ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହତ୍ୟା
ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ‘ଥେନମୋଝି ବିଏ’ରେ ଖଳନାୟ ଚରିତ୍ରରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ୪ଜଣ ସନ୍ଦିଗ୍ଧ ଥିବା ଦେଖିବାକୁ ମିଳୁଛି। ଏହାକୁ କେନ୍ଦ୍ରକରି ପୋଲିସ ଘଟଣାର ତଦନ୍ତ…
କର୍କଟ ରୋଗରେ ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତା ମାଗିଲେ ଆର୍ଥିକ ସହାୟତା
ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସି କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପ୍ରଶଂସକଙ୍କୁ ଆର୍ଥୀକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଥାଭାସି ଅନେକ ସୁପରହିଟ୍…
ସୋନୁ ସୁଦଙ୍କ ଜୀବନରେ ପ୍ରଥମ ଥର ଆସିଥିଲେ ଏହି ଝିଅ: ଜାଣନ୍ତୁ ସେ କିଏ…
ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସହାଯ୍ୟ କରିବା ସହ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେ ସବୁବେଳେ ସମ୍ପର୍କରେ ରହିଥାନ୍ତି। ନିକଟରେ ଜଣେ ପ୍ରଶଂସକ ଭଗବାନଙ୍କ ଫଟୋ ନିକଟରେ ସୋନୁଙ୍କ ଫଟୋରଖି ପୂଜା…
ଭାଉଜଙ୍କ ସହ ନାଚୁଥିବା ନଜର ଆସିଲେ କଙ୍ଗନା
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭାଇ ଅକ୍ଷତ ନିକଟରେ ବିବାହ କରିଥିଲେ। ତାଙ୍କ ଭାଇଙ୍କ ପ୍ରତ୍ୟେକ ବିବାହ ସମାରୋହ ବିଳାସପୂର୍ଣ୍ଣ ବାବେ କରାଯାଇଛି। ବର୍ତ୍ତମାନ କଙ୍ଗନା ରିସେପ୍ସନର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ସେ ନାଚୁଥିବା ନଜର ଆସିଛନ୍ତି। ତାଙ୍କ…
ପରିବାର ସହ ଦୀପାବଳି ପାଳିଲେ ନୋରା: ଭିଡିଓ ଭାଇରାଲ
ମୁମ୍ବାଇ: ନୋରା ଫତେହି । ବର୍ତ୍ତମାନ ବଲିଉଡ୍ ଦୁନିଆର ଏକ ଚର୍ଚ୍ଚିତ ନାଁ । ନିଜର ଡ୍ୟାନ୍ସ ଓ ବୋଲ୍ଡ ଅନ୍ଦାଜ ପାଇଁ ସେ ଏବେ ଖୁବ୍ ଚର୍ଚ୍ଚିତ । ନିକଟରେ ପାଳନ କରାଯାଇଥିବା ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ…
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ବଲିଉଡର ଏହି ୫ ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ ତାରକାମାନେ ସର୍ବଦା ସେମାନଙ୍କର ମୁକ୍ତ ଚିନ୍ତାଧାରା ପାଇଁ ଜଣାଶୁଣା। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମକୁ ଅତିକ୍ରମ କରିଛନ୍ତି। ଅନେକ ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ସେମାନଙ୍କର ଜୀବନସାଥୀ ଭାବେ…
କରୋନା ଦୀପାବଳି ପାଳନ କଲେ ଅନୁଷ୍କା
ମୁମ୍ବାଇ: କରୋନା ମହାମାରୀ ପାଇଁ ଏବେବି ଲୋକଙ୍କ ମନରେ ଭୟ ଥିବା ବେଳେ ଏଥର ଆଲୋକର ପର୍ବ ଦୀପବଳି ବି ଫିକା ପଡି ଯାଇଛି । ବିଶେଷ ଭାବେ ବଲିଉଡ୍ ସେଲିବ୍ରିଟିମାନେ ନିଜ ନିଜ ଘରେ ହିଁ ଏହି ପର୍ବ ପାଳନ…
ଏହି ବ୍ୟକ୍ତିଙ୍କୁ ଡରି ଦେଶଛାଡି ଚାଲିଯାଇଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି
ବଲିଉଡ୍ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଇତିମଧ୍ୟରେ ୫୭ ବର୍ଷର ହୋଇଯାଇଛନ୍ତି। ୧୬ ନଭେମ୍ବର, ୧୯୬୩ରେ ସେ ଧନବାଦରେ ଜନ୍ମଗ୍ରହଣ କରିଥିଲେ। ଅନେକ ସଫଳ ଫିଲ୍ମରେ କାମ କରିଥିବା ମୀନାକ୍ଷୀ ଗତ ୨୪ ବର୍ଷ ହେବ ବଲିଉଡ୍ଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ୧୯୯୬ରେ…
ଏମିତି ଟୁଇଟ୍ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍ଡାଉନ୍ ସମୟରେ ପ୍ରବାସୀମାନଙ୍କୁ ଯାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ତାଙ୍କର ଏପରି ଜନହିତକର କାର୍ଯ୍ୟକୁ…
ଘରେ ୮୦ ହଜାର ମହୁମାଛି ପାଳିଛନ୍ତି ଏହି ଲୋକପ୍ରିୟ ଗାୟିକା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…
ଆମେରିକାର ପପ୍ ଗାୟିକା ବିୟୋନ୍ସ ୮୦ ହଜାର ମହୂମାଛି ନିଜ ଘରେ ପାଳିବାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜେ ବାୟାନ୍ସେ ଏକ ସାକ୍ଷାତକାରରେ ଏକଥା କହିଛନ୍ତି। ଏହା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…
ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି
ଆଇପିଏଲ୍ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର ସୋସିଆଲ ୟୁଜର୍ସମାନଙ୍କୁ ଏହା ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେମାନେ…
ରଣବୀରଙ୍କ ଗର୍ଲଫ୍ରେଣ୍ଡ୍ଙ୍କୁ ଚୋରାଇ ନେଇଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଆଦିତ୍ୟ ରାୟ କପୁର ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଆଦିତ୍ୟ ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଦିତ୍ୟ ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସିଦ୍ଧାର୍ଥ ରାୟ କପୁର ଏବଂ…
Archives


