ଫୁରସତ

ମାତ୍ର ୭୮ ଟଙ୍କାରେ ମିଳୁଛି ଘର

ସିସିଲି,୨୯।୧: ମାତ୍ର ୭୮ ଟଙ୍କାରେ ଘର ମିଳୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଦକ୍ଷିଣ ଇଟାଲୀର ଟୋରୋଣ୍ଟୋରେ ସହରରେ ୨୫ ହଜାର ଘର ଏହି ଦାମ୍‌ରେ ବିକ୍ରି କରାଯିବ। ପ୍ରଥମେ ପରୀକ୍ଷାମୂଳକ ଭାବେ ୫ଟି ଘର…

୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି। ଏମ. କରୁପାହ୍ୟା(୪୯) ଗୋଟିଏ ସାଇକେଲ ଏବଂ ତାଙ୍କ ସ୍ତ୍ରୀ କେ. ଚିତ୍ରା(୫୧) ହାତରେ ତ୍ରିରଙ୍ଗା…

୩ ହଜାର ବର୍ଷ ପରେ ମମିରୁ ଆସୁଛି ଅଜବ ଶବ୍ଦ, ଏହା ଶୁଣି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଲଣ୍ଡନ: ଆପଣ ଫିଲ୍ମରେ ଦେଖିଥିବେ ୧୦୦୦ ବର୍ଷର ମମି ପୁଣି ଜିଇଁଉଠି କଥା କହିଥାଏ। ଥରେ ଚିନ୍ତା କଲେ ବାସ୍ତବରେ ଯଦି ଏମିତି ଘଟେ ତେବେ ଅବସ୍ଥା କ’ଣ ହେବ। ନିଶ୍ଚିତ ଭୟରେ ଦେହ ଶୀତେଇ ଉଠିବ। କିନ୍ତୁ ବ୍ରିଟେନ୍‌ରେ ଏମିତି…

ଏବେ ବି ହଲ୍‌ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍‌ଭାନୀ

ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍‌ଭାନୀ ୯୨ ବର୍ଷରେ ବି ଖୁବ୍‌ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍‌ଭାନୀଙ୍କୁ ନିକଟରେ ସାଧାରଣତନ୍ତ୍ର ଦିବସ ପରେଡରେ ଦେଖାଯାଇଥିଲା। କେବଳ ଏତିକି ନୁହେଁ, ସେ ପୃଥ୍ବୀରାଜ ରୋଡ୍‌ରେ ଥିବା…

୧୦୦୦ ବର୍ଷ ମଧ୍ୟରେ ବସନ୍ତ ପଞ୍ଚମୀଠାରୁ କେବେ ବି ଆରମ୍ଭ ହୋଇନି ବସନ୍ତ ଋତୁ

ନୂଆଦିଲ୍ଲୀ,୨୯।୧: କୁହାଯାଏ ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ତେବେ ଗତ ୧୦୦୦ ବର୍ଷ ମଧ୍ୟରେ କେବେ ମଧ୍ୟ ବସନ୍ତ ପଞ୍ଚମୀଠାରୁ ବସନ୍ତ ଋତୁର ଆରମ୍ଭ ହୋଇନି। ଚଳିତ ବର୍ଷ ଜାନୁୟାରୀ ୩୦ରେ ବସନ୍ତ ପଞ୍ଚମୀ ପଡୁଥିବା ବେଳେ ଫେବୃୟାରୀ…

ଜାଣନ୍ତୁ ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି କରାଯାଏ ଆରାଧନା

ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ। କୁହାଯାଏ, ବସନ୍ତପଞ୍ଚମୀଠାରୁ ଶୀତ ପୃଥିବୀପୃଷ୍ଠରୁ ବିଦାୟ ନେଇଥାଏ। ଋତୁ ବଦଳିବା ସହ ଏହି ପର୍ବର…

ବିନା କୋଚିଂରେ ୮ଘଣ୍ଟା ଡ୍ୟୁଟି ପରେ ୫ ଘଣ୍ଟା ପାଠପଢ଼ି ସିଭିଲ୍‌ ସର୍ଭିସ୍‌ ମେନ୍‌ରେ ସଫଳତା ପାଇଲେ ବସ୍‌ କଣ୍ଡକ୍ଟର

