ମନୋରଞ୍ଜନ

ଚାଷୀଙ୍କୁ ସମର୍ଥନ କରି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌

ମୁମ୍ବାଇ: କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଅଭିନେତା ସୋନୁ ସୁଦ୍‌ଙ୍କୁ ଲୋକେ ଭଗବାନ ଭଳି ମାନୁଛନ୍ତି। ଏବେ ତାଙ୍କ ଗୁରୁତ୍ୱ ପୂର୍ବାପେକ୍ଷା ଆହୁରି ବଢ଼ିଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସୋନୁ କୌଣସି ପ୍ରସଙ୍ଗରେ ନିଜର ମତାମତ…

ଲଣ୍ଡା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ ଲଣ୍ଡା ହୋଇଛନ୍ତି। ତାଙ୍କର ଏପରି ନିଷ୍ପତ୍ତିକୁ ପ୍ରଶଂସା ମଧ୍ୟ କରାଯାଇଛି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଜଣେ ଅଭିନେତ୍ରୀ ତଥା ମଡେଲଙ୍କ ନାମ ।…

୨୦୨୦ରେ ଆତ୍ମହତ୍ୟା କରିଛନ୍ତି ଏହି ୫ ପ୍ରସିଦ୍ଧ କଳାକାର

୨୦୨୦ ମସିହା ଶେଷ ହେବାକୁ ବସିଲାଣି। ବର୍ଷର ଶେଷ ଅର୍ଥାତ୍‌ ଡିସେମ୍ବର ଆରମ୍ଭ ହୋଇଯାଇଛି। ମହାମାରୀ କରୋନା ଯୋଗୁ ଏହି ବର୍ଷ କାହାପାଇଁ ଭଲ ରହିନାହିଁ। ସମସ୍ତେ କରୋନା ଭୟରେ ଜୀବନ ବିତାଉଛନ୍ତି। ଚଳିତବର୍ଷ ସାଧାରଣ ଲୋକଙ୍କଠାରୁ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ…

ବୟଫ୍ରେଣ୍ଡଙ୍କ ସହ ଯୋଗ କରି ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀଙ୍କ ଭଉଣୀ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେଙ୍କ ନାଁ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ପୂର୍ବରୁ ଆଲାନାଙ୍କ ସୁନ୍ଦର ସୁନ୍ଦର ଫଟୋ ଯଦିଓ ଚର୍ଚ୍ଚା ହୋଇଛି ଏଥର ଚର୍ଚ୍ଚା ଟିକେ ନିଆରା। କାରଣ…

ଭେଣ୍ଟିଲେଟରରେ ଏହି ପ୍ରସିଦ୍ଧ ଅଭିନେତା: ମାଗିଲେ ଆର୍ଥିକ ସହାୟତା

ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ମହାମାରୀ କରୋନା ଯୋଗୁ ଅନେକ କଳାକାର ଚାକିରି ହରାଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତି ଜଣେ ଅଭିନେତା ହେଲେ ଶିବକୁମାର ବର୍ମା। ଅଭିନେତା ତଥା ସିନେ ଆଣ୍ଡ ଟିଭି…

ଚର୍ଚ୍ଚାରେ ଶମିତା

ବଲିଉଡ୍‌ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍‌ ଦେଇ ନ ଥାଏ। ଯେମିତିକି ଅଭିନେତ୍ରୀ ଶମିତା ଶେଟ୍ଟୀ। ଶମିତାଙ୍କ ବଡ଼ ଭଉଣୀ ଶିଳ୍ପା ଶେଟ୍ଟୀ ବଲିଉଡ୍‌ର…

ରିସେପଶନରେ ରୋମାଣ୍ଟିକ ଡ୍ୟାନ୍ସ କଲେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍ ସିଙ୍ଗର, ହୋଷ୍ଟ ତଥା ଆକ୍ଟର ଆଦିତ୍ୟ ନାରାୟଣ ତାଙ୍କ ଲଙ୍ଗ ଟାଇମ୍ ଗର୍ଲ ଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ଡିସେମ୍ବର ୧ରେ ବିବାହ କରିଛନ୍ତି । କରୋନା ମହାମାରୀ ଯୋଗୁ ଏହି ବିବାହରେ କେବଳ ପରିବାର ସଦସ୍ୟ ଯୋଗ ଦେଇଥିଲେ…

କ୍ୟାଟ୍ରିନାଙ୍କ ଭଉଣୀଙ୍କ ପ୍ରେମରେ ପଡିଛନ୍ତି ସଲମାନ!

ମୁମ୍ବାଇ: ବଲିଉଡ୍‌ର ହଟ୍ ତଥା ସୁନ୍ଦରୀ ନାୟିକା ହେଉଛନ୍ତି କ୍ୟାଟ୍ରିନା କୈଫ । ଲକ୍ଷେ ଦିଲ କି ଧଡକନ କ୍ୟାଟ୍ରିନାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ । କିଛିଦିନ ପୂର୍ବରୁ ଆଲୋଚନା ହେଉଥିଲା କି କ୍ୟାଟଙ୍କ ପ୍ରେମରେ ପଡିଛନ୍ତି ବଲିଉଡ୍…

ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍‌ସିବି ଅଫିସର ନିଲମ୍ବିତ

ମୁମ୍ବାଇ,୩।୧୨: ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏହି ତଦନ୍ତକାରୀ ଅଫିସରମାନେ ଭାରତୀ, ହର୍ଷ ଏବଂ…

ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାତୁଣୀ ହେଲେ ଏହି ବଲିଉଡ୍‌ ଅଭିନେତ୍ରୀ: ଗ୍ଲାମରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ

ବମ୍ବେ: ଅଭିନେତ୍ରୀ ଶ୍ରେୟା ନାରାୟଣ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ନାରାୟଣଙ୍କ ପଣନାତୁଣୀ। ଅନେକ ଫିଲ୍ମରେ ସେ କାମ କରିସାରିଛନ୍ତି। ଗ୍ଲାମରସ ଏବଂ ସୁନ୍ଦରୀ ହୋଇଥିବା ହେତୁ ବଲିଉଡ୍‌ରେ ତାଙ୍କ କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିହାରରେ ଶ୍ରେୟାଙ୍କ ଜନ୍ମ।…

ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କୋଙ୍କଣା ସେନ ଶର୍ମା କେବଳ ବୃତ୍ତିଗତ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌…

ବିଗ୍‌ ବସ୍‌ରୁ ଓହରିଲେ କବିତା କୌଶିକ

ମୁମ୍ବାଇ,୨ା୧୨- ଚଳିତ ବିଗ୍‌ ବସ୍‌ରୁ ଓହରି ଯାଇଛନ୍ତି ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିବା କବିତା କୌଶିକ। ସେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହି ଏପିସୋଡ୍‌ ବୁଧବାର ପ୍ରସାରିତ ହେବ। ବିଗ୍‌ ବସ୍‌ ଘରେ ସାଥି କଣ୍ଟେଷ୍ଟାଣ୍ଟ ରୁବିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri