ନିଅଁ। ଲଗାଇଲେ ନିଆ

ମୁମ୍ବାଇ, ୧୭ା୧୨: ବ୍ଲାକ କଲରର ବୋଲ୍ଡ ଡ୍ରେସ୍‌ରେ ନେକ୍‌ଲେସ୍‌ ଓ  ଓଠରେ ଲାଲ୍‌ ଲିପ୍‌ଷ୍ଟିକ୍‌। ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମାଙ୍କ ଏଭଳି ଫଟୋ ଇଣ୍ଟରନେଟ୍‌ରେ ନିଅଁ। ଲଗାଇ ଦେଇଛି। ହିନ୍ଦୀ ସିରିଏଲ ଜମାଇ, ନାଗିନ୍‌-୪ର ଏହି ଆକ୍ଟ୍ରେସ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି। ବହୁ ସଂଖ୍ୟାରେ ଫଲୋଅର୍ସ ଏହାକୁ ପସନ୍ଦ କରିଛନ୍ତି। ଇଣ୍ଟରନେଟରେ ସେକ୍ସି ପୋଜର ଫଟୋ ଛାଡିବାରେ ମାହିର ନିଆ ଏଭଳି ଫଟୋର ଏକ ସିରିଜ ପୋଷ୍ଟ କରି ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ନାଗିନ୍‌-୪କୁ ବର୍ଷେ ପୂରିବା ଅବସରରେ ଗତ ସୋମବାର ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ...

ବଦଳିଲା ‘ଦ କଶ୍ମୀର ଫାଇଲଜ୍‌’ ରେଟିଂ

ମୁମ୍ବାଇ,୧୫।୩: ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲଜ’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ମାର୍ଚ୍ଚ ୧୧ ତାରିଖରେ ରିଲିଜ ହୋଇଥିବା ଫିଲ୍ମକୁ...

ସିଏ ଥିଲେ ସାଥିରେ ସବୁ ଲାଗେ ଖାସ୍‌: ଏଲି ପାଢ଼ୀ

ଖୁବ୍‌ କମ୍‌ ବୟସରୁ ସେ ଆସିଥିଲେ ଆଲବମ୍‌ ଜଗତକୁ। ତା’ପରେ ଆଙ୍କରିଂରେ ମଚେଇଲେ ଧମାଲ୍‌। ପରେ ପୁଣି ବଡ଼ପରଦାରେ ଦେଖେଇଲେ ନିଜର ଜଲ୍‌ଓ୍ବା। ଏହି ଆଙ୍କର୍‌...

ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ...

ସ୍ତ୍ରୀ, ଝିଅମାନଙ୍କୁ ଦେବୀପରି ପୂଜା କରନ୍ତି ଏହି ଅଭିନେତା

ଭୋଜପୁରୀ, ଦକ୍ଷିଣ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତା ହେଉଛନ୍ତି ରବି କିଶନ। ରବି ଅଭିନେତା ସାଙ୍ଗକୁ ଜଣେ ଭାଜପା ଏମ୍‌ପି ମଧ୍ୟ। ତେବେ...

ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।...

ବିବାଦର ଅନ୍ୟ ନାମ ମହେଶ : ପୂଜା ଝିଅ ହୋଇ ନ ଥିଲେ ବିବାହ କରିଥାନ୍ତି

ମହେଶ ଭଟ୍ଟ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଫିଲ୍ମ ସହିତ ସେ ଅନେକ କାରଣକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।...

ଗାୟିକା ସାଜିଲେ ପ୍ରିୟା ପ୍ରକାଶ

ଥିରୁଭାନନ୍ଥପୁରମ୍‌: ଗତବର୍ଷ ଯାହାଙ୍କ ଆଖିମରା ଦୃଶ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲା, ସେଇ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ପ୍ରିୟା ପ୍ରକାଶ ବାରିୟର। ସେ ଆଗାମୀ ମାଲାୟାଲମ୍‌...

Advertisement
Archives

Model This Week