ମନୋରଞ୍ଜନ

ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା

ବଲିଉଡ୍‌ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର ଏହି ନୂତନ ପର୍ଯ୍ୟାୟକୁ ସେ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ଟିଭି ପରଦାର ‘କପିଲ…

ବଲିଉଡ ଅଭିନେତା ମନୀଷ ପାଲଙ୍କୁ କରୋନା

ମୁମ୍ବାଇ,୭।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ମନୀଷ ପାଲ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ମନୀଷ କରୋନା ସଂକ୍ରମିତ ହେବାର ଜଣା ପଡ଼ିବା ମାତ୍ରେ ସେ ବରୁଣ ଧଓ୍ବନ ଏବଂ କିଆରା ଆଡଭାନିଙ୍କ ଫିଲ୍ମ ’ଯୁଗ ଯୁଗ ଜିଓ’…

ଦେଖାଦେଇଥିଲା ଏମିତି ସଙ୍କଟ: ସୁନା ଗହଣା ସମ୍ପତ୍ତି ବିକି ଚଳୁଥିଲେ ରାଖୀ ସାୱନ୍ତ

ରାଖୀ ସାୱନ୍ତ ପୁଣି ଥରେ ବିଗ ବସ୍‌ରେ ନଜର ଆସିବେ। ଏହାପୂର୍ବରୁ, ରାଖୀ ବିଗ୍‌ ବସ୍‌ ସିଜିନ୍‌ର ଏକ ଅଂଶ ହୋଇପାରିଛନ୍ତି। ରାଖୀ ଚଳଚ୍ଚିତ୍ର ଜଗତରରୁ ବାହାରି ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ସେ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ…

ଥରେ ନୁହେଁ ଦୁଇ ଦୁଇଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…

ବରୁଣ ଧାଓ୍ବନ କରୋନା ପଜିଟିଭ୍‌ ଚିହ୍ନଟ

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି। ଚଣ୍ଡିଗଡରେ ନିଜ ଆଗାମୀ ଫିଲ୍ମ ଜୁ୍‌ ଜୁଗ୍‌ ଜିୟୋ ଶୁଟିଂ କରୁଥିବାବେଳେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସାଙ୍ଗମାନଙ୍କ ସହିତ…

ଟ୍ରାଜେଡି କିଙ୍ଗ ଅସୁସ୍ଥ: ସୁସ୍ଥତା କାମନା କରିବାକୁ ସ୍ତ୍ରୀଙ୍କ ନିବେଦନ

ବଲିଉଡର ଟ୍ରାଜେଡି କିଙ୍ଗ ତଥା ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ବସ୍ଥ୍ୟାବସ୍ଥା ପୁଣି ବିଗିଡିଯାଇଛି। ଏନେଇ ତାଙ୍କ ସ୍ତ୍ରୀ ସାୟରା ବାନୋ କହିଛନ୍ତି, ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ। ସେ ଭଲ ଭାବେ ଚଲାବୁଲା ମଧ୍ୟ…

ମାନବ ସେବା ପାଇଁ ବଲିଉଡ୍‌ ଛାଡିଥିବା ଅଭିନେତ୍ରୀ ଗଲେ ହନିମୁନ୍‌

ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍‌ ଛାଡିଥିଲେ। ମାନବ ସେବା କରିବା ପାଇଁ ସନା ବଲିଉଡ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ହଠାତ୍‌ ସନା ଖାନ ସୁରତରେ…

୧୨ ବର୍ଷ ଧରି ବିଛଣାରେ ପଡ଼ିଥିଲେ ଏହି ଯୁବକ, ଜୀବନ ବଦଳାଇଲେ ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ଯୋଗୁ ଲକ୍‌ଡାଉନ ସମୟରୁ ଚର୍ଚ୍ଚାରେ ରହିଆସିଛନ୍ତି। ସୋନୁଙ୍କୁ କରନାଲସ୍ଥିତ ବିର୍କି ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶି୍ବନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁଙ୍କ ଯୋଗୁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ…

ଏହି ଅଭିନେତ୍ରୀ କରୋନା ଆକ୍ରାନ୍ତ, ସୋସିଆଲ ମିଡିଆରେ ଲେଖିଲେ ଏମିତି…

ମୁମ୍ବାଇ: ଶୋ’ ଅପନା ଭି ଟାଇମ୍‌ ଆଏଗା’ରେ ଆଜିକାଲି ନଜର ଆସୁଥିବା ଅଭିନେତ୍ରୀ ତନାଜ ଇରାନୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ଯୋଗୁ ଅନ୍ୟ କେହି ସଂକ୍ରମିତ ନ ହେବାକୁ…

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ…

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଲୋକପ୍ରିୟ ଏବିସି କମେଡି ‘ଲାଭର୍ନେ ଆଣ୍ଡ୍‌ ଶର୍ଲି’ରେ ସ୍କ୍ବିଗି ଭୂମିକାରେ ଅଭିନୟ କରିଥିବା ଅଭିନେତା ଡେଭିଡ୍‌ ଲେଣ୍ଡରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଏ ନେଇ ଡେଭିଡଙ୍କ ସ୍ତ୍ରୀ, ଝିଅ ଏବଂ ଜ୍ୱାଇଁ ଏକ ଇମେଲ…

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶିରିନ୍‌ ସଓ୍ବୋନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାମାରୀ କରୋନା ଯୋଗୁ ସେ ଉଦୟନ ସଚାନଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଏହି ବାବହରେ ଉଭୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିବାହ ପରେ ଶିରିନ୍‌ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri