ମନୋରଞ୍ଜନ

ଯେଉଁ ମାଗାଜିନ୍‌ ସୋନୁଙ୍କୁ କରିଥିଲା ରିଜେକ୍ଟ: ଆଜି ତାହାର କଭର ପେଜ୍‌ରେ ଅଭିନେତାଙ୍କ ଫଟୋ

‘ରିଅଲ ଲାଇଫ ହିରୋ’, ‘ଗଡ ଅଫ ଆର୍ଥ’ ଆଜିକାଲି ଲୋକମାନେ ଏହି ନାମରେ ଅଭିନେତା ସୋନୁ ସୁଦଙ୍କୁ ଜାଣିଛନ୍ତି। ସୋନୁ ୨୦୨୦ କରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ତାଙ୍କୁ ଘରେ ପହଞ୍ଚାଇଥିଲେ। ଆଜି ବି ଲୋକେ ତାଙ୍କୁ…

ବିବାହ ପରେ ଭୁଲ ମାଗିଲେ ଟଲିଉଡ୍‌ ସୁନ୍ଦରୀ

ନୂଆଦିଲ୍ଲୀ, ୩୧।୫: କନ୍ନଡ଼, ତାମିଲ ଓ ତେଲୁଗୁ ଫିଲ୍ମର ଜଣାଶୁଣା ଚେହେରା ପ୍ରଣିଥା ସୁଭାଷ। ଏହି ୨୮ ବର୍ଷୀୟା ସୁନ୍ଦରୀ ରବିବାର ବେଙ୍ଗାଲୁରୁଠାରେ ବ୍ୟବସାୟୀ ନୀତିନ ରାଜୁଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବକୁ କୋଭିଡ୍‌-୧୯ କାରଣରୁ ପୂରା ପ୍ରାଇଭେଟ ରଖାଯାଇଥିଲା।…

‘ଶେରନୀ’ ଅବତାରରେ ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶେରନୀ’ର ଅଫିସିଆଲ ଟିଜର ରିଲିଜ୍‌ ହୋଇଛି। ୨୦ ସେକେଣ୍ଡର ଥିବା ଏହି ଟିଜରରେ ବିଦ୍ୟାଙ୍କ ଦମ୍‌ଦାର ଲୁକ୍‌ ସହ ସେ ଏକ ଘଞ୍ଚ ଜଙ୍ଗଲରେ ଥିବା ଦେଖିବାକୁ ମିଳିଛି।…

ରଣବୀରଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଜାବୁଡ଼ି ଧରିବାରୁ ଏମିତି ଥିଲା ଅଭିଷେକଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ଦୀର୍ଘଦନ ଦିନ ଧରି ଭଲ ବନ୍ଧୁ ଥିଲେ। ଦୁଇଜଣ ମିଶି କରଣ ଜୋହରଙ୍କ ଫିଲ୍ମ ‘ୟେ ଦିଲ୍‌ ହୈ ମୁସ୍କିଲ’ରେ ଅଭିନୟ ବି କରିଥିଲେ। ପ୍ରଶଂସକମାନେ ଦୁହିଁଙ୍କ ଯୋଡ଼ିକୁ…

ଅଜୟ ଦେବଗନ କିଣିଲେ ନୂଆ ବଙ୍ଗଳା, ଦାମ୍‌ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅଭିନେତାଙ୍କ ବିଳାସମୟ ବଙ୍ଗଳା ଏବଂ ସେମାନଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଇଣ୍ଡଷ୍ଟ୍ରିରୁ କିଛି ସେଲିବ୍ରିଟି ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ସେହି ହିସାବରେ ତାଙ୍କ ଜୀବନଶୈଳୀ ମଧ୍ୟ ବିତାଇଥାନ୍ତି। ବର୍ତ୍ତମାନ ସମୟରେ ବଲିଉଡ୍‌ର ଷ୍ଟାରମାନେ…

କେବଳ ଏହି କାରଣ ପାଇଁ ଇଣ୍ଡଷ୍ଟ୍ରିର କୌଣସି ହିରୋଙ୍କୁ ବିବାହ କରି ନ ଥିଲେ ମାଧୁରୀ, ଜୁହି

ବଲିଉଡରେ ଏକ ସମୟ ଥିଲା ଯେତେବେଳେ ଲୋକେ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ପାଇଁ ପାଗଳ ଥିଲେ। ସେହି ସମୟରେ ଏହି ଦୁଇ ଅଭିନେତ୍ରୀ ମଧ୍ୟ ନିଜ ମଧ୍ୟରେ କଠୋର ପ୍ରତିଯୋଗିତା କରୁଥିଲେ। ଉଭୟ ମାଧୁରୀ ଏବଂ ଜୁହି ସେମାନଙ୍କ…

ବିମାନ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଓ୍ବାଶିଂଟନ୍‌,୩୧।୫: ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ତାରଜାନ ଅଭିନେତା ଜୋ ଲାରାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଜୋଙ୍କ ସହ ଅନ୍ୟ…

ବଲିଉଡ୍‌ରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡରେ ବହୁତ କମ କଳାକାର ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ବର୍ଷ ବର୍ଷ ଧରି ଏଠାରେ ସକ୍ରିୟ ରୁହନ୍ତିି। କେବଳ ଏତିକି ନୁହେଁ, ବୟସର ଅନେକ ପର୍ଯ୍ୟାୟ ଅତିକ୍ରମ କରିବା ପରେ ମଧ୍ୟ ହିଟ ଚଳଚ୍ଚିତ୍