ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ ଯାଆନ୍ତି। ଆମେରିକାର ଟେନେସି ସହରରେ ଏମିତି ଏକ ଭୂତ କୋଠରୀ ଅଛି, ଯେଉଁଠିକି ଗଲେ ଆପଣ ଲକ୍ଷପତି ହୋଇଯିବେ। ସମରଟାଉନରେ ଥିବା ଏହି ଭୂତ କୋଠରୀରେ ବିନା ଭୟରେ ୧୦ ଘଣ୍ଟା ବିତାଇଲେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏହି ଭୟଙ୍କର ଭୂତ କୋଠରୀର ନାଁ ହେଉଛି ମେକ ମି ମ୍ୟାନର। ଏହି କୋଠରୀର ମାଲିକ ଦାବି କରନ୍ତି ଯେ ବିନା ଭୟରେ ୧୦ ଘଣ୍ଟା ଏହା ମଧ୍ୟରେ ବିତାଇବା ଅସମ୍ଭବ। କୌଣସି ବ୍ୟକ୍ତି ଯଦି ବିନା ଭୟରେ ସାହସର ସହ ୧୦ ଘଣ୍ଟା ଏଠାରେ ରହନ୍ତି, ତାଙ୍କୁ ୧୪ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ଏହି କୋଠରୀର ଭିତରକୁ ପ୍ରବେଶ କରବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ୪୦ ପେଜର ଏକ ଚୁକ୍ତି ସ୍ବାକ୍ଷର କରିବାକୁ ପଡିଥାଏ। ଏଥିସହ ସେମାନଙ୍କ ବୟସ ୨୧ ବର୍ଷରୁ କମ ହୋଇ ନ ଥିବା ଆବଶ୍ୟକ। କୋଠରୀ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମେଡିକାଲ ପ୍ରମାଣ ପତ୍ର ଦାଖଲ କରିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ…

ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ

ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ…

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ,୪ା୧୧: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬…

IND vs NZ: ବଡ଼ ନିଷ୍ପତ୍ତି ନେଲେ ଅଧିନାୟକ ଶୁଭମନ: ଏହି ଷ୍ଟାର୍‌ ଖେଳାଳି ପଡିଲେ ବାଦ୍‌, ଦେଖନ୍ତୁ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ, ୪।୧୧: ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲର ଏବଂ ୨…

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

୧୨୩ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ବ୍ୟାଟର! କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୪।୧୧:କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ବ୍ୟାଟର ଚିନ୍ମୟ ସୁତାର। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୯୪ ରନ ସଂଗ୍ରହ କରି ସେ ୧୨୩…

ୟୁକ୍ରେନ୍‌ ସହାୟତା କେନ୍ଦ୍ର ଉପରେ ଆକ୍ରମଣ: ୩୧ ମୃତ

କିଭ୍‌,୪ା୧୧: ଦକ୍ଷିଣ ୟୁକ୍ରେନ୍‌ର ଏକ ସହାୟତା କେନ୍ଦ୍ରରୁ ଲୋକେ ମାନବୀୟ ସହାୟତା ସଂଗ୍ରହ କରିବା ପାଇଁ ଏକାଠି ହୋଇଥିବାବେଳେ ରୁଷିଆ ଆକ୍ରମଣ କରିବାରୁ ୩୧ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?