ମନୋରଞ୍ଜନ

ମା’ ହେବାର ମାସକ ପରେ କାମକୁ ଫେରିଲେ ବେବୋ, ହେବାକୁ ପଡ଼ିଲା ଟ୍ରୋଲ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତଥା ବେବୋ ଦ୍ୱିତୀୟ ଥର ମା’ ହେବାର ମାସକ ପରେ ପୁଣି କାମକୁ ଫେରିଛନ୍ତି। ସେ୨୧ ଫେବୃୟାରୀରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ସେ ଘରେ ରହି ପୁଅ ସହ ସମୟ…

ଜନ୍ମଦିନରେ କଙ୍ଗନାଙ୍କୁ ମିଳିଲା ବଡ଼ ଉପହାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇଭି’ ର ଟ୍ରେଲର ରିଲିଜ୍‌ ହୋଇଛି। ଅଭିନେତ୍ରୀ ତଥା ସ୍ବର୍ଗତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍‌ ଏହି ଫିଲ୍ମର ଟ୍ରେଲର କଙ୍ଗନାଙ୍କ ଜନ୍ମଦିନ ଅବସରରେ ଲଞ୍ଚ୍‌ ହୋଇଛି। ଏହି ଅବସରରେ…

ଦ୍ୱାଦଶ ଶ୍ରେଣୀ ଫେଲ୍‌ ହେବାରୁ ଘର ଛାଡି ମୁମ୍ବାଇ ପଳାଇ ଆସିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ କଙ୍ଗନା ଏକ ବଡ଼ ଉପହାର ଗ୍ରହଣ କରିଛନ୍ତ। ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।…

ଛୋଟ ପରଦାରୁ ସଫଳ ରାଜନୈତିକ ଯାତ୍ରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ସ୍ମୃତି ଇରାନୀଙ୍କୁ ମଙ୍ଗଳବାର ୪୫ ବର୍ଷ ପୂରଣ ହୋଇଛି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସମୟରେ ସ୍ମୃତି ଟେଲିଭିଜନରେ ବିଭିନ୍ନ…

ବୟଫ୍ରେଣ୍ଡ୍‌ ସହ ବ୍ରେକଅପ୍‌ ପରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୨୨।୩ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ୍‌ ତଥା ବଲିଉଡ୍‌ ଓ ସିରିଏଲର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ସହ ବ୍ରେକ ଅପ୍‌ ପରେ ମନକୁ…

ଏହି ଫିଲ୍ମରୁ ଶୁଟିଂ ସମୟରେ ରାଜ୍‌ କୁନ୍ଦ୍ରାଙ୍କ ପ୍ରେମରେ ପଡ଼ିଥିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଶିଳ୍ପା ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ରୋମାଣ୍ଟିକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଶିଳ୍ପା…

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଚୋରେ’କୁ ମିଳିଛି ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର। ଏହା ଥିଏଟରରେ ରିଲିଜ…

ଏହି କାରଣ ପାଇଁ ୮ ଅଭିନେତ୍ରୀ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ କାମ କରିବାକୁ କରିଥିଲେ ମନା

ବଲିଉଡ୍‌ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ଶାହାରୁଖ ଖାଁ ଓ କାଜଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ରାଣୀ ସୁପରହିଟ୍‌ ଯୋଡି ଶାହରୁଖ ଏବଂ କାଜଲଙ୍କ ସହ କାମ କରିଥିଲେ। କୁହାଯାଏ ଯେ,…

ଅଭିନେତାଙ୍କ ଘରେ ପଶିଲେ ଅଜଣା ବ୍ୟକ୍ତି: ବାଥ୍‌ରୁମ୍‌ରେ ଗାଧୋଇବା ସହ କଲେ ଏମିତି କାମ

ହଲିଉଡ୍‌ ଫିଲ୍ମ ‘ପାଇରେଟ୍‌ସ ଅଫ୍‌ ଦି କାରିବିଆନ୍‌’ରେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଅଭିନେତା ଜନି ଡେପ୍‌। ଏବେ ଜନିଙ୍କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରେ…

ଜନତା କର୍ଫ୍ୟୁକୁ ଆଜି ପୂରିଲା ବର୍ଷେ: ଏମିତି ଥାଳି ବଜାଇଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: କରୋନା ସଂକ୍ରମଣ ଏବେ ଦେଶରେ ପୁଣି ବଢ଼ିବାରେ ଲାଗିଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ୍‌ ଜାରି କରିଥିଲେ।…

ମା’ ହେଲେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କ ସହ ଶେୟାର କଲେ ଝିଅର ପ୍ରଥମ ଫଟୋ

ବଲିଉଡ୍‌ ଫିଲ୍ମ ‘ଲୁଡୋ’ ଅଭିନେତ୍ରୀ ପାର୍ଲେ ମାନି ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏହି ଖୁସି ଖବର ନିଜେ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ଶ୍ରୀନିଶ ଅରବିନ୍ଦ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି। ମାନି ଝିଅର ପ୍ରଥମ ଫଟୋ ପ୍ରଶଂସକଙ୍କ…

ସ୍ବାମୀଙ୍କ ସହ ବାଥ୍‌ଟବ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବିଗ୍‌ ବସ୍‌ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲା ଆଜିକାଲି ସ୍ବାମୀ ପରାଗ ତ୍ୟାଗୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ମାଳଦ୍ୱୀପରୁ କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୂର୍ବରୁ ସେ ବିକ୍‌ନୀ ପିନ୍ଧିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri