ଫୁରସତ

ବିଳାସପୂର୍ଣ୍ଣ ହୋଟେଲ: ରାତିକ ପାଇଁ ଦେବାକୁ ପଡିବ ୭୦ ହଜାର ଟଙ୍କା

ଫ୍ଲୋରିଡା: ଘରୁ ବାହାରକୁ ଗଲେ ପ୍ରାୟ ସମସ୍ତେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ମନ ବଳାଇ ଥାଆନ୍ତି। ଏବେ କିନ୍ତୁ ଏକ ହୋଟେଲ ନିର୍ମାଣ କାମ ଚାଲିଥିବା ବେଳେ ଆସିଲାଣି ଚର୍ଚ୍ଚାକୁ। ଆମେରିକାର ଫ୍ଲୋରିଡାରେ ଏହି ହୋଟେଲଟି ନିର୍ମାଣ କରାଯାଉଛି। ଗିଟାର...

ଏପରି ହୋଟେଲ ଖୋଲା ଆକାଶ ଯାହାର ଛାତ, ନାହିଁ କୋଠରୀ; ତଥାପି ରହିବା ଲାଗି ପର୍ଯ୍ୟଟକଙ୍କ ଗହଳି

ହୋଟେଲ ବିଷୟରେ କଥା ହେବା ସମୟରେ ବିଳାସମୟ କୋଠା, ସୁଇମିଂପୁଲ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବାତାବରଣ, ସୁସ୍ବାଦୁ ଖାଦ୍ୟ ଭଳି ଅନେକ କଥା ମନକୁ ଆସିଥାଏ। ହେଲେ ଯଦି ବିନା କୋଠରୀ ଅଥବା ଛାତ ଥିବା ହୋଟେଲ ବିଷୟରେ କୁହାଯାଏ ତେବେ...

ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ ଯାଆନ୍ତି। ଆମେରିକାର ଟେନେସି ସହରରେ ଏମିତି ଏକ ଭୂତ କୋଠରୀ ଅଛି, ଯେଉଁଠିକି...

ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ। ହେଲେ ଉତ୍ତରପ୍ରଦେଶ ମିରଟର ରେଲଓ୍ବେ ରୋଡରେ ରହୁଥିବା ଜଣେ ଏଭଳି ମା’ ଅଛନ୍ତି...

ସ୍ବାମୀ ଅଣ୍ଡା ଖାଇବାକୁ ନ ଦେବାରୁ ପ୍ରେମିକଙ୍କ ସହ ସ୍ତ୍ରୀ ଫେରାର

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ କିଛି ନୂଆ କଥା ନୁହେଁ। କୁହାଯାଏ ଛୋଟବଡ଼ ପାଟିତୁଣ୍ଡ ପ୍ରେମ ସମ୍ପର୍କକୁ ମଜବୁତ କରିଥାଏ। ହେଲେ ଅନେକ ସମୟରେ ଏହି ପାଟିତୁଣ୍ଡ ଏତେ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଯାଏ ଯାହାର କଳ୍ପନା ମଧ୍ୟ କରିହେବ...

ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ। ଏଥିପାଇଁ ପ୍ରାୟ ୧୫ ହଜାର ଯୋଡିଙ୍କୁ ନେଇ ଗବେଷଣା କରାଯାଇଥିଲା। ଗବେଷକଙ୍କ...

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା ଅବସ୍ଥାରେ ପୂଜା ପାଉଛନ୍ତି। କୁହାଯାଏ ଏହି ମନ୍ଦିରକୁ ଆସି ହନୁମାନଙ୍କ ଦର୍ଶନ ନ...

ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ଭାରତର ଏହି ରାଜ୍ୟ

ଟ୍ରାଭେଲ୍‌ ମିଡିଆ କମ୍ପାନୀ ‘ଲୋନ୍‌ଲି ପ୍ଲାନେଟ୍‌’ ୨୦୨୦ ପାଇଁ ପର୍ଯ୍ୟଟନ ସ୍ଥଳୀ ଚୟନ କ୍ଷେତ୍ରରେ ଏକ ସର୍ଭେ ରିପୋର୍ଟ ଜାରି କରିଛି। ଏହି ତାଲିକାରେ ଇଣ୍ଡୋନେସିଆର ଇଷ୍ଟ ନୁସା ଟେଙ୍ଗର ପ୍ରଥମ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଦ୍ୱିତୀୟ ସ୍ଥାନରେ...

ମଦ୍ରାସାରେ ଗୋମାତାଙ୍କ ସେବା କରନ୍ତି ଶିକ୍ଷାର୍ଥୀ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ଲାଗି ରହିଥିବା ତୁମଡା ଗାଁରେ ଗଢି ଉଠିଥିବା ଦାରୁଲ ଉଲୁମ ହୁସେନିୟା ମଦ୍ରାସା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ମୁସଲମାନ ପିଲାମାନେ କେବଳ ପାଠ ପଢୁ ନାହାଁନ୍ତି ବରଂ ସେଠାରେ ଥିବା ଏକ...

କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ କିଛି ଦିନ ଆଗରୁ ଘର ସଫା କାର୍ଯ୍ୟ ସାରିଦେଇଥିବା ବେଳେ ଦୀପାବଳି ଦିନ...

ଅଯୋଧ୍ୟାରେ ୫.୫ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ

ଦୀପଦାନ କରିବାକୁ ନେଇ ଗିନିଜ୍‌ ଓ୍ବାଲ୍‌ଡ ରେକର୍ଡ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅଯୋଧ୍ୟାରେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ସରଜୁ ନଦୀ କୂଳରେ ସମୂହ ଦୀପଦାନ କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର...

ଦୀପାବଳି : ପୁରାଣରୁ ବର୍ତ୍ତମାନ…

ଦୀପାବଳି ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ। ପ୍ରକୃତରେ ଏହା ଏକ କୃଷିଭିତ୍ତିକ ପର୍ବ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri