Posted inଫୁରସତ

ଏସବୁ ୫ ରାଶି ବ୍ୟକ୍ତିଙ୍କ ପାଇଁ ୨୦୨୦ ଆଣିଦେବ ସୌଭାଗ୍ୟ…

୨୦୨୦ରେ କେତେକ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ମିଳିବ ସଫଳତା। କେଉଁ କେଉଁ ରାଶି ପାଇଁ ନୂଆବର୍ଷ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା…

ବୃଷ: ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ୨୦୨୦ ବେଶ୍‌ ଭଲ ସାବ୍ୟସ୍ତ ହେବ। ବ୍ୟବସାୟରେ ଅନେକ ଗୁଣା ବୃଦ୍ଧି ହେବା ସହିତ ନୂଆ ଋଣ ଯୋଜନା ସଫଳ ହେବ। ଯୋଜନାବଦ୍ଧ କାରବାର ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଜନା ମଧ୍ୟ ସଫଳ ହେବ।

ସିଂହ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ୨୦୨୦ରେ ହେବା ସହିତ ଲାଭର ମାତ୍ରା ବୃଦ୍ଧି ପାଇବ। କପଡ଼ା କାରବାର ସହିତ ସମ୍ପୃକ୍ତ ଥିବା ସିଂହ ରାଶିର ବ୍ୟବସାୟୀ ବେଶ୍‌ ସଫଳ ରହିବେ। ବ୍ୟବସାୟ ବୃଦ୍ଧି ପାଇଁ କରିଥିବା ନୂତନ ଯୋଜନା ସଫଳ ରହିବ। ବ୍ୟାଙ୍କରୁ ସହଜରେ ଋଣ ମିଳିପାରିବ

କନ୍ୟା: ଏହି ରାଶିର ଲୋକମାନେ ନୂଆ ବର୍ଷ ୨୦୨୦ରେ ନିଜର କାରବାର ବୃଦ୍ଧି କରିବାର ସୁଯୋଗ ଲାଭ କରିବେ। ବଡ଼ ବ୍ୟବସାୟୀକ ଚୁକ୍ତିର ସୁଯୋଗ ମିଳିବ। ଟେଲିକମ୍‌ ତଥା ଟେଲିକମ୍ୟୁନିକେସନ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା କନ୍ୟା ରାଶିର ବ୍ୟବସାୟୀ ନୂଆବର୍ଷରେ ବେଶ୍‌ ସଫଳ ରହିବେ।

ଧନୁ: ନୂଆବର୍ଷ ୨୦୨୦ରେ ଧନୁ ରାଶି ବ୍ୟକ୍ତି ନୂଆ ପ୍ରୋଜେକ୍ଟ ଆରମ୍ଭର ଅବସର ପାଇବେ। କାରବାରରେ ଶତ ପ୍ରତିଶତ ସଫଳତା ମିଳିବା ସହିତ ନୂତନ ଯୋଜନା ଫଳବତୀ ହେବ। ରିୟଲ ଇଷ୍ଟେଟ୍‌ରେ ନିବେଶ କରିବାର ସୁଯୋଗ ମିଳିବ।

ମକର: ମକର ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୦ ବହୁତ ଶୁଭଦାୟକ ସାବ୍ୟସ୍ତ ହେବା ସହିତ ହେବ ବ୍ୟବସାୟ କ୍ଷେତ୍ରରେ ବେଶ୍‌ ସୌଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଭାଗୀଦାରୀ ବ୍ୟବସାୟରେ ସଫଳତା ମିଳିବା ସହିତ ଜମିଜମା କ୍ଷେତ୍ରରେ ସୁଫଳ ମିଳିବ। ଲୁହା ତଥା ତରଳ ପଦାର୍ଥର କାରବାରରେ ସଫଳତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri