ଫୁରସତ

୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ

ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ ପିଲାଙ୍କ ସେବା ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ୍‌ ସ୍କୁଲଗୁଡ଼ିକରେ ତାଲା…

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା ଓ ବିରଳ ‘ଲିଓପାର୍ଡ ସ୍ପଟ୍ସ’ ଉପରେ ଅନୁଧ୍ୟାନ ପରେ ରୋଭର ମଙ୍ଗଳର ଦକ୍ଷିଣ…

ସ୍ୱାସ୍ଥ୍ୟକର ନୁହେଁ ଘରେ ପ୍ରସ୍ତୁତ ଖାଇବା: ICMR

ଭାରତରେ ସମସ୍ତଙ୍କର ଏକ ଧାରଣା ଥାଏ କି ଘରେ ପ୍ରସ୍ତୁତ ହେଉଥିବା ଖାଇବା ସ୍ୱାସ୍ଥ୍ୟକର ଅଟେ। କାରଣ ଘରେ ରୋଷେଇରେ ତଟକା ପନିପରିବା, ଅଳ୍ପ ତେଲ, ଫ୍ରିଜରେ ନଥିବା ସାମଗ୍ରୀରୁ ସ୍ୱଛତାକୁ ଧ୍ୟାନରେ ରଖି ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ।…

ପୁଣି ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୪୩ ସୁଦ୍ଧା ଏସବୁ ଦେଶରେ ହେବ…

ସୋଫିଆ,୨୮।୧୦: ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭବିଷ୍ୟବାଣୀ କରିଛନ୍ତି। ଏଥିମଧ୍ୟରୁ ଅନେକ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବାବେଳେ କେତେକ ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ତଥାପି, ବିଶ୍ୱ ଏମିତି ଅନେକ ଲୋକଙ୍କୁ ମନେ ରଖିଥାଏ ଯାହାର ଭବିଷ୍ୟବାଣୀ ଅନ୍ୟମାନଙ୍କ ତୁଳନାରେ…

ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ପ୍ରକୃତିର କୋଳରେ ଅନେକ ଚମତ୍କାରୀ ଉଦ୍ଭିଦ ରହିଥାନ୍ତି। ଏହିପରି ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍‌ ମୁଟାବିଲିସ୍‌। ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ପଦ୍ମ ଫୁଲ ପାଣିରେ ଫୁଟିଥାଏ, କିନ୍ତୁ ଏହି ବିଶେଷ ପ୍ରକାରର ପଦ୍ମ…

ଗାଁର ନାଁ ଦୀପାବଳି

ଶ୍ରୀକାକୁଲମ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଆସୁଥିବା ଅମାବାସ୍ୟାକୁ ଦୀପାବଳି ଭାବେ ପାଳନ କରାଯାଇଥାଏ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଗାର୍‌ ସବ୍‌ଡିଭିଜନ ଅନ୍ତର୍ଗତ ଦୀପାବଳି ନାମରେ ଏକ ଗାଁ ରହିଛି। ଏହି ଗାଁର ପରିବେଶ ପ୍ରତିଦିନ ପ୍ରାୟତଃ ଦୀପାବଳି ପରି ରହିଥାଏ ବୋଲି…

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌ ଧରି ଦିନରାତି ଲାଗିରହନ୍ତି। ତେବେ ଏଠି ଯେଉଁ କ୍ୟୁବ୍‌ କଥା କୁହାଯାଉଛି ତାକୁ ହାତରେ…

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ ଆଞ୍ଜେଲ ବୋରାଲିଭ ଏସବୁ କଳାକୃତିକୁ ତିଆରି କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରିରେ ସେ…

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି ଶୁଷ୍କ ମରୁଭୂମିର ଆଣ୍ଟୋଫାଗାସ୍ତା ସହରର କପର୍‌ ମାଇନିଂ ସେଣ୍ଟର, ସାଣ୍ଟିଆଗୋର ସ୍ଥପତି ମାରିଓ ଇରାରାଜାବଲ୍‌ଙ୍କୁ…

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ ଜଣେ ଉଚ୍ଚ ସରକାରୀ ଚାକିରୀର ଆଶାୟୀ ପ୍ରାର୍ଥୀ ଭାବେ। ପର୍ବତ ପ୍ରମାଣେ ଚିନ୍ତା ଥାଏ…

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା ମନେପକାଇଦିଏ ଏ ହେଉଛି ଅନ୍ଧକାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର…

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି: * କିଛି କାରଣ ନ ଥାଇ କବାଟରେ ସର୍ବଦା ତାଲା ଝୁଲାଇ ରଖିଲେ ଘରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?