ଅଟୋ ଡ୍ରାଇଭରଙ୍କ ଝିଅ ଜିତିଲେ ମିସ୍ ଇଣ୍ଡିଆ ରନର୍ସଅପ୍: ଏମିତି ଥିଲା ସଂଘର୍ଷର କାହାଣୀ
ତେଲେଙ୍ଗାନାର ଜଣେ ଇଞ୍ଜିନିୟର ମନସା ବାରାଣାସୀଙ୍କୁ ଭିଏଲ୍ସିସି ଫେମିନା ମିସ୍ ଇଣ୍ଡିଆ ୨୦୨୦ର ବିଜେତା ଭାବରେ ମନୋନୀତ କରାଯାଇଛି। ହରିୟାଣାର ମନିକା ଶୋକାଣ୍ଡଙ୍କୁ ଭିଏଲ୍ସିସି ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ଘୋଷିତ ହୋଇଥିବାବେଳେ ମନ୍ୟା ସିଂ ଏହି ପ୍ରତିଯୋଗିତାରେ ରନର୍ସଅପ୍…
ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ ଟିକ୍ ଟକ୍ ଷ୍ଟାର: ମୃତ୍ୟୁ ପୂର୍ବରୁ ଲେଖିଲେ…
ଆମେରିକାର ପ୍ରସିଦ୍ଧ ଟିକ୍ ଟକ୍ ଷ୍ଟାର ଦଝରିୟା ଶେଫର ଇନ୍ଷ୍ଟାଗ୍ରାମ୍ରେ ଶେଷ ଭିଡିଓ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଭିଡିଓ ପୋଷ୍ଟକରି ଲେଖିଛନ୍ତି, ମୁଁ ଜାଣେ, ମୁ ତୁମ ସମସ୍ତଙ୍କୁ ବିବ୍ରତ କରୁଛି ଏବଂ…
ସଲମାନ-କ୍ୟାଟ୍ରିନାଙ୍କ ମଝିରେ ଇମ୍ରାନ କଣ୍ଟା
ମୁମ୍ବାଇ: ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଟାଇଗର’ରେ ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏହାପରେ ଦୁଇଜଣ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ବର୍ତ୍ତମାନ ସଲମାନଙ୍କ ଫିଲ୍ମ ‘ଟାଇଗର-୩’କୁ ନେଇ ଚର୍ଚ୍ଚା…
ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର
ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ବହୁତ ଶେୟାର ମଧ୍ୟ କରାଯାଉଛି। ତେବେ ପ୍ରିନ୍ସଙ୍କ ଗୀଟାର ପଛର…
ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ
ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି ଏହି ଖୁସି ଖବର ଇନ୍ଷ୍ଟାଗ୍ରାମରେ ଲେଖି ଜଣାଇଥିଲେ। ଏବେ ସେ ପୁଅର ପ୍ରଥମ ଫଟୋ…
ସ୍ତ୍ରୀଙ୍କୁ ଛାଡ଼ି ରାଣୀ ମୁଖାର୍ଜୀଙ୍କ ସହ ରହିବାକୁ ଚାଲିଯାଇଥିଲେ ଏହି ସୁପରଷ୍ଟାର! ଭାଙ୍ଗୁ ଭାଙ୍ଗୁ ରହିଥିଲା…
ବମ୍ବେ: ବଲିଉଡ୍ର ଲୋକପ୍ରିୟ ନାୟକଙ୍କ ମଧ୍ୟରୁ ଗୋବିନ୍ଦା ଜଣେ। ତାଙ୍କର ଅଭିନୟ ସାଙ୍ଗକୁ ନୃତ୍ୟକୁ ଆଜି ବି ଦର୍ଶକେ ପସନ୍ଦ କରନ୍ତି। ଦୀର୍ଘଦିନ ଧରି ବଡ ପରଦାରୁ ଦୂରେଇ ରହିବା ପରେ ନିକଟରେ ସେ ଫିଲ୍ମ ‘ଆ ଗୟା ହିରୋ’ରେ ନଜର…
ଗୋଟିଏ ସିଗାରେଟ ବଦଳାଇ ଦେଇଥିଲା ଏହି ପ୍ରସିଦ୍ଧ ଅଭିନେତାଙ୍କ ଜୀବନ
ବଲିଉଡ୍ର ଆଙ୍ଗ୍ରି ମ୍ୟାନ୍ ଭାବେ ପରିଚିତ ପ୍ରାନ୍ଙ୍କ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…
କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ
ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା ଓ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ସଲମାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ…
ସଞ୍ଜୟ ଦତ୍ତ ସ୍ତ୍ରୀଙ୍କୁ ଦେଇଥିଲେ ୧୦୦ କୋଟିର ଉପହାର: ଏହି କାରଣରୁ ଫେରାଇ ଦେଲେ
ବଲିଉଡ୍ କଳାକାରମାନେ ଦାମୀ ଉପହାର ଦେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ମଧ୍ୟରେ ଜଣେ ହେଲେ ସଞ୍ଜୟ ଦତ୍ତ। ସଞ୍ଜୟ ତାଙ୍କ ସ୍ତ୍ରୀ ମାନ୍ୟତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ୪ଟି ମୂଲ୍ୟବାନ ଫ୍ଲାଟ୍ ଉପହାର ରୂପେ ଦେଇଥିଲେ। ଏହି…
ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
କନ୍ନଡ଼ ଏବଂ ତାମିଲ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମୀ ଜୟରାଜ ଏବଂ ରିଚୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫେବୃୟାରୀ ୧୦ ଅର୍ଥାତ୍ ବୁଧବାର ଈଶାଇ ରୀତିନୀତି ଅନୁସାରେ ଏହି ବିବାହ ହୋଇଛି। ଏହି ସମାରୋହରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ…
ସଲମାନ୍ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ
କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ୧୯୯୮ରେ ରିଲିଜ୍ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍, କାଜଲ ଏବଂ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ତେବେ ଏଥିରେ ସଲମାନ ଖାନ୍ଙ୍କର ଏକ ଅତିଥି ଚରିତ୍ର ରହିଥିଲା।…
ସାରାଙ୍କର ହେଲା ଅସ୍ତ୍ରୋପଚାର, ପ୍ରଶଂସକଙ୍କୁ କହିଲେ ଏମିତି…
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ସେ ନିଜ ଫିଲ୍ମ ପାଇଁ ତ ଆଉ କେତେବେଳେ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ। ଏଥର ସେ ଏକ ଭିଡିଓ ପାଇଁ…
Archives


