ଫୁରସତ

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ ସେ ପାଇଥିଲେ ଭାରତର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସେ ହେଉଛନ୍ତି ୟୁ.ଆର୍‌.…

ପ୍ରଥମ ରୋଜଗାର ପ୍ରଥମ ଦରମାରେ ପୁସ୍ତକ କିଣିଥିଲି

କବି, ଗାଳ୍ପିକ ତଥା ସ୍ତମ୍ଭକାର ଶରତ କୁମାର ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଅବିଭକ୍ତ କଟକ ବର୍ତ୍ତମାନର ଯାଜପୁର ଜିଲା ଅନ୍ତର୍ଗତ ବାଇଁଶିରିଆ ଗ୍ରାମପଞ୍ଚାୟତର ବାଲିଆପାଳ ଗାଁରେ ମୋ ଜନ୍ମ। ବାପାଙ୍କର ବଦଳି ଚାକିରି ଥିବାରୁ ପିଲାଦିନେ…

ଚା’ର ମଜା ବଢାଇବ ଏହି ଟି’ପଟ୍‌

ଶୀତଦିନ ସକାଳେ ଚା’ ପିଇବାର ମଜା ଅଲଗା। ଆଉ ଯଦି ଟି’ ଆସେସରିଜ୍‌ ଖାସ୍‌ ହୋଇଥାଏ ତେବେ ସୌଖୀନରେ ବସି ଚା’ ପିଇବାରେ ଯେଉଁ ନିଆରା ଅନୁଭୂତି ମିଳିବ ତାହା ହୋଇଯିବ ଅବର୍ଣ୍ଣନୀୟ। ଠିକ୍‌ ଯେମିତି ଏହି ସବୁ ଟି’ପଟ୍‌। ଏଗୁଡିକ…

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ ପନ୍ଦରବର୍ଷ ତଳେ ଏହି ଯୋଡ଼ିଙ୍କର ପ୍ରଥମ ଦେଖା ହୋଇଥିଲା। ସେତେବେଳେ ବାପି ‘ପଞ୍ଚସଖା ଗଣନାଟ୍ୟ’ରେ…

ବରେଲୀରେ ହେଉଛି ଝୁମ୍‌କା ଛକ

ମେରା ସାୟା ଚଳଚ୍ଚିତ୍ରର ‘ଝୁମ୍‌କା ଗିରାରେ ବରେଲୀ କେ ବାଜାର ମୈ…’ ଗୀତଟି ସମସ୍ତେ ଶୁଣିଥିବେ। ଏଇ ଗୀତ ପାଇଁ ଦିନେ ବରେଲୀ ପ୍ରସିଦ୍ଧ ହୋଇଯାଇଥିଲା। ତେଣୁ ସେଇ ବରେଲୀରେ ନିର୍ମାଣ ହେଉଛି ଝୁମ୍‌କାର ଏକ ବିରାଟ ସ୍ଥାପତ୍ୟ, ଯାହା ଝୁମ୍‌କା…

ଜିଞ୍ଜର ବ୍ରେଡ୍‌ ସ୍ଥାପତ୍ୟ

ଆପଣ ଦେଖୁଥିବା ଡ୍ରାଗନ୍‌, ଡାଇନୋସର୍‌, ଟ୍ରିମ୍ୟାନର ଏହି ସ୍ଥାପତ୍ୟଗୁଡ଼ିକ କୌଣସି ଧାତୁ କିମ୍ବା ମାଟିରେ ତିଆରି ହୋଇନାହିଁ। ବରଂ ଏହା ତିଆରି ହୋଇଛି ଜିଞ୍ଜର ବ୍ରେଡ୍‌(ଏକ ପ୍ରକାରର ମସଲା ବ୍ରେଡ୍‌)ରେ। ନରଓ୍ବେର କେକ୍‌ ଆର୍ଟିଷ୍ଟ କାରୋଲିନ୍‌ ଏରିକ୍‌ସନ୍‌ ଏହାକୁ ତିଆରି କରିଛନ୍ତି।…

