ବ୍ରେକ୍ଅପ ପରେ ଷ୍ଟାର: ଏହି ପ୍ରସିଦ୍ଧ ଗାୟିକାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ଏକ୍ସ
ଆଜି ପ୍ରସିଦ୍ଧ ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଜନ୍ମଦିନ। ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ଅଡେଲେ। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ତାଙ୍କ ଷ୍ଟାର ହେବା ପଛରେ ଏକ ମଜାଦାର କାହାଣୀ…
ଏହି ପ୍ରସିଦ୍ଧ ଗାୟିକାଙ୍କ ଆଜି ଜନ୍ମ ଦିନ: ରାତାରାତି ଅଲ୍ବମ୍ କରିଦେଲା ଷ୍ଟାର
ଜଣାଶୁଣା ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଆଜି ଜନ୍ମଦିନ। ସେ ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଅବସରରେ ସାରା ବିଶ୍ୱରୁ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଡେଲେଙ୍କ ନାମ ସେହି ଗାୟକମାନଙ୍କ ସହ ଆସିଥାଏ,…
ରିୟଲ ଲାଇଫ୍ ହିରୋ ହେଲେ ଭାଇଜାନ, ଏପରି ବଢ଼ାଇଲେ ସାହାଯ୍ୟର ହାତ
ବଲିଉଡ୍ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କ ଫିଲ୍ମ ରାଧେକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସେ ଅନେକ କାରଣ ନେଇ ଟ୍ରେଣ୍ଡରେ ଥାନ୍ତି। ଅତୀତରେ, ସେ ମୁମ୍ବାଇର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା କରିଥିଲେ। ଏଥି…
ଏହିସବୁ ବଲିଉଡ୍ ସେଲିବ୍ରିଟିଙ୍କ ପାଖରେ ଅଛି ନିଜର ବିମାନ
ସାଧାରଣତଃ ବଲିଉଡ ସେଲିବ୍ରିଟିମାନେ ବିଳାଶପୂର୍ଣ୍ଣ ଜୀବନଯାପନ କରନ୍ତି। ସେମାନଙ୍କ ପାଖରେ କେବଳ କୋଟି କୋଟି ଟଙ୍କାର କାର୍ ନାହିଁ, ନିଜଶ୍ୱ ବିମାନ ମଧ୍ୟ ଅଛି। ଜାଣନ୍ତୁ ସେହିସବୁ ସେଲିବ୍ରିଟିମାନଙ୍କ ବିଷୟରେ… ଅଜୟ ଦେବଗନ: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ୬ସିଟ ବିଶିଷ୍ଟ…
କଙ୍ଗନାଙ୍କ ଟୁଇଟର୍ ଆକାଉଣ୍ଟ ସସ୍ପେଣ୍ଡ୍
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ସେ ଦେଶ ତଥା ବିଦେଶ ପ୍ରସଙ୍ଗରେ ନିଜର ମତ ରଖନ୍ତି। ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ଜିତିବା ପରେ କଙ୍ଗନା ଅନେକ ଟୁଇଟ୍ କରିଥିଲେ। ତାଙ୍କ ପୋଷ୍ଟରେ…
ଭଉଣୀଙ୍କ ସହ ରୋମାନ୍ସ କରୁଥିବା ଏହି ଅଭିନେତା ହିରୋଙ୍କଠାରୁ ପାଉଥିଲେ ଅଧିକ ପାରିଶ୍ରମିକ
ହିନ୍ଦୀ ସିନେମା ଜଗତରେ ଏପରି ଜଣେ ହାସ୍ୟ ଅଭିନେତା ଯିଏ ଫିଲ୍ମରେ ହିରୋଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ପାଉଥିଲେ। ସେ ହେଉଛନ୍ତି ମହମୁଦ୍ । ତାଙ୍କର ପ୍ରାୟ ସମସ୍ତ ପରିବାର ଚଳଚ୍ଚିତ୍ରର ଥିଲେ। ଖୁବ କମ ଲୋକ ଜାଣିଥିବେ ଯେ ମହମୁଦଙ୍କ…
ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ
କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ ବେଶ୍ ଉତ୍ସାହର ସହ ଚାହିଁଛନ୍ତି। ସବୁଠୁ ଚର୍ଚ୍ଚାରେ ଥିଲା ପଶ୍ଚିବମଙ୍ଗ ନିର୍ବାଚନ। କାରଣ ଏଠାରେ…
୧୦୮ ବର୍ଷରେ ଭାରତୀୟ ସିନେମା: ପ୍ରଥମ ଫିଲ୍ମ ବିଷୟରେ ରୋଚକ ତଥ୍ୟ ଜାଣନ୍ତୁ
ଆଜି ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୂରିଛି। ପ୍ରଥମ ଭାରତୀୟ ଫିଚର ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ୧୯୧୩ ମସିହାରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା। ସେବେଠାରୁ ସିନେମାରେ ଅନେକ ପରିବର୍ତ୍ତନ ଆସିଛି। ଲଣ୍ଡନରୁ ଫେରିବା ପରେ ଦାଦା ସାହେବ ଫାଲକେ…
କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ କାହିଁକି ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ, କାରଣ ଜାଣିଲେ…
ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ନିଜର ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ୧୯୭୧ ମସିହାରେ ଫିଲ୍ମ ‘ପାର୍ବନା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ…
ଦେଶ ପାଇଁ ଆଗେଇ ଆସିଲେ ଅନୁଷ୍କା
ଆଜିକାଲି ଦେଶରେ କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ମହାମାରୀରେ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ…
କରୋନା ପଜିଟିଭ୍ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’
ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି। କିଛି ଦିନ ମଧ୍ୟରେ ବଲିଉଡ୍ ଏବଂ ଟେଲିଜଗତର ଅନେକ କଳାକାର କରୋନା ସଂକ୍ରମିତ ହୋଇଛନ୍ତି।…
ଲଣ୍ଡନ ଯାତ୍ରାରୁ ଫିଲ୍ମ ନିର୍ଦ୍ଦେଶକ : ଇଚ୍ଛା ନ ଥିଲେ ବି ଏମିତି ବଦଳିଥିଲା ଭାଗ୍ୟ
ଦାଦା ସାହେବ ଫାଲକେଙ୍କ ପରେ ଭାରତୀୟ ସିନେମାରେ ସବୁଠାରୁ ବଡ ନାମ ସତ୍ୟଜିତ ରାୟଙ୍କର । କୁହାଯାଏ ଯଦି ସେ ନ ଥାନ୍ତେ, ନା ହିନ୍ଦୀ ସିନେମା ଅଗ୍ରଗତି କରିଥାନ୍ତା, ନା ଆଜି ଆମେ ସିନେମାକୁ ଏତେ ଗଭୀର ଭାବରେ ଜାଣିଥାନ୍ତୁ…
Archives


