ଫୁରସତ

ରହସ୍ୟମୟୀ ପିରାମିଡ୍‌ ‘ ଦ ଗ୍ରେଟ୍‌ ପିରାମିଡ୍‌ ଅଫ୍‌ ଗିଜା’

ମିଶରରେ ଥିବା ୪ ହଜାର ବର୍ଷର ପୁରୁଣା ପିରାମିଡ୍‌ର ରହସ୍ୟ ସମ୍ପର୍କରେ ସଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ରାଜା ରାଣୀଙ୍କ କବର ପାଇଁ ଏହା ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଏଠାକାର ସବୁଠୁ ପୁରୁଣା ତଥା ରହସ୍ୟମୟୀ ପିରାମିଡ୍‌...

ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି ସଂସଦ ଭିତରେ ନିଜ ପ୍ରେମୀକାଙ୍କୁ ପ୍ରେମ ନିବେଦନ କରିବା କଥା। ଆଶ୍ଚର୍ଯ୍ୟ ଲାଗୁଥିଲେ...

ଏହି ଦେଶରେ ରହିଛି ଏପରି ଅଜବ ସ୍କୁଲ

ସାଧାରଣତଃ ଅନୁକୂଳ ପରିବେଶ ମଧ୍ୟରେ ସ୍କୁଲ ରହିଥାଏ। ଯେଉଁଠିକି ପିଲାମାନେ ସହଜ ଏବଂ ସୁବିଧାରେ ଯାଇଆସି ପାଠ ପଢ଼ିପାରିବେ। ମାତ୍ର ଆଜି ଏମିତି କିଛି ସ୍କୁଲ ବିଷୟରେ କହିବୁ, ଯେଉଁଠି ପାଠପଢ଼ା ଚାଲିଥାଏ ବିପଦପୂର୍ଣ୍ଣ ସ୍ଥାନରେ। ଜାଣନ୍ତୁ  ଏପରି ଅଜବ...

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ ଅଧିକ ସମୟ ହାତରେ ରଖି ବାହାରିବାକୁ ପଡ଼େ। ଭାରତର ମୁମ୍ବାଇ, ଦିଲ୍ଲୀ ଓ...

ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ, ପେରୁ ଓ ବଲିଭିଆରେ ଥିବା ଆମାଜନ)ରେ ଲାଗିଥିବା ନିଆଁ ଲିଭୁନାହିଁ। ଏଥିଯୋଗୁ ଆଣ୍ଡିଜ୍‌...

ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ମିଳୁ: ମୋଦିଙ୍କୁ ଚିଠି ଲେଖିଲେ ପାମେଲା

ନୂଆଦିଲ୍ଲୀ: ବଓ୍ବୋଚ୍‌ ଆଇକନ୍‌ ତଥା ବିଗ୍‌ବସ୍‌ର ପୂର୍ବତନ ଗେଷ୍ଟ ପାମେଲା ଆଣ୍ଡରସନ୍‌ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମରେ ନିରାମିଷ ଖାଦ୍ୟ...

ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଜ୍‌ଙ୍କୁ ଧମକ ଦେବା ଅପରାଧରେ ୧୨ ଓକିଲଙ୍କ ବିରୋଧରେ ମାମଲା ରୁଜୁ...

ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଅନ୍ୟତମ ବିକାଶିତ ରାଷ୍ଟ୍ର ବ୍ରିଟେନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଏଠାକାର କର୍ମଚାରୀମାନେ...

ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ ପ୍ରତିବର୍ଷ ୪.୦୫ ଟନ୍‌ ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗତ ହେଉଛି। ଏହି ଗ୍ୟାସ୍‌...

୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଶୋଇବା ପାଇଁ କର୍ମଚାରୀଙ୍କୁ ଦିଆଯାଉଛି ଲକ୍ଷେ ଟଙ୍କା। କିନ୍ତୁ...

ଆତଙ୍କବାଦୀରୁ ସମାଜସେବୀ

ଜଣଙ୍କ ମନରେ କେତେବେଳେ ପରିବର୍ତ୍ତନ ଆସିବ ତାହା କହିହୁଏନି , ଯେମିତି ଘଟିଛି ଆସାମର ମୋନି ମାନିକ ଗୋଗୋଇଙ୍କ କ୍ଷେତ୍ରରେ। ମୋନିଙ୍କୁ ବୟସ ଏବେ ୫୭ ବର୍ଷ। ଦିବ୍ରୁଗଡ ଜିଲାର ଶାଲମାରି ଦିଘାଲିଆ ଗାଁରେ ତାଙ୍କ ଜନ୍ମ। ପ୍ରଥମରୁ ସେ...

ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ ଖାଲିଥିବା ୪୪୯ ପଦ ଲାଗି ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌ ଥିବାବେଳେ ୭...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri