କପିଲ ଶର୍ମାଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଅକ୍ଷୟ କୁମାର
ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଶୋ’କୁ ନେଇ ପ୍ରାୟ ଚର୍ଚ୍ଚାରେ ରୁହନ୍ତି। ସାଧାରଣ ଲୋକଙ୍କ ବ୍ୟତୀତ ଫିଲ୍ମ ତାରକାମାନେ ମଧ୍ୟ ତାଙ୍କ ଶୋ’କୁ ବହୁତ ପସନ୍ଦ କରନ୍ତି। ଏହି କାରଣରୁ ଅନେକ ବଲିଉଡ୍ ତାରକା ନିଜ ଫିଲ୍ମର ପ୍ରମୋଶନ…
ପିତା ପୁତ୍ରଙ୍କ ସ୍ୱର-ତାଳ ଦେଖି ଆଶ୍ଚର୍ଯ୍ୟ ହେଲେ ବିଗ୍ ବି
ମୁମ୍ବାଇ: ସୋସିଆଲ ମିଡିଆରେ କ’ଣ କେତେବେଳ ଭାଇରାଲ ହେଉଛି ତାହା କହିବା ମୁସ୍କିଲ । ଏବେ ଜଣେ ପିତା-ପୁତ୍ରଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଛୋଟ ପୁଅକୁ ହାରମୋନିୟମ ବଜାଇ ଶାସ୍ତ୍ରୀୟ ସଙ୍ଗିତ ଶିଖାଉଥିବା…
ନିଜ ବାୟୋପିକ୍କୁ ନେଇ କ’ଣ କହିଲେ ସୋନୁ
ମୁମ୍ବାଇ: ରିଲ୍ ଲାଇଫର ଖଳନାୟକ ଆଜି ରିୟଲ ଲାଇଫର ହିରୋ । ଆଲୋଚନାକୁ ଆସୁଛନ୍ତି ବଲିଉଡ୍ କଳାକାର ସୋନୁ ସୁଦ । କରୋନାକୁ ନେଇ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ଏହି କଳାକାର ।…
ମା’ଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଖୁବ୍ କମ୍ ବୟସ ମଧ୍ୟରେ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ସୌନ୍ଦର୍ଯ୍ୟ ଏବଂ କଠିନ ପରିଶ୍ରମ ପାଇଁ ବେସ୍ ଜଣାଶୁଣା। ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଥାନ୍ତି।…
ସାବତ ମା’ଙ୍କଠାରୁ ମାତ୍ର ୮ ବର୍ଷ ସାନ ସନ୍ନି ଦେଓଲ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ସମ୍ପର୍କ
ବଲିଉଡ୍ ଡ୍ରିମ୍ ଗର୍ଲ ହେମାମାଳିନୀ ଅଭିନୟ ରାଜନୀତିରେ ବି ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଉତ୍ତର ପ୍ରଦେଶର ମଥୁରାରୁ ଭାଜପା ଏମ୍ପି ଅଛନ୍ତି। ହେମାଙ୍କ ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ର ମଧ୍ୟ ରାଜସ୍ଥାନର ବିକାନେର୍ରୁ ଏମ୍ପି ରହିସାରିଛନ୍ତି। ଧର୍ମେନ୍ଦ୍ରଙ୍କ ପୁଅ…
ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି
କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କ ପରି ବଲିଉଡ୍ କଳାକାରମାନେ ମଧ୍ୟ ନିଜ…
ଏବେ ବି ଫିଟ୍ ଅଛନ୍ତି ଅଭିନେତା ସନ୍ନି ଦେଓଲ: ଏଥିପାଇଁ ପ୍ରତିଦିନ କରିଥାନ୍ତି ଏମିତି କିଛି…
ବଲିଉଡ୍ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସନ୍ନି ଦେଓଲ। ଖୁବ୍ ଶୀଘ୍ର ସେ ୬୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। ହେଲେ ଏବେ ବୟସରେ ବି ସେ ପୁରା ଫିଟ୍ ଅଛନ୍ତି। ଫିଟ୍ ରହିବା ପାଇଁ ସନ୍ନି ପ୍ରତିଦିନ ବ୍ୟାୟାମ କରିଥାନ୍ତି।…
ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
କଳାଜଗତ ପାଇଁ ୨୦୨୦ ମସିହା କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତବର୍ଷ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ଘଟୁଛି। ଏହି କ୍ରମରେ ୟେ ରିସ୍ତା କ୍ୟା କହଲାତା ହୈ ଏବଂ କୁମକୁମ ଭାଗ୍ୟ ଭଳି ଲୋକପ୍ରିୟ ଧାରାବାହିକରେ…
ସ୍ତ୍ରୀଙ୍କ ନାଇଟ୍ ପିନ୍ଧି ଚର୍ଚ୍ଚାରେ କମେଡି କିଙ୍ଗ୍
ଛୋଟ ପରଦାରେ ଦ କପିଲ ଶର୍ମା ଶୋ’ ବେଶ୍ ଚର୍ଚ୍ଚିତ। ଲକ୍ଡାଉନ୍ ପରେ ପୁଣି ଆରମ୍ଭ ହୋଇଥିବା ଏହି ଶୋ’ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଛି। ଶୋ’ର ମୁଖ୍ୟ ଚରିତ୍ର କପିଲ ଶର୍ମାଙ୍କ କମେଡି କେବଳ ଦେଶରେ ନୂହେଁ,…
ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ ଗିରଫ
ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗବରିଏଲା ଡେମେଟ୍ରିଏଡଙ୍କ ଭାଇଙ୍କୁ ଗିରଫ କରିଛି। ସେ ହେଲେ ଆଗିସିଆଲୋସ ଡେମେଟ୍ରିଏଡ। ଏନ୍ସିବି ଅଧିକାରୀମାନେ ଆଗିସିଆଲୋସଙ୍କଠାରୁ ଏକ ହାଶିଶ ଏବଂ ଆଲପ୍ରାଜୋଲାମ ଟାବଲେଟ ଜବତ…
ଏହି ଦିନ ବିବାହ କରିବେ ନେହା କକ୍କର!
ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ଦୁହିଁଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାର୍ଡରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ନେହା ଏବଂ ରୋହନପ୍ରୀତ ଅକ୍ଟୋବର…
ଚା’ ଦୋକାନରେ କପ୍ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା
ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ। କିନ୍ତୁ ପ୍ରସିଦ୍ଧ ଅଭିନେତା ଓମ ପୁରୀ ଏହାର ବିପରୀତ ଥିଲେ। ସେ ସ୍ମାର୍ଟ ନ…
Archives


