ଅଭିନେତାଙ୍କ ଘରେ ପଶିଲେ ଅଜଣା ବ୍ୟକ୍ତି: ବାଥ୍‌ରୁମ୍‌ରେ ଗାଧୋଇବା ସହ କଲେ ଏମିତି କାମ

ହଲିଉଡ୍‌ ଫିଲ୍ମ ‘ପାଇରେଟ୍‌ସ ଅଫ୍‌ ଦି କାରିବିଆନ୍‌’ରେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଅଭିନେତା ଜନି ଡେପ୍‌। ଏବେ ଜନିଙ୍କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରେ ପଶିଯାଇଥିବା ଦେଖିବାକୁ ମିଳିଛି।
ଜନିଙ୍କ ଘର ପଛରେ ଥିବା ସୁଇମିଙ୍ଗ୍‌ ପୁଲ ନିକଟରେ ଜଣେ ଅଜଣା ବ୍ୟକ୍ତି ବୁଲୁଥିଲେ। ପଡୋଶୀ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଜନିଙ୍କ ଘରେ ପହଞ୍ଚିବା ପରେ ଉକ୍ତ ଅଜଣା ବ୍ୟକ୍ତି ବାଥ୍‌ରୁମ୍‌ରେ ଗାଧୋଉଥିବା ଜାଣିବାକୁ ପାଇଥିଲା। ପୋଲିସ ଗୋଟ୍‌ ଖୋଲିବାକୁ କହିବାରୁ ସେ ମନା କରିଦେଇଥିଲେ। କେବଳ ସେତିକି ନୁହେଁ ଉକ୍ତ ବ୍ୟକ୍ତି ଅଭିନେତାଙ୍କ ବ୍ୟକ୍ତିଗତ ବାର୍‌କୁ ଯାଇ ଡ୍ରିଙ୍କ୍‌ସ ମଧ୍ୟ କରିଥିଲେ। କବାଟ ଭାଙ୍ଗି ଘରେ ପଶିବା ନେଇ ପୋଲିସ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
ତେବେ ଜନିଙ୍କ ଘରେ କେହି ଅଜଣା ବ୍ୟକ୍ତି ପଶିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅର୍ଥାତ୍‌ ଗତ ଜାନୁୟାରୀରେ ଜଣେ ମହିଳା ତାଙ୍କ ଘରେ ପଶିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନାହିଁ ଡର: ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା କଲେ ବିବାହ

ଲଣ୍ଡନ,୨୧।୩: ସାରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ହୋଇପଡ଼ିଛି। ତେବେ ଏହାକୁ ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା ପାଓ୍ବ।ର ଅବାସ୍‌ ନ ଡରି...

ଟ୍ୟୁସନଠାରୁ ଆରମ୍ଭ କରି ଯୋଗ ଶିକ୍ଷା ପର୍ଯ୍ୟନ୍ତ, ଅଭିନୟ ପୂର୍ବରୁ ଏହିସବୁ କାମ କରୁଥିଲେ ‘ବାହୁବଳୀ’ର ଦେବସେନା

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶେଟ୍ଟୀ । ଖୁବ୍‌ କମ୍‌ ସମୟ ମଧ୍ୟରେ ଅନୁଷ୍କା ନିଜର ସୌନ୍ଦର୍ଯ୍ୟ...

୮୦୦ କୋଟି ଟଙ୍କା ମାଲିକ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା, ନିର୍ମାତା ତଥା ସୁପରଷ୍ଟାର ନାଗାର୍ଜୁନ କେବଳ ଦକ୍ଷିଣରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ଏକ ବଡ ନାମ। ନାଗାର୍ଜୁନ ଆଜି ତାଙ୍କର ୬୨ ତମ...

ବିବାହ ବିଚ୍ଛେଦକୁ ନେଇ ପୁଣି ମୁହଁ ଖୋଲିଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ନାଗା ଚୈତନ୍ୟ -ସାମନ୍ଥା ରୁଥ ପ୍ରଭୁ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ବିବାହର ୪ ବର୍ଷ...

୨୦୨୦ରେ ୧୦ ଥର ଶର୍ଟଲେସ୍‌ ହୋଇଛନ୍ତି ଦବଙ୍ଗ ଖାନ୍‌

ବମ୍ବେ: ଆଜି ନିଜର ୫୫ତମ ହାପି ବର୍ଥ ଡେ ପାଳନ କରୁଛନ୍ତି ଦବଙ୍ଗ ଖାନ୍‌ ସଲମାନ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାର ଏବଂ ଅନ୍ୟ ସେଲିବ୍ରିଟିମାନେ...

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ...

ନେହା କକ୍କରଙ୍କ ଡ୍ରେସ୍‌କୁ ନେଇ ଜୋରଦାର ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କରଙ୍କୁ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ସେ ତାଙ୍କ ସ୍ବାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ। ନେହା ଏକ ଡାର୍କ...

ବିବାଦ ମଧ୍ୟରେ ରିଲିଜ୍‌ ହେବ ‘ପଠାନ’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ପ୍ରାୟତଃ ୪ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମର...

Advertisement
Archives

Model This Week