ମନୋରଞ୍ଜନ

ଏହି ୩ ଜିନିଷ ଧରି ରାତିରେ ବେଡ୍‌କୁ ଯାଆନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ଅଭିନୟ ସାଙ୍ଗକୁ ନିଜ ଷ୍ଟାଇଲ୍‌ ପାଇଁ ମଧ୍ୟ ସେ ବେଶ୍‌ ଜଣାଶୁଣା। ସୋସିଆଲ ମିଡିଆରେ ସେ ସକ୍ରିୟ ରହୁଥିବାରେ ନିଜ ବ୍ୟକ୍ତିଗତ କଥା ମଧ୍ୟ ବେବୋ…

ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା

ରିଆଲିଟି ଶୋ’ ‘ବିଗ୍‌ ବସ୍‌’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍‌ ଅଫ୍‌ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍‌ରେ କାମ କରିବା…

ଦ୍ୱିତୀୟଥର କରୋନା ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଲୋକପ୍ରିୟ ଟିଭି ଧାରାବାହିକ ଅନୁପମାରେ ଡକ୍ଟର ମୋନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ପାରୁଲ ଚୌଧରୀ ପୁଣିଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ପାରୁଲଙ୍କ ସହ ତାଙ୍କ ମା, ବାପା ଏବଂ ଭଉଣୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏନେଇ ସୋସିଆଲ…

ପ୍ରପୋଜ୍‌ କରିବା ସମୟରେ ପ୍ରେମିକା ଅଭିନେତ୍ରୀ ବୋଲି ଜାଣି ନ ଥିଲେ ରୋହିତ

ଛୋଟ ପରଦା ଅଭିନେତ୍ରୀ ଅନିତା ହାସନନ୍ଦାନୀ ଆଜି ତାଙ୍କ ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୪ ଏପ୍ରିଲ ୧୯୮୧ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅନେକ ସିରିଏଲରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି…

କରୋନାକୁ ହରାଇଲେ ଆଲିଆ

ମୁମ୍ବାଇ: କେତେକ ବଲିଉଡ୍‌ ସେଲିବ୍ରିଟି ଏବେ କରୋନା କବଳରେ ଆସିଯାଇଥିବା ବେଳେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି କ୍ରମରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାକୁ ହରାଇଥିବା ଜଣାପଡ଼ିଛି। ବୁଧବାର…

ଅର୍ଜୁନ କପୁରଙ୍କ ସହ ନିର୍ବନ୍ଧ ସରିଲା !

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର କିଛି ଫଟୋ। ସାମାଜିକ ଗଣମାଧ୍ୟମରେ ଯୋଗ କରୁଥିବା ବେଳର ଅନେକଗୁଡ଼ିଏ ଫଟୋ ସେ ଶେୟାର କରିଥାନ୍ତି। ହେଲେ ଏବେ ସେ ଏଭଳି ଦୁଇଟି ଫଟୋ ଛାଡ଼ିଛନ୍ତି, ଯାହାକୁ ଦେଖି…

ପୁଣି ଫେରିବ ରାମାୟଣ

ନୂଆଦିଲ୍ଲୀ,୧୪।୪: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ପରଦାକୁ ଫେରୁଛି। ପ୍ରତିଦିନ ସନ୍ଧ୍ୟା ୭ଟାରେ ଷ୍ଟାର ଭାରତରେ ଏହାକୁ ପ୍ରସାରିତ କରାଯିବ। ଏନେଇ ବୁଧବାର ଷ୍ଟାର ଭାରତ ଟୁଇଟ କରି ଶୋ’ ବିଷୟରେ ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତବର୍ଷ ଲକ୍‌ଡାଉନ ସମୟରେ…

ଅଭିନେତା ଆଶୁତୋଷ ରାଣା ହେଲେ କରୋନା ଆକ୍ରାନ୍ତ: ଗତ ସପ୍ତାହରେ ନେଇଥିଲେ ଟିକା

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଆଶୁତୋଷ ରାଣା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏକ ସପ୍ତାହ ପୂର୍ବରୁ ସେ କରୋନା ଟିକା ନେଇଥିଲେ। ଏ ନେଇ ନିଜେ ଆଶୁତୋଷ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ନିଜର…

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି ସିରିଏଲ୍‌ ଓ ବିଜ୍ଞାପନ ଶୁଟିଂ ଉପରେ ପୁଣି ଥରେ ରୋକୋ ଲଗାଯାଇଛି। କିନ୍ତୁ ଏହାରି…

ସୁଶାନ୍ତ ସିଂଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ର ଟିଜର ରିଲିଜ୍‌

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ। ସିବିଆଇ ବର୍ତ୍ତମାନ ଏହାର ତଦନ୍ତ କରୁଛି। ଏହାରି ମଧ୍ୟରେ ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ…

ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟଙ୍କୁ ଡେଟ୍‌ କରିଥିଲେ ରିଆ, ପ୍ରତିଶୋଧ ନେବାପାଇଁ…

ବମ୍ବେ: ଦୀର୍ଘ ଏକ ବର୍ଷ ଧରି ବିବାଦରେ ଫସି ରହିଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ, ପରେ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲଦଣ୍ଡ ଭୋଗିଛନ୍ତି ସେ। ନିକଟରେ ସେ ଜାମିନରେ…

ଦାମୀ ଜୋତା ପିନ୍ଧନ୍ତି ରଣବୀର କପୁର: ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ଅଭିନୟ ସାଙ୍ଗକୁ ନିଜର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହା ତାଙ୍କର ଏୟାରପୋର୍ଟ ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। କପୁର ପରିବାରର ଉତ୍ତରାଧିକାରୀ ରଣବୀର ମହଙ୍ଗା ଗ୍ୟାଜେଟକୁ ମଧ୍ୟ ବହୁତ ଭଲ ପାଆନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri