ଏହି ମହିଳାଙ୍କ ପାଇଁ ନିଜର ପ୍ରେମକୁ ପାଇପାରି ନ ଥିଲେ ଗୋବିନ୍ଦା
୮୦ ଏବଂ ୯୦ ଦଶକର ସବୁଠାରୁ ସଫଳ ତଥା ଚର୍ଚ୍ଚିତ ଅଭିନେତା ଥିଲେ ଗୋବିନ୍ଦା। ୨୧ ଡିସେମ୍ବର ୧୯୬୩ରେ ମୁମ୍ବାଇର ଭିରାରରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦା ଆଜି ୫୭ ବର୍ଷର ହୋଇଯାଇଛନ୍ତି। ଆକ୍ସନ ଠାରୁ ଆରମ୍ଭ କରି କମେଡି, ଲଭ୍ ଟ୍ରାଙ୍ଗଲ…
୨୦ ବର୍ଷରେ ଘରେ ନ ଜଣାଇ ମୁମ୍ବାଇ ପଳାଇ ଆସିଥିଲେ ଏହି ଅଭିନେତ୍ରୀ
‘ୟେ ରିସ୍ତା କ୍ୟା କେହେଲାତା ହୈ’ ର ଅକ୍ଷରା ନାମରେ ପରିଚିତ ହିନା ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଜୀବନ ବିଷୟରେ କହିଛନ୍ତି। ହିନା ତାଙ୍କ ପରିବାର ସଦସ୍ୟଙ୍କୁ ନ ଜଣାଇ କିପରି ମୁମ୍ବାଇ ଆସିଥିଲେ ଏବଂ ନିଜର କ୍ୟାରିୟର…
ଗୋବିନ୍ଦାଙ୍କୁ ୫୭: ନୀଲମ୍ ପ୍ରେମ କରି ସୁନୀତାଙ୍କ କରିଥିଲେ ବିବାହ
ମୁମ୍ବାଇ,୨୧।୧୨: ବଲିଉଡ୍ ଅଭିନେତା ଗୋବିନ୍ଦା ସୋମବାର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା ଅରୁଣ ଆହୁଜା। ଲଭ୍-୮୬ ଫିଲ୍ମରେ ୧୯୮୬ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ…
୩୧ ବର୍ଷରେ ତମନ୍ନା: ବାହୁବଳୀ ରାତାରାତି କରିଥିଲା ସୁପରଷ୍ଟାର
ମୁମ୍ବାଇ,୨୧।୧୨: ସାଉଥ୍ ଫିଲ୍ମରୁ ବଲିଉଡ୍ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୯ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ଅଭିନୟ କରିବା ତାଙ୍କ ପାଇଁ ଏକଦମ୍ କଷ୍ଟକର ହେଉଥିବାବେଳେ…
୩୭ରେ କରିଶ୍ମା
ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପରଦାରେ କିୟୁଁକି ଶାଶ୍ ଭି କଭି ବୋହୂ ଥିରେ ତାଙ୍କ…
କେଜିଏଫ୍ ଚାପ୍ଟର ୨: ସଞ୍ଜୁ ବାବାଙ୍କ ଶୁଟିଂ ଶେଷ
ହାଇଦ୍ରାବାଦ୍,୨୦।୧୨: ନିର୍ଦ୍ଦେଶକ ପ୍ରଶନ୍ଥ ନୀଲଙ୍କ ଫିଲ୍ମ କେଜିଏଫ୍ : ଚାପ୍ଟର ୨ ଫିଲ୍ମରେ ବଲିଉଡ୍ ଆକ୍ଟର ସଞ୍ଜୟ ଦତ୍ତଙ୍କ ଶୁଟିଂ ଶେଷ ହୋଇଯାଇଛି। ଫିଲ୍ମର କ୍ଲାଇମାକ୍ସ ପୋରଶନ କେବଳ ହାଇଦ୍ରାବାଦ୍ରେ ଶୁଟିଂ ହୋଇଛି। ଏଥିରେ ସଞ୍ଜୁ ବାବାଙ୍କ ବ୍ୟତୀତ ୟଶ ମଧ୍ୟ…
ତକିଆ ତଳେ ଜୋତା ରଖି ଶୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି
ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ସହ ଅମିତାଭ ଖୁବ୍ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ହୁଅନ୍ତି ବିଗ୍ ବି। ବେଳେବେଳେ…
ସୁଟିଂ ସେଟ୍ରେ ଅସୁସ୍ଥ ହେଲେ ମିଥୁନ ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ,୨୦।୧୨-ସୁଟିଂ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ କଶ୍ମୀର ଫାଇଲ୍ସ ୱେବସିରିଜର ସୁଟିଂ କରୁଥିବାବେଳେ ହଠାତ୍ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସୁଛି। ସୂଚନା ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଝାଡ଼ା…
କି ଦୋଷ କଲେ ଅନୁଷ୍କା ଶର୍ମା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି। ତେବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଅନୁଷ୍କା ଶର୍ମା ଅନେକ ଥର ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଏବେ ପୁଣି ଥରେ…
ଭାଇରାଲ ହେଲା ହିନା ଖାଁଙ୍କ ଗ୍ଲାମରସ ଫଟୋ
ମୁମ୍ବାଇ: ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରି ବଲିଉଡ୍ରେ ପହଞ୍ଚିଥିବା ହିନା ଖାଁ ସବୁବେଳେ ନିଜର ଜବରଦସ୍ତ ଷ୍ଟାଇଲ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ଅଭିନେତ୍ରୀ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ଏବେ ସେ ତାଙ୍କର ଲାଟେଷ୍ଟ ଫଟୋ ଓ…
କଙ୍ଗନାଙ୍କୁ ହତ୍ୟା ଧମକ!
ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ଟୁଇଟ କରି ଫସିଥିବା କଙ୍ଗନା ଏବେ କହିଛନ୍ତି…
ଭାରତର ଶୋଚନୀୟ ପରାଜୟ ପରେ ଲୋକେ ମାଗିଲେ ସୋନୁ ସୁଦଙ୍କ ସାହାଯ୍ୟ, ଏପରି ଟୁଇଟ୍ କଲେ ଅଭିନେତା
ମୁମ୍ବାଇ: ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସବୁବେଳେ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ପ୍ରଶଂସକଙ୍କ ଠାରୁ ଏପରି ଅନୁରୋଧ କରାଯାଇଥାଏ ଯେ, ସେଗୁଡ଼ିକ ପୂରଣ କରିବା ତ ଦୂରର କଥା ଏହାର ଉତ୍ତର ଦେବା ମଧ୍ୟ କଷ୍ଟକର…
Archives


