କଙ୍ଗନାଙ୍କ କୋଭିଡ୍ ପୋଷ୍ଟ ଡିଲିଟ୍ କଲା ଇନ୍ଷ୍ଟାଗ୍ରାମ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ଇନଷ୍ଟାଗ୍ରାମ୍ କଙ୍ଗନା ରାଣାଓ୍ବତଙ୍କ କରୋନା ପଜିଟିଭ୍ ପୋଷ୍ଟକୁ ଡିଲିଟ୍ କରିଦେଇଛି। କଙ୍ଗନା ନିକଟରେ…
ଟିକା ନେଇ ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି। ତେବେ ଟିକା ନେଇ ବଲିଉଡ୍…
କରୋନା ନେଲା ଏହି ଅଭିନେତାଙ୍କ ଜୀବନ
କରୋନାର ଦ୍ୱିତୀୟ ଲହର ଦେଶକୁ ବହୁତ ପ୍ରଭାବିତ କରିଛି। ଅନେକ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣାଶୁଣା ଅଭିନେତା ତଥା ଉପସ୍ଥାପକ ଟି ନରସିଂହ ରାଓଙ୍କ କରୋନାରେ ପରଲୋକ ଘଟିଛି। ଟିଏନ୍ଆର ନାମରେ ପରିଚିତ ନରସିଂହ କରୋନାରେ ଆକ୍ରାନ୍ତ ହୋଇ…
ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍ର ଏସବୁ ସେଲିବ୍ରିଟି; କିଏ ବିବାହ କରିଥିଲେ ତ ଆଉ କିଏ ଲିଭ୍ ଇନ୍ରେ ରହି ଖୁସି
ଫିଲ୍ମ ଜଗତରେ ବିବାହ ସବୁବେଳେ ସ୍ବତନ୍ତ୍ର। ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ନିର୍ବନ୍ଧଠୁ ନେଇ ହନିମୁନ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ ବିଷୟରେ କହିବାକୁ ଗଲେ, ଏଠାରେ କେତେ ଜଣ ସେମାନଙ୍କ ସହ-ତାରକାଙ୍କୁ ବିବାହ କରିଛନ୍ତି, ତ…
ଜୀବନ ଯୁଦ୍ଧରେ ହାରିଗଲେ ଏହି ଅଭିନେତା: ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ହୃଦୟ ବିଦାରକ ପୋଷ୍ଟ
ଅଭିନେତା ରାହୁଲ ବୋହରା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସେ ଦୀର୍ଘ ଦିନ ଧରି କରୋନା ସହିତ ଲଢୁଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାହୁଲ ଫେସବୁକ୍ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ନିର୍ଦ୍ଦେଶକ ତଥା ଲେଖକ ଅରବିନ୍ଦ…
ପ୍ରତିଦିନ ୪୧ ହଜାରୁ ଅଧିକ ଲୋକ ମାଗୁଛନ୍ତି ସହାୟତା: ସୋନୁ ସୁଦ କହିଲେ…
କରୋନା ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଚିକିତ୍ସା ସୁବିଧା ଅଭାବରୁ ନେଇ ସାରା ଦେଶରେ ଲୋକମାନେ ଅଭିଯୋଗ କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଔଷଧ ଅଭାବ ରହିଛି। ଏପରି ପରିସ୍ଥିତିରେ, ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ସମସ୍ତଙ୍କଠାରୁ…
ଅମିତାଭ ବଚ୍ଚନଙ୍କ ଅପେକ୍ଷା ତୁମେ ଜଣେ ଭଲ ଅଭିନେତା, ଏକଥା ଶୁଣି ଅଭିଷେକ କହିଲେ..
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହେବାକୁ ଚେଷ୍ଟା କରନ୍ତି। ଫିଲ୍ମ ‘ରିଫ୍ୟୁଜି’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ରରେ କାମ…
ଅପେକ୍ଷାର ଅନ୍ତ: ପ୍ରଶଂସକଙ୍କୁ କରିନାଙ୍କ ଏପରି ଉପହାର
ଅଭିନେତ୍ରୀ କରିନା କପୁର ଖାନ ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ଫେବୃଆରୀରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। କରିନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଏବଂ ସେହି ଦିନଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ସାନ ପୁଅଙ୍କୁ ଦେଖିବାକୁ…
ଚାରି ଶହରେ ଜଣେ
ସତରେ ୟାକୁ ହିଁ କହନ୍ତି ଭାଗ୍ୟଦେବୀ ପ୍ରସନ୍ନ ହେବା। ପ୍ରଥମ ସିନେମାରେ ଅଡିସନ ଦେବା ବେଳେ ସେ କେବେ ବିଶ୍ୱାସ କରି ନ ଥିଲେ ଯେ ଏଥିରେ ସେ ସିଲେକ୍ସନ ହେବେ। କାରଣ ଏହି ସିନେମାର ନାୟିକା ହେବା ପାଇଁ ତାଙ୍କୁ…
ଧନ ଧନ ଡାକି ଗଲା ମୋ ଜୀବନ
ମା’ ଆଉ ପିଲାର ସମ୍ପର୍କ କେତେ ନିବିଡ ତାହା କହିବା ବାହୁଲ୍ୟ। ପିଲାଟିକୁ ଗର୍ଭରେ ଧାରଣ କରି ତାକୁ ଜନ୍ମ ଦେଇ ତା’ପରେ ତାହାର ଲାଳନ ପାଳନ କରିଥାଏ ସେ। ଆଉ ତା’ ସ୍ନେହରେ ଲୁଚି ରହିଥାଏ ମା’ର ମମତା। ସେପରି…
ଅନୁତାପ କରୁଛନ୍ତି ପରିଣିତି
ପରିଣିତି ଚୋପ୍ରା ଏବେ ଅନୁତାପ କରୁଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଏକ ସିନେମାର ଆଇଟମ ନମ୍ବରରେ ଡ୍ୟାନ୍ସ କରିବାକୁ ଅଫର ମିଳିଥିଲା। ଏ ନେଇ କିଛି ଦିନ ବିଚାର ବିମର୍ଷ କରିବା ପରେ ସେ ଅଫରଟିକୁ ହାତଛଡା କରିଥିଲେ।…
ଗୀତ ପାଇଁ ଗୀତା
ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡ଼ିଓ, ଟିଭି ଓ ଚଳଚ୍ଚିତ୍ରରେ ଭଜନ, ଜଣାଣ, ଗୀତ ଓ ସୁଗମ ସଙ୍ଗୀତରେ ତାଙ୍କ କଣ୍ଠସ୍ବର ସବୁବର୍ଗର ଶ୍ରୋତାଙ୍କ ମନ ଓ ହୃଦୟକୁ ଛୁଇଁପାରିଛି। ଏଥିପାଇଁ କେବଳ ରାଜ୍ୟ କି ଦେଶରେ ନୁହେଁ ବରଂ…
Archives