ପେଣ୍ଟିଂର ମୂଲ୍ୟ ୧୭୭ କୋଟି

୨୦୦୦ ମସିହାରେ ଜାପାନୀ ପେଣ୍ଟର ୟୋଶିତୋମା ନାରା କରିଥିଲେ ଏକ ପେଣ୍ଟିଂ। ସେତେବେଳେ ତା’ର ମୂଲ୍ୟ କିଛି ନ ଥିଲା। ତେବେ ନିକଟରେ ଏହାକୁ ନିଲାମ କରାଯାଇଛି। ଆଉ ତାହା ବିକ୍ରି ହୋଇଛି ୧୭୭ କୋଟି ଟଙ୍କାରେ। ପେଣ୍ଟିଂରେ ଏକ କାର୍ଟୁନ…

ପେପର କୋଲାଜ୍‌ ପେଣ୍ଟିଙ୍ଗ୍‌

ପେଣ୍ଟିଙ୍ଗ୍‌ ମାନେ ଆମେ କାନ୍‌ଭାସ ଉପରେ ରଙ୍ଗ ତୂଳୀରେ ଅଙ୍କା ଯାଇଥିବା ଚିତ୍ର କଥା ବୁଝିଥାଉ। କିନ୍ତୁ ବିନା ରଙ୍ଗ ତୂଳୀରେ ପେଣ୍ଟିଙ୍ଗ୍‌ ବି ହୋଇପାରେ ବୋଲି କେବେ ଭାବିଛନ୍ତି। ଏହାକୁ ସତ କରି ଦେଖାଇଛନ୍ତି କୋଲାଜ୍‌ ଆର୍ଟିଷ୍ଟ ଅଲବିନ୍‌ ତଲିକ।…

ସୁନାର ସାଫା

ରାଜସ୍ଥାନୀ ପୋଷାକରେ ସାଫା ବା ପଗଡ଼ିର ସ୍ଥାନ ସ୍ବତନ୍ତ୍ର। ଏହା ଏକ ପାରମ୍ପରିକ ପରିଧାନ । ପ୍ରାୟ ୭୦-୮୦ ବର୍ଷ ପୂର୍ବେ ରାଜପୁତମାନେ ସୁନାର ସାଫା ପିନ୍ଧୁଥିଲେ। ତେବେ ଆମେ ଏଠି ଯେଉଁ ସାଫା କଥା କହୁଛୁ, ସେ ଟିକେ ଖାସ୍‌।…

‘ବିଦେଶିନୀ’ର ଆଲୋକ

ଶିବାନୀ ଗଣନାଟ୍ୟ ପ୍ରଯୋଜିତ ‘ବିଦେଶିନୀ’ ନାଟକ ଦେଖିଥିବା ଦର୍ଶକେ ନିଶ୍ଚୟ ମନେରଖିଥିବେ ଆଲୋକ ଦାସ ମହାପାତ୍ରଙ୍କୁ। କାରଣ ଆଲୋକ ହେଉଛି ବିଦେଶିନୀର ସ୍ବାମୀ। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ପ୍ରିୟ ନାରାୟଣ ତ୍ରିପାଠୀ। ଯାତ୍ରା ଜଗତରେ ସେ…

ଜାଣନ୍ତି ଫାଶୀରେ ବ୍ୟବହୃତ ଦଉଡ଼ି ପରେ କ’ଣ ହୋଇଥାଏ

ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁଯାୟୀ ଜଘନ୍ୟ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥାଏ। ମାତ୍ର ଫାଶୀ ପରେ ଏହି ଦଉଡ଼ି କେଉଁ କାମରେ ବ୍ୟବହାର କରାଯାଇଥାଏ ହୁଏତ ଅଧିକାଂଶ ଜାଣି ନ ଥିବେ। ଜାଣନ୍ତୁ ଏ ସମ୍ପର୍କରେ… ଏହି ଦଉଡ଼ିକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି।…

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର ହ୍ରାସ କରିବାପାଇଁ ରାଜଧାନୀ ଦିଲ୍ଲୀରେ ସ୍ଥାପନ ହୋଇଛି ପ୍ରଥମ ସ୍ମଗ୍‌ ଟାଓ୍ବାର୍‌। କ୍ରିକେଟ୍‌ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?