୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ
ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ ଇଛାମୃତ୍ୟୁ ଆବେଦନ ସରକାରଙ୍କ ପାଖକୁ ପଠାଇଛନ୍ତି। ଦେଶରେ ଇଛାମୃତ୍ୟୁ ଚାହୁଁଥିବା ଏଭଳି ଲୋକଙ୍କ...
ଏମିତି ଦେଶ, ଯେଉଁଠି ମନ୍ତ୍ରୀ ଚାହିଁଲେ ମଦ ପିଇ ମଧ୍ୟ କରିପାରିବେ ବଜେଟ୍ ଉପସ୍ଥାପନ
ପ୍ରତ୍ୟେକ ଦେଶର ସରକାର ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତ କରିଥାନ୍ତି। ମୁଖ୍ୟତଃ ବଜେଟ୍ ଉପସ୍ଥାପନ ବେଳେ ସରକାର ଦେଶର ଆୟ ବ୍ୟୟ ହିସାବ କରିଥାନ୍ତି। ଏହି ବଜେଟ୍କୁ ଅର୍ଥମନ୍ତ୍ରୀ ସ୍ଥିର ଆଉ ସୁସ୍ଥ ମସ୍ତିଷ୍କରେ ଉପସ୍ଥାପନ କରିଥାନ୍ତି। ମାତ୍ର ଏମିତି ଏକ...
କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ
ରୁର୍କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି କରିଛନ୍ତି। ବରପକ୍ଷ ଯୌତୁକ ଦେବାକୁ ମନା କରିବାରୁ ଏବେ ବିବାହ ଭାଙ୍ଗିଯାଇଛି। ଏନେଇ...
୧୪ ଫୁଟ ଉଚ୍ଚରେ କିକ୍ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ
ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨୧ ବର୍ଷ ବୟସ୍କ ଯୁବକ ଓ୍ବନଜିନ୍ କିମ୍ ବିଶ୍ୱ ତାଏକୋଣ୍ଡୋ ଫେଷ୍ଟିଭାଲ୍ରେ...
୧୩ ଫୁଟ ଲମ୍ବ କୁମ୍ଭୀର ବେକରୁ ଟାୟାର କାଢ଼ିଲେ ମିଳିବ ପୁରସ୍କାର
ଜାକର୍ତ୍ତା,୧।୨: ଇଣ୍ଡୋନେସିଆରେ ଏକ ୧୩ ଫୁଟ ଲମ୍ବ କୁମ୍ଭୀର ବେକରେ ଗତ ୪ ବର୍ଷ ଧରି ମଟର ସାଇକେଲ ଟାୟାର ପଶି ରହିଛି। ୨୦୧୬ଠାରୁ କୁମ୍ଭୀର ବେକରେ ଏହି ଟାୟାର ସେହିଭଳି ରହିଛି। ଏହାକୁ କାଢ଼ିବା ପାଇଁ ମଧ୍ୟ ଇଣ୍ଡୋନେସିଆର...
ଶହୀଦ୍ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜରୁରୀକାଳୀନକର୍ମୀ ପ୍ରଦାନ କଲେ ବ୍ୟାଚ୍
ବର୍କଶାୟର,୧।୨: ଜଣେ ଶହୀଦ୍ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ ଥିବା ସମୟରେ ଏକ ସର୍ଚ୍ଚ ଅପରେଶନ୍ରେ ମୃତ୍ୟୁ ଘଟିଥିଲା। ସହକର୍ମୀମାନେ ତାଙ୍କ ପାଇଁ...
ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି
ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏହା ସତ। ଉତ୍ତର ଥାଇଲାଣ୍ଡ୍ରେ ଏଭଳି ପାରଦର୍ଶୀ ଜଙ୍ଗଲ ରହିଛି। ଏଠାରେ ପର୍ଯ୍ୟଟକ...
କିଛି କଥା ପ୍ରତି ଧ୍ୟାନଦେଲେ ନବଦମ୍ପତିଙ୍କ ସମ୍ପର୍କ ହୋଇଥାଏ ମଧୁର
ଏବେ ବିବାହ ଋତୁ ଚାଲିଥିବା ବେଳେ ନବଦମ୍ପତି ସେମାନଙ୍କ ସମ୍ପର୍କ କେମିତି ରହିବ ସେନେଇ ଚିନ୍ତିତ ଥା’ନ୍ତି। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ କେତେକ କଥା ପ୍ରତି ଧ୍ୟାନ ଦେଲେ ନବଦମ୍ପତିଙ୍କ ସମ୍ପର୍କ ମଧୁମୟ ହୋଇଉଠିବ। ତେବେ ଜାଣନ୍ତୁ ଏ...
ଫଟୋଶୁଟ୍ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ
ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ ହୋଇଛନ୍ତି। ଏମାନେ ୨୦୧୯ରେ ମଧ୍ୟ ମାସେ ଦୁଇ ମାସ ବ୍ୟବଧାନରେ ୧୯ ସନ୍ତାନ...
ଟିକ୍ଟକ୍ ହେଲା କାଳ, ପାଟିରେ ରହିଗଲା ‘ମାଉଥ୍ ଅରଗାନ୍
ଆଜିକାଲି ଯୁବପିଢିଙ୍କୁ ଟିକ୍ଟକ୍ ନିଶା ଘାରିଛି। କିଏ ଘରେ ତ ଆଉ କିଏ କଲେଜରେ, ଆଉ କେଉଁଠି ଟ୍ରେନରେ କିଏ ପାର୍କରେ ବିଭିନ୍ନ ସ୍ଥାନରେ ଟିକ୍ଟକ୍ ଭିଡିଓ କରି ଅପଲୋଡ କରୁଛନ୍ତି। ବେଳେବେଳେ ଟିକ୍ଟକ୍ ଭିଡିଓ ପ୍ରସ୍ତୁତ ବେଳେ ଅଭାବନୀୟ...
ଏହି ଆଣ୍ଟିନା ପ୍ରଥମେ ଦେଇଥିଲା ଟାଇଟନିକ୍ ବୁଡ଼ିବା ବାର୍ତ୍ତା
ଆଜିର ସମୟରେ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମୋବାଇଲ ଯୋଗେ ସଙ୍ଗେ ସଙ୍ଗେ ବାର୍ତ୍ତା ପହଞ୍ଚିପାରୁଛି। ବିନା ତାରରେ ଅନାୟସରେ ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁଛି। କିନ୍ତୁ ବିନା ତାରରେ ଲୋକଙ୍କ ନିକଟରେ ପ୍ରଥମେ ବାର୍ତ୍ତା...
ରାତିରେ ବି ଖୋଲା ରହିଥାଏ ‘ଫ୍ଲୋଟିଂ ପୋଷ୍ଟ ଅଫିସ୍’
ବର୍ତ୍ତମାନ ଡିଜିଟାଲ ଯୁଗରେ ପୋଷ୍ଟ ଅଫିସ୍ର ମଧ୍ୟ ଚାହିଦା ବେଶ୍ ରହିଛି। ଆଜିବି ଡାକଘର ଜରିଆରେ ଜଣେ ଆଉ ଜଣଙ୍କ ପାଖକୁ ନିଜର ବାର୍ତ୍ତା ପଠାଇପାରୁଛି। ତେବେ ଜାଣିଛନ୍ତି କି ଭାରତରେ ଏକ ଆଶ୍ଚର୍ଯ୍ୟ ଓ ଆକର୍ଷଣୀୟ କରିଦେବା ଭଳି...
Archives


