୮ ମାସ ଧରି ମିଳୁନି କାମ
ବମ୍ବେ: ବିଶ୍ୱର ଅଧିକାଂଶ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛି ମହାମାରୀ କରୋନା। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡର ଜଣାଶୁଣା ଗାୟକ ମିକା ସିଂହ। ଲକ୍ଡାଉନ୍ ଯୋଗୁ ଦୀର୍ଘ ୮ ମାସ ଧରି ତାଙ୍କୁ କୌଣସି କାମ ମିଳି ନ ଥିଲା।…
ଅସହାୟଙ୍କୁ ସାହାଯ୍ୟ ପାଇଁ ୨ ଦୋକାନ, ୮ ଫ୍ଲାଟ୍ ବନ୍ଧା ପକାଇଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ସବୁଠୁ ବେଶି ଚର୍ଚ୍ଚାରେ। କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସିଛନ୍ତି। ଏବେ ବି ତାଙ୍କର ଏହି କାମ ଜାରି ରହିଛି।…
ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…
ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍ ବିବାଦୀୟ। ଏକଦା ବ୍ଲାକ୍ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା…
ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ ଆସୁଛନ୍ତି। ଗୁରୁବାର ଟୁଇଟର୍ରେ ସେ ବଡ ଘୋଷଣା କରିଛନ୍ତି। ଏକ ବିଶାଳ ମା’ ଦୁର୍ଗାଙ୍କ…
ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ୍ ନଂ୧
ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମ ଏବେ ସବୁଠି ଚର୍ଚ୍ଚା। ଲକଡାଉନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ହାତ ବଢ଼ାଉଛନ୍ତି, ତେଣୁ ଲୋକମାନେ ତାଙ୍କୁ ରିଲ ହିରୋ ପରିବର୍ତ୍ତେ ରିୟଲ୍ ହିରୋ ଆଖ୍ୟା ଦେଇଛନ୍ତି। ନିକଟରେ…
ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ
ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦେବୁଙ୍କୁ ୭୩ ବର୍ଷ ବୟସ…
ସ୍ତ୍ରୀଙ୍କର ବିନା ପୋଷାକ ପେଣ୍ଟିିଂ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା…
ମୁମ୍ବାଇ, ୧୦।୧୨: ବଲିଉଡ୍ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ଗୁରୁବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ ତାଙ୍କର ଜନ୍ମ ହୋଇଥିଲା। ଅଶୋକ କୁମାର ଜଣେ ଆଗଧାଡ଼ିର ଅଭିନେତା ସହିତ ଭଲ…
ରତି ଅଗ୍ନିହୋତ୍ରୀଙ୍କୁ ୬୦: ଅଭିନୟ ପାଇଁ ଇଛା ନ ଥାଇ ବି ସହିଥିଲେ ଏସବୁ…
ମୁମ୍ବାଇ,୧୦।୧୨: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଗୁରୁବାର ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଆଦି ଭାଷାର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ରତି ଫିଲ୍ମରେ ଅଭିନୟ…
ଓ୍ବାର୍କଆଉଟ୍ ପରେ ଫଟୋ ଶେୟାର କଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ : ୟୁଜର୍ସ କହିଲେ ଏମିତି…
ମୁମ୍ବାଇ,୯।୧୨-ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। କେତେବେଳେ ଟ୍ରାକ୍ଟରେ ବସି ବିଲରେ ଚାଷ କରୁଥିବା ନଜର ଆସିଛନ୍ତି ତ ଆଉ କେତେବେଳେ…
୭୫ ବର୍ଷରେ ପାଦ ଥାପିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା
ମୁମ୍ବାଇ,୯।୧୨-ବଲିଉଡର ଭେଟରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ବୁଧବାର ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ସମେତ ବହୁ ବଲିଉଡ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଶତ୍ରୁଘ୍ନଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ…
ବିବାହ ପରେ ମଧ୍ୟ ଏହି ଅଭିନେତ୍ରୀଙ୍କ ସହ ଶତ୍ରୁଘ୍ନଙ୍କ ଥିଲା ପ୍ରେମ ସମ୍ପର୍କ: ସବୁକିଛି ଜାଣିଥିଲେ ସ୍ତ୍ରୀ
ଶତ୍ରୁଘ୍ନ ସିହ୍ନା, ବଲିଉଡ୍ର ପ୍ରସିଦ୍ଧ ଅଭିନେତା। ପାରିବାରିକ ପୃଷ୍ଠଭୂମି ନଥିଲେ ମଧ୍ୟ ସେ ବଲିଉଡରେ ନାମ ଅର୍ଜନ କରିଥିଲେ,। ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। କେବଳ ପରଦାରେ ନୁହେଁ, ରାଜନୀତିର ମଞ୍ଚରେ ମଧ୍ୟ ନାଁ କରିଛନ୍ତି। ଆଜି ତାଙ୍କ…
୧୧ ବର୍ଷ ଧରି ପ୍ରେମ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବିବାହର ମାତ୍ର ୪ ବର୍ଷ ପରେ ହୋଇଥିଲା ବିଚ୍ଛେଦ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀୟା ମିର୍ଜା ଫିଲ୍ମ ଜଗତରେ ବେଶ୍ ଜଣାଶୁଣା। ୨୦୦୦ ମସିହାରେ ବ୍ୟୁଟି ପେଜେଣ୍ଟ ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବାର ସେ ସୌଭାଗ୍ୟ ଅର୍ଜନ କରିଥିଲେ। ଏହା ପରେ ସେ ବଲିଉଡ୍ରେ ପାଦ ରଖିଥିଲେ। ପ୍ରଥମରୁ…
Archives


