ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
ପାକିସ୍ତାନର ପ୍ରସିଦ୍ଧ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଫରିଦା ବେଗମ ଆଉନାହାଁନ୍ତି। ଲାହୋରରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ପାକିସ୍ତାନୀ ସିନେମାରେ ଅଭିନୟ କରିଥିଲେ ଏବଂ ବଡ ପରଦାରେ ଏକ ଅବିସ୍ମରଣୀୟ…
ଅମିତାଭ ବଚ୍ଚନଙ୍କ ସବୁଠୁ ପସନ୍ଦର କାର୍, ପଡୋଶୀଙ୍କ ଦେଖି କରୁଥିଲେ ଇର୍ଷା
ବଲିଉଡ୍ ସୁପର୍ଷ୍ଟାର ଅମିତାଭ ବଚ୍ଚନ ଏବେ କୌନ ବନେଗା କରୋଡପତି ଶୋ’ ହୋଷ୍ଟ ଭୂମିକାରେ ଅଛନ୍ତି। ଏହି ଶୋ’ ମାଧ୍ୟମରେ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀଙ୍କ ସହ ନିଜ ମନର କଥା ବାଣ୍ଟନ୍ତି। ନିକଟରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏକ…
ଉର୍ମିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ
ମୁମ୍ବାଇ,୧୭ ।୧୨: ବଲିଉଡ୍ ନାୟିକା ତଥା ରାଜନେତା ଉର୍ମିଳା ମାତୋଣ୍ଡକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ଏହି ସୂଚନା ନିଜେ ଉର୍ମିଳା ଦେଇଛନ୍ତି । ଆକାଉଣ୍ଟ ହ୍ୟାକ ହେବା ପରେ ଏ ନେଇ ଅଭିନେତ୍ରୀ ମହାରାଷ୍ଟ୍ର ପୋଲିସର ସାଇବର…
ସନ୍ନି ଦେଓଲଙ୍କୁ ୱାଇ କାଟାଗୋରୀ ସୁରକ୍ଷା
ନୂଆଦିଲ୍ଲୀ,୧୭ ।୧୨: ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ଦେଖି ଭାରତୀୟ ଜନତା ପାର୍ଟି(ଭଜାପା) ଏମ୍ପି ତଥା ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ଏବେ ତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି । ସନ୍ନିଙ୍କ…
ବ୍ରେକ୍ଅପ୍କୁ ମାସେ ପୁରିନି, ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ
ବମ୍ବେ: କେତେବେଳେ ପ୍ରେମ ତ କେତେବେଳେ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ଟାଇଗର ଶ୍ରଫ୍ଙ୍କ ଭଉଣୀ କ୍ରିଷ୍ଣା। ନଭେମ୍ବରରେ ସେ ପ୍ରେମିକ ଏବନ ହାୟମ୍ସଙ୍କ ସହ ବ୍ରେକ୍ଅପ୍ କରିଥିଲେ। ହେଲେ ଏବେ ତାଙ୍କ ଜୀବନରେ ଆଉ ଜଣେ ମଣିଷ…
ନିଅଁ। ଲଗାଇଲେ ନିଆ
ମୁମ୍ବାଇ, ୧୭ା୧୨: ବ୍ଲାକ କଲରର ବୋଲ୍ଡ ଡ୍ରେସ୍ରେ ନେକ୍ଲେସ୍ ଓ ଓଠରେ ଲାଲ୍ ଲିପ୍ଷ୍ଟିକ୍। ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମାଙ୍କ ଏଭଳି ଫଟୋ ଇଣ୍ଟରନେଟ୍ରେ ନିଅଁ। ଲଗାଇ ଦେଇଛି। ହିନ୍ଦୀ ସିରିଏଲ ଜମାଇ, ନାଗିନ୍-୪ର ଏହି ଆକ୍ଟ୍ରେସ ଫଟୋକୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ…
ସଚିନ୍-ଜୁହିଙ୍କ ପ୍ରେମ ବିବାହ ରହିଥିଲା ଅସଫଳ
ମୁମ୍ବାଇ,୧୭।୧୨: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍ ଶ୍ରଫ୍ଙ୍କ ୪୧ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍ ମ୍ୟାରେଜ୍ ପରେ ବି ତାଙ୍କ ସ୍ତ୍ରୀ ଛୋଟ ପରଦାର ସୁନ୍ଦରୀ ନାୟିକା ଜୁହି ପରମାର…
୯ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍ ଟୁଇଟ୍ : ଦୂରେଇ ଯାଇଥିଲେ ଜନ୍-ବିପାଶା
ମୁମ୍ବାଇ,୧୭।୧୨: ବଲିଉଡ୍ ଅଭିନେତା ହ୍ୟାଣ୍ଡସମ୍ ହଙ୍କ୍ ଜନ ଆବ୍ରାହମ୍ ଗୁରୁବାର ୪୮ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ ଜିସ୍ମ୍…
ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍
ମୁମ୍ବାଇ, ୧୭।୧୨: ବଲିଉଡ୍ ଅଭିନେତା ତଥା କମେଡି କିଙ୍ଗ୍ ରିତେଶ୍ ଦେଶମୁଖଙ୍କର ୪୨ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ…
ଶାହାରୁଖଙ୍କୁ ମିଳିଥିଲା ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଅଫର
ମୁମ୍ବାଇ, ୧୬।୧୨- କିଛି ଦିନ ତଳେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ଆଗମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏଥିରେ ଭାଇଜାନ ପ୍ରଥମ ଥର ପାଇଁ ଶାଳକ ଆୟୁଷ ଶର୍ମାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି।…
୯୮ କେଜି ଓଜନ କମାଇ ଚର୍ଚ୍ଚାରେ କୋରିଓଗ୍ରାଫ୍ର
ବଲିଉଡ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ପାଖାପାଖି ୧୦୦ କିଲୋ ଓଜନ କମାଇ ନିଜ ଫିଟ୍ନେସର ପ୍ରମାଣ ଦେଇଛନ୍ତି। ଗଣେଷଙ୍କ ଓଜନ ୨୦୦ କେଜି ଥିବାବେଳେ ଏବେ ସେ ୯୮ କେଜି ଓଜନ କମାଇଛନ୍ତି।…
ବାପାଙ୍କ ଏହି ଶେଷ କଥା ଶୁଣି କାନ୍ଦିପକାଇ ଥିଲେ ରାଖୀ ସାୱନ୍ତ: ଡ୍ରାମା କୁଇନ୍ ଖୋଲିଲେ ଗୁମର
ବଲିଉଡର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ କଥାପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ସଲମାନ ଖାନ୍ଙ୍କ ରିଆଲିଟି ଶୋ ବିଗ୍ ବସ୍ ୧୪କୁ ଯାଇଛନ୍ତି। ରାଖୀ ଏକ ଚ୍ୟାଲେଞ୍ଜର୍ ଭାବରେ ଶୋ’ରେ ପ୍ରବେଶ କରିଛନ୍ତି।…
Archives


