...
ସୁଉଚ୍ଚ ଦୁର୍ଗା ମୂର୍ତ୍ତିର ରେକର୍ଡ
ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଅବସରରେ ଗାଁ ଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। ବିଭିନ୍ନ ସଂସ୍ଥା, କ୍ଲବ୍ ତରଫରୁ...
ଭିନ୍ନ ପ୍ରତିଯୋଗିତା: ଟଏଲେଟ୍ ପେପରରେ ବିବାହ ପୋଷାକ ତିଆରିକରି ୭ ଲକ୍ଷ ପୁରସ୍କାର ଜିତିଲେ ମହିଳା
ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କେଉଁଠି ଚଟ୍କଣି ମାରିବା ପ୍ରତିଯୋଗିତା ତ ଆଉ କେଉଁଠି ହାଇହିଲ୍ ପିନ୍ଧି ମହିଳାମାନଙ୍କ ଦୌଡ଼ ପ୍ରତିଯୋଗିତା। ଏମିତି ଏକ ପ୍ରତିଯୋଗିତା ନ୍ୟୁୟର୍କରେ ମଧ୍ୟ ଆୟୋଜିତ ହୋଇଯାଇଛି। ଯେଉଁଠାରେ ଟଏଲେଟ୍ ପେପରରେ...
ଭାଙ୍ଗିଲା ୫୨୫ ବର୍ଷର ପରମ୍ପରା: ବନ୍ଦ ହେଲା ପଶୁ, ପକ୍ଷୀ ବଳି
ଅଗରତାଲା: ଦୀର୍ଘ ୫୨୫ ବର୍ଷ ପରେ ବଦଳିଲା କୁପ୍ରଥା। ଶାରଦୀୟ ଦୁର୍ଗାପୂଜା ଅବସରରେ ତ୍ରିପୁରାସ୍ଥିତ ଲୋକପ୍ରିୟ ଦୁର୍ଗାବାଡ଼ି ମନ୍ଦିରରେ ଆଉ ବଳି ପଡ଼ିବେନି ନିରୀହ ପଶୁ, ପକ୍ଷୀ। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶହ ଶହ ବର୍ଷରୁ ପ୍ରଚଳିତ ବଳି...
Archives


