ମନୋରଞ୍ଜନ

ଅଲଗା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି କପଲ୍‌ ! ଚର୍ଚ୍ଚାକୁ ନେଇ ଏପରି କହିଲେ…

ବମ୍ବେ: ସେଲିବ୍ରିଟିମାନଙ୍କ ଲଭ୍‌ଲାଇଫ୍‌ ହେଉ ଅଥବା ବିବାହ ସବୁକିଛିରେ ପ୍ରଶଂସକ ରୁଚି ରଖିଥାନ୍ତି। ଏପରିସ୍ଥିତିରେ ଗୁଜବ ଉଠିବା ସ୍ବାଭାବିକ। ସେଭଳି କିଛି ଘଟିଛି ଷ୍ଟାର ପ୍ଲସରେ ପ୍ରସାରିତ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନୈତିକ ଭୂମିକାରେ ଅଭିନୟ କରିଥିବା ଅଭିନେତା…

ଭାଇ, ଭଉଣୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଏହି ଅଭିନେତା

ଅଭିନେତା ମୁକେଶ ଖାନ୍ନାଙ୍କ ପାଇଁ ୨୦୨୧ ଦୁଃଖଦର ବର୍ଷ ହୋଇଛି। ଏକ ମାସ ମଧ୍ୟରେ ସେ ଉଭୟ ଭାଇଭଉଣୀଙ୍କୁ ହରାଇଛନ୍ତି। ବଡ ଭଉଣୀ କମଲ କପୁର ନିକଟରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କରୋନାରୁ ସୁସ୍ଥ ହେବା ପରେ ଛାତି…

ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ହୋଇଥିଲେ ମାନୁଷୀ

୨୦୦୦ ମସିହାରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମିସ ୱାଲର୍‌ଡ ହୋଇଥିଲେ ଏବଂ ସେ ଦେଶର ନାମକୁ ଉଜ୍ଜ୍ୱଳ କରିଥିଲେ। ତା’ପରେ ୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ ହରିୟାଣାର ମାନୁଷୀ ଚିଲାର ଏହି ଟାଇଟଲ ଜିତିଥିଲେ। ୨୦୧୭ରେ, ମାନୁଷୀ କେବଳ…

ରାଇନାଙ୍କ ପରେ ଏହି କ୍ରିକେଟରଙ୍କ ସହାୟତା ପାଇଁ ଆଗେଇ ଆସିଲେ ସୋନୁ ସୁଦ୍‌: କହିଲେ…

ବମ୍ବେ: ପରଦାରେ ଖଳନାୟକ ହେଲେ ଅସଲ ଜୀବନରେ ହିରୋ। ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପରିଚୟ ଏବେ କିଛି ଏଭଳି କହିଲେ ଭୁଲ୍‌ ହେବ ନାହିଁ। ମହାମାରୀ କରୋନା ଯୋଗୁ ଉପୁଜିଥିବା ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ବେଳେ ଅଭିନେତା ହିରୋ ଭଳି…

୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…

ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପ୍ରକୃତ ନାମ କିରନ୍‌ଜିତ କୌର ବୋହରା। ପଞ୍ଜାବୀ ପରିବାରରେ ଜନ୍ମିତ ସନ୍ନି ୧୯ ବର୍ଷ…

‘ରାଧେ’ ପାଇଁ ପ୍ରଶଂସକ ପାଗଳ: ରିଲିଜ୍‌ ହେଉ ହେଉ କ୍ରାସ୍‌ ହେଲା ସର୍ଭର

ବମ୍ବେ: ଶେଷ ହୋଇଛି ଦୀର୍ଘଦିନର ଅପେକ୍ଷା। ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ରାଧେ’। ଟ୍ରେଲର ରିଲିଜ ପରଠାରୁ ପ୍ରଶଂସକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଥିଲା। ଇଦ୍‌ ଅବସରରେ ଏହା ପରଦାକୁ ଆସିବା ପରେ ସର୍ଭର…

ଏହି ଅଭିନେତ୍ରୀଙ୍କ ଆବ୍ସ ଦେଖି ଏମିତି କହିଦେଲେ ଅର୍ଜୁନ

‘ଖତ୍‌ରୋଂ କେ ଖିଲାଡି ୧୧’ ଶୁଟିଂ ପାଇଁ ଏବେ କିଛି ଟେଲି ଅଭିନେତା/ଅଭିନେତ୍ରୀ କେପଟାଉନରେ ଅଛନ୍ତି। ସେଠାରେ ସେମାନେ ନେ ଅନେକ ଫଟୋସୁଟ ମଧ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଟିଭି…

ସୋସିଆଲ ମିଡିଆରେ ରିୟାଙ୍କ ଲମ୍ବାଚଉଡ଼ା ପୋଷ୍ଟ, ଏଥିରେ ଲେଖାଅଛି ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିଥିଲେ। ମାତ୍ର ଏହି କିଛିଦିନ ହେବ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ରିୟା ଧୀରେ ଧୀରେ…

ଲକ୍ଷ୍ୟରୁ ଟପିଗଲେ ବିରୁଷ୍କା: ଯାହା କହିଥିଲେ କରି ଦେଖାଇଲେ

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୧୧ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…

ଏହି ଅଭିନେତ୍ରୀଙ୍କୁ କିସ୍‌ ସିନ୍‌ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି ଏକ ଅଂଶ ପାଲଟିଗଲେ। ଫିଲ୍ମ ବ୍ୟତୀତ ସେ କେତୋଟି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ସୁପରହିଟ୍‌…

ଏକଦା ଭିଡ଼ର ସୁଯୋଗ ନେଇ ବିପାଶାଙ୍କ ସ୍କର୍ଟ ଟାଣିବାକୁ ଚେଷ୍ଟା କରିଥିଲେ ପ୍ରଶଂସକ; ଆଜି ବି…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରଶଂସକ ଅଧିକ। ଏଥିଲାଗି ସର୍ବସାଧାରଣସ୍ଥଳକୁ ଗଲେ ଭିଡ଼ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥା ଲୋଡା ପଡ଼ିଥାଏ। ହେଲେ ଅନେକ ସମୟରେ ଭିଡ଼ରେ ଅଭିନେତ୍ରୀଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରାଯାଇଥାଏ। ସୋନମ କପୁର, କରିନା କପୁରଙ୍କଠାରୁ ଆରମ୍ଭ…

ସଞ୍ଜୟ ଦତ୍ତଙ୍କ ଭଉଣୀ ପୂର୍ବରୁ ରାଜ କପୁରଙ୍କ ଝିଅଙ୍କ ସହ ନିର୍ବନ୍ଧ କରିଥିଲେ କୁମାର ଗୌରବ : କେବଳ ଏହି କାରଣ ପାଇଁ ଭାଙ୍ଗିଲା ସମ୍ପର୍କ

ବଲିଉଡରେ ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କ ପ୍ରଥମ ଫିଲ୍ମ ହିଟ୍‌ ହୋଇଥିବା ବେଳେ ସେମାନେ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍‌ କରିପାରି ନାହାନ୍ତି। ଏଥିରେ ଫିଲ୍ମ ‘ଲଭ ଷ୍ଟୋରୀ’ର ଅଭିନେତା କୁମାର ଗୌରବଙ୍କ ନାମ ଅନ୍ତର୍ଭୁକ୍ତ। ଯାହାଙ୍କୁ ଇଣ୍ଡଷ୍ଟ୍ରିରେ ୱାନ ଟାଇମ ୱାଣ୍ଡର କୁହାଯାଉଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri