କିରଣ ଖେରଙ୍କୁ ବ୍ଲଡ୍ କ୍ୟାନସର
ମୁମ୍ବାଇ,୧।୪: ବଲିଉଡ୍ ଅଭିନେତ୍ରୀ ତଥା ଭାଜପାର ଚଣ୍ଡିଗଡ଼ ଲୋକ ସଭା ଆସନ ଏମ୍ପି କିରଣ ଖେର୍ଙ୍କୁ ବ୍ଲଡ୍ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ମୁମ୍ବାଇର କୋକିଳା ବେନ୍ ହସ୍ପିଟାଲରେ ଜାରି ରହିଛି। କିରଣଙ୍କ ସହକର୍ମୀ ଏବଂ ଚଣ୍ଡିଗଡ଼ର ଭାଜପା ସଦସ୍ୟ ଅରୁଣ…
ଥାଲାଇଭାଙ୍କୁ ଦାଦା ସାହେବ ଫାଲ୍କେ
ନୂଆଦିଲ୍ଲୀ,୧।୪: ଦକ୍ଷିଣ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲ୍କେ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୫ ଦଶନ୍ଧି ଧରି ରଜନୀକାନ୍ତ ଫିଲ୍ମ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ…
ଐଶ୍ୱର୍ଯ୍ୟାଙ୍କ ସହ ଏହି ସିନ୍ କରିବାକୁ ଡରୁଥିଲେ ଶାହାରୁଖ, ବାରମ୍ବାର ଦେବାକୁ ପଡ଼ିଥିଲା ଶଟ୍
ମୁମ୍ବାଇ: ବଲିଉଡ୍ ବାଦ୍ଶାହା କୁହାଯାଉଥିବା ଶାହାରୁଖ୍ ଖାନ୍ ଯେ ଛୋଟ ଘଟଣାରେ ଡରନ୍ତି ଏକଥା ଶୁଣିଲେ ଟିକେ ଅଡୁଆ ଲାଗେ। ମାତ୍ର ଏହା ସତ। ଏକଥା ଆମେ କହୁନୁ। ଖୋଦ୍ ଶାହାରୁଖ ଏକଥା ଏକ ଶୋ’ରେ ପ୍ରକାଶ କରିଛନ୍ତି। ୨୦୦୨ ମସିହାରେ…
୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍ଅପ୍ କଲେ ଏହି ଅଭିନେତ୍ରୀ ! ଇନ୍ଷ୍ଟା ପୋଷ୍ଟକୁ ନେଇ…
ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। କାରଣଟି ହେଲା ସୁସ୍ମିତାଙ୍କ ଏକ ପୋଷ୍ଟ। ଜୀବନରେ କୌଣସି ଦୁଃଖରୁ ମୁକୁଳିବା ପାଇଁ…
ଝିଅକୁ କଥା ଦେଇ ରଖିପାରି ନ ଥିଲେ ଶାହାରୁଖ, ପରେ ଶୁଣିଥିଲେ ଗାଳି
ବଲିଉଡର ବାଦ୍ଶାହା ଶାହାରୁଖ ଖାନ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ଶାହାରୁଖଙ୍କ ଝିଅ ସୁହାନା ବାପାଙ୍କୁ ନେଇ ଅନେକ ଯତ୍ନବାନ। ଶାହାରୁଖଙ୍କ ସିଗାରେଟ ପିଇବା ଅଭ୍ୟସ ପାଇଁ ସୁହାନା ତାଙ୍କୁ ଅନେକ ଥର ବାରଣ…
ଦୁଇଥର ବିବାହ ପରେ ବି ଏହି ୨୭ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର, ହେମାମାଳିନୀ ଜାଣିବା ପରେ…
ବମ୍ବେ: ବଲିଉଡ୍ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି ଧର୍ମେନ୍ଦ୍ରଙ୍କ ନାମ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେ ଅଭିନେତ୍ରୀ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। କଥା ଆଗକୁ ବଢ଼ିବା ପରେ ଉଭୟ ବିବାହ କରିନେଇଥିଲେ। ହେଲେ ସେଇଠି ଧର୍ମେନ୍ଦ୍ରଙ୍କ ରଙ୍ଗୀଲା…