ବେଙ୍ଗାଲୁରୁ,୨୯।୧: ଏକନିଷ୍ଠ ଭାବେ କର୍ତ୍ତବ୍ୟ କରିରେ ଶେଷରେ ସଫଳତା ହିଁ ମିଳିଥାଏ। ଏହାକୁ କାର୍ଯ୍ୟରେ କରି ବେଙ୍ଗାଲୁରୁର ଜଣେ ବସ୍‌ କଣ୍ଡକ୍ଟର ଦେଖାଇଛନ୍ତି। ସେ କଣ୍ଡକ୍ଟର ଭାବେ ୮ ଘଣ୍ଟା ଡ୍ୟୁଟି କରିବା ପରେ ଘରେ ଆସି ୫ ଘଣ୍ଟା ପାଠ…

ମେହରରେ ଗୀତା-କୋରାନ୍‌-ବାଇବେଲ୍‌ ମାଗିଲେ ମୁସଲମାନ୍‌ କନ୍ୟା

କୋଲ୍ଲମ୍‌,୨୯।୧: ମୁସଲମାନ୍‌ ବିବାହରେ କନ୍ୟା ବରଙ୍କୁ ମେହର ମାଗିଥାନ୍ତି। ତେବେ କେରଳରେ ଜଣେ କନ୍ୟା ବିବାହରେ ମେହରରେ ୮୦ଟି ପୁସ୍ତକ ମାଗିଛନ୍ତି। ସେଥିମଧ୍ୟରେ ଗୀତା-କୋରାନ୍‌-ବାଇବେଲ୍‌ ଆଦି ଧର୍ମଗ୍ରନ୍ଥ ରହିଛି। ବର ଇଜାଜ୍‌ ହାକିମ୍‌ କନ୍ୟା ଅଜ୍‌ନା ନାଜିମ୍‌ଙ୍କୁ ୯୬ ପୁସ୍ତକ ଉପହାର…

କଫି ବର୍ଜ୍ୟରୁ ତିଆରି ହେଲା ସନ୍‌ଗ୍ଲାସ୍‌

କିଓ୍ବି,୨୯।୧: ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ପାଇଁ ୟୁକ୍ରେନ୍‌ର କଫି କମ୍ପାନୀ ପକ୍ଷରୁ ଏକ ନିଆରା ସନ୍‌ଗ୍ଲାସ୍‌ ତିଆରି କରାଯାଇଛି। ଏହା କଫି ବର୍ଜ୍ୟରୁ ପ୍ରସ୍ତୁତ ହୋଇଛି। ଏହାକୁ ପିନ୍ଧିଲେ କଫିର ବାସ୍ନା ଆସିବ ବୋଲି କମ୍ପାନୀ କହିଛି। ଏହାକୁ କଫି ସନ୍‌ଗ୍ଲାସ୍‌…

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ…

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ ବରପକ୍ଷ ଭୟ କରୁଛନ୍ତି। ସ୍ଥାନୀୟ ଭୋଜପୁର ଜିଲା ରତନପୁର ଗାଁରେ ଏଭଳି ସମସ୍ୟା ଦେଖାଦେଇଛି।…

ଶିକ୍ଷୟିତ୍ରୀଙ୍କୁ ମିଳିଲା କନ୍ୟା ସଜାଇବା ଦାୟିତ୍ୱ

ସିଦ୍ଧାର୍ଥନଗର,୨୮।୧: ଉତ୍ତର ପ୍ରଦେଶରେ ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ଜନଗଣନା ଓ ନିର୍ବାଚନ ଭଳି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କଥା ଜଣାଥିଲା। ହେଲେ ଏବେ ଉତ୍ତର ପ୍ରଦେଶର କେତେଜଣ ଶିକ୍ଷୟିତ୍ରୀଙ୍କୁ ବିବାହ ପାଇଁ ଯାଉଥିବା କନ୍ୟାଙ୍କୁ ସଜାଇବା ଦାୟିତ୍ୱ ମିଳିବା ଘଟଣା ଚର୍ଚ୍ଚାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?