ସ୍ବାମୀ ସୈଫଙ୍କ ସହ ଦୁଇ ପୁଅଙ୍କ ଫଟୋ ଶେୟାର କଲେ କରିନା: ଲୋକେ କହୁଛନ୍ତି ଏପରି

ବମ୍ବେ: ଏକଦା ସୋସିଆଲ ମିଡିଆ ଉପରେ ଲୁଚିଲୁଚି ନଜର ରଖୁଥିବା ବେବୋ ଏବେ ବଦଳିଯାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ଭଳିକି ଭଳି ପୋଷ୍ଟ ଶେୟାର କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଅଭିନେତ୍ରୀ କରିନା କପୁର ଖାନ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏହାକୁ ନେଇ ସେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି।

ଦ୍ୱିତୀୟ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି କରିନା। ନିକଟରେ ସେ ନିଜର ବେବିବମ୍ପ ଫଟୋ ଛାଡ଼ିଥିଲେ। ଆଉ ଏବେ ସେ ନିଜର ଦୁଇପୁଅଙ୍କ ଫଟୋ ଛାଡ଼ିଛନ୍ତି। କରିନା ଶେୟାର କରିଥିବା ଫଟୋରେ ସ୍ବାମୀ ତଥା ଅଭିନେତା ସୈଫ୍‌ଙ୍କ ସହ ଦୁଇପୁଅଙ୍କୁ ଦେଖିବାକୁ ମିଳୁଛି। କରିନା ମା’ ହୋଇଗଲେ ବୋଲି ଭାବୁଛନ୍ତି କି, ନା। କାରଣ ଫଟୋରେ ସୈଫଙ୍କ ସହ ପୁଅ ଇବ୍ରାହିମ ଏବଂ ତୈମୁର ଅଛନ୍ତି। ଏହାକୁ ଶେୟାର କରି ପସନ୍ଦର ପୁଅମାନେ ବୋଲି କରିନା ଲେଖିଛନ୍ତି। ଏଥିସହ ଫାଦରଆଣ୍ଡସନ୍‌ର ହାସଟ୍ୟାଗ୍‌ ମଧ୍ୟ ଦେଇଛନ୍ତି।

କହିରଖୁଛୁ, କରିନା ୨୦୧୨ରେ ସୈଫଙ୍କ ହାତ ଧରିଥିଲେ। ଉଭୟଙ୍କ ପୁଅ ତୈମୁର ୨୦୧୬ରେ ଜନ୍ମ ନେଇଥିଲା। ଏବେ ବେବୋ ପୁଣି ଥରେ ମା’ ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ।...

ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା...

ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ...

‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍‌ ଫିଲ୍ମ ପୁଣିଥରେ ହଲ୍‌ରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ...

ଗର୍ଲଫ୍ରେଣ୍ଡଙ୍କୁ ଏମିତି ସବୁ ଉପହାର ଦେବା ଶୁଣି ମୁଣ୍ଡରେ ହାତ ଦେଲେ ରଣବୀର କପୁରଙ୍କ ମା’

ଟିଭି କମେଡି ଶୋ’ ‘ଦି କପିଲ ଶର୍ମା ଶୋ’ରେ ଏଥର କପୁର ପରିବାରର ବିଶେଷ ଅତିଥିମାନେ ଆସିବାକୁ ଯାଉଛନ୍ତି। ଅଭିନେତ୍ରୀ ନୀତୁ କପୁର ଏବଂ ତାଙ୍କ...

ପୁଅର ବାପା ବିଷୟରେ ପଚରାଯିବାରୁ ନୁଶରତ୍‌ କହିଲେ…

ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି ନୁଶରତ ଜାହାଁ ନିକଟରେ ପୁତ୍ର ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହାପରେ ତାଙ୍କୁ...

ରଜନୀକାନ୍ତଙ୍କ ଭବ୍ୟ ବଙ୍ଗଳା: ଦେଖିଲେ ଘଡ଼ିଏ ଚାହିଁବ

ହାଇଦ୍ରାବାଦ: ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ହିଟ୍‌ ଭେଟିଦେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାର ରଜନୀକାନ୍ତ। ତାଙ୍କୁ ପ୍ରଶଂସକ ଭଗବାନଙ୍କ ଭଳି ପୂଜିଥାନ୍ତି। ବୟସାଧିକ ହୋଇଥିଲେ...

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ...

Advertisement
Archives

Model This Week