ଫଟୋଗ୍ରାଫର୍ଙ୍କ ପାଇଁ ସର୍ତ୍ତ ରଖିଲେ କରୀନା
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ମା’ ହେବାର ଅଳ୍ପ କିଛିଦିନ ପରେ ସେ କର୍ମ କ୍ଷେତ୍ରକୁ ଫେରିଛନ୍ତି। ସେ କାମକୁ ଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏତେ…
ଝିଅ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ
ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଛୋଟ ପରଦାର ହିଟ୍ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ଭୋଜପୁରୀ ସମେତ ବଲିଉଡ୍ ଫିଲ୍ମରେ କାମ କରିଥିବା ଶ୍ୱେତା ଦୁଇ ଦୁଇ ଥର ବିବାହ କରିଥିଲେ ହେଁ ହୋଇଛନ୍ତି ବିଫଳ। ଜୀବନସାଥୀ…
ଅର୍ଚ୍ଚିତାଙ୍କ ଘରେ ରଙ୍ଗ ସାଙ୍ଗକୁ ପଖାଳର ମଜାନେଲେ ସବ୍ୟସାଚୀ
ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଲିଉଡ୍ର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବ୍ ଧୁମ୍ଧାମ୍ର ସହ ହୋଲି ପାଳନ କରିଛନ୍ତି। ବିବାହ ପରେ ଏହା ସେମାନଙ୍କର ପ୍ରଥମ ହୋଲି ହୋଇଥିବାରୁ ସେମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥିଲା।…
ଅଭିନେତାଙ୍କୁ ବାନ୍ଧିଲା ଏନ୍ସିବି
ବମ୍ବେ: ଏନ୍ସିବି ପଞ୍ଝାରେ ଆଉ ଜଣେ ଅଭିନେତା। ଡ୍ରଗ୍ସ ସମ୍ବନ୍ଧୀତ ମାମଲାରେ ଛନ୍ଦି ହୋଇଛନ୍ତି ଏଜାଜ୍ ଖାନ୍। ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ମଙ୍ଗଳବାର ଏନ୍ସିବି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂର୍ବରୁ ବଲିଉଡ୍ ଡ୍ରଗ୍ସ ମାମଲାରେ ଶାଦାବ ବାଟାଟା ଗିରଫ…
୧୮ ସଦସ୍ୟଙ୍କୁ କରୋନା: ‘ଡ୍ୟାନ୍ସ ଦିଓ୍ବାନେ ୩’ର ଶୁଟିଂ ବାତିଲ
ବମ୍ବେ: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଶୁଟିଂ ଆରମ୍ଭ କରିଥିଲେ ବଲିଉଡ୍ ତଥା ଟେଲି ପରଦାର କଳାକାର। ହେଲେ ସେମାନଙ୍କ ଚିନ୍ତା ବଢ଼ାଇଲାଣି ମହାମାରୀର ଦ୍ୱିତୀୟ ଲହର। କାରଣ ଜଣଙ୍କ ପରେ ଜଣେ ଅଭିନେତା ନଚେତ ସହାୟକ କର୍ମଚାରୀ ହେଉଛନ୍ତି…
ଅକ୍ଷୟଙ୍କ ଖୁସି କହିଲେ ନ ସରେ
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ଆଗାମୀ ଚଳଚ୍ଚିତ୍ର ‘ରାମ ସେତୁ’ର ଶୁଟିଂ ଆରମ୍ଭ କରିଛନ୍ତି। ନିକଟରେ ଅକ୍ଷୟ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭରୁଚାଙ୍କ ସହ ପହଞ୍ଚିଥିଲେ। ରାମଲାଲାଙ୍କ ଆଶୀର୍ବାଦ ନେବା ପରେ ଫିଲ୍ମ ଶୁଟିଂ…
Archives


