ଫୁରସତ

୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ

ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍‌ରେ ତଳକୁ ଡେଇଁଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାମନଗର ଅଞ୍ଚଳର...

ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ ସାନ ଭାଇ କୋନୋର ହଠାତ୍‌ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ।...

ପାକିସ୍ତାନରେ ବି ରହିଛି ମନ୍ଦିର ପାଖରେ ମସଜିଦ୍‌: ଲୋକେ ପାଳନ୍ତି ଇଦ୍‌-ହୋଲି-ଦିଓ୍ବାଲି

ଇସଲାମାବାଦ୍‌: ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଣିଷ ମଣିଷ ମଧ୍ୟରେ ଭେଦଭାବ ବଢ଼ିଚାଲିଛି। ତେବେ ପାକିସ୍ତାନର ଏକ ସହର ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ଦେଇଥାଏ। ସହରରେ ମନ୍ଦିର ପାଖରେ ମସଜିଦ୍‌ ରହିଛି। ଏହି ସହରରେ ଜନସଂଖ୍ୟା ୬୦ ହଜାର। ଏଠାରେ...

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର: ସରକାର ‘ବେଟି ବଚାଓ-ବେଟି ପଢ଼ାଓ’ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପୀ ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଲେଜର ଲାଇଟ୍‌ ମାଧ୍ୟମରେ ବେଟି ବଚାଓ-ବେଟି ପଢ଼ାଓ...

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ। ହେଲେ ଏହାର ପ୍ରଭାବରେ ପ୍ରଭାବିତ ହେଉଛି ମାନସିକତା। ବିଶେଷ କରି ଏପରି...

ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର ଲୋକ ରହିପାରିବେ ବୋଲି କୁହାଯାଉଛି। ଏହି କଲୋନୀକୁ ଗିନିଜ୍‌ ରେକର୍ଡରେ ସ୍ଥାନୀତ କରାଯାଇଛି।...

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର,୪।୨: ସରକାର ବେଟି ବଚାଓ-ବେଟି ପଢ଼ାଓ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପି ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଲେଜର ଲାଇଟ୍‌ ମାଧ୍ୟମରେ ବେଟି ବଚାଓ-ବେଟି...

ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହ ନିଆରା ଢଙ୍ଗରେ କରିଛନ୍ତି। ଏଥିରେ ବର ତ୍ରିରଙ୍ଗାର ତିନି...

ସ୍ୟାଣ୍ଡଓ୍ବିଚ୍‌ ଚୋରି କରି ୯ କୋଟି ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଚାକିରି ଗଲା

ସ୍ୟାଣ୍ଡ୍‌ଓ୍ବିଚ୍‌ ଚୋରି କରି ଚାକିରି ହରାଇଛନ୍ତି ଜଣେ ଯୁବକ। ୩୧ ବର୍ଷୀୟ ପାରସ୍‌ ଶାହ ନାମକ ଏହି ଯୁବକ ଜଣେ ମିଲେନିୟର ଟ୍ରେଡର୍‌। ଆଫ୍ରିକା ଏବଂ ୟୁରୋପରେ ଥିବା ସିଟିଗ୍ରୁପ୍‌ କମ୍ପାନୀ ଅଧୀନରେ ସେ କାମ କରୁଥିଲେ। ତାଙ୍କ ବାର୍ଷିକ...

ଶେଷ କେମୋ ଭିଡିଓ ଶେୟାର କରି ରାତାରାତି ଷ୍ଟାର୍‌ ପାଲଟିଲେ ମହିଳା

କ୍ୟାନସ୍‌ର ବା କର୍କଟ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀଟି ମୃତ୍ୟୁବରଣ କରିଥାଏ। କ୍ୟାଟି ହେଲେଣ୍ଡ...

ଏଠି ବୁକ୍‌ ଷ୍ଟୋରରେ ବହି ସହ ମିଳନ୍ତି ବିଲେଇ

ସମସ୍ତେ ପ୍ରାୟ ବୁକ୍‌ ଷ୍ଟୋରକୁ ବହି କିଣିବା ପାଇଁ ଯାଇଥାଆନ୍ତି। ହେଲେ କାନାଡାରେ ଏମିତି ଏକ ବୁକ୍‌ ଷ୍ଟୋର ରହିଛି ଯେଉଁଠି ଗ୍ରାହକ ବହି ସହ ଚାହିଁଲେ ବିଲେଇ ମଧ୍ୟ ଘରକୁ ଆଣିପାରିବେ। ଓଟିସ୍‌ ଆଣ୍ଡ କ୍ଲିମେଣ୍ଟାଇନ୍ସ ବୁକ୍ସ ଆଣ୍ଡ...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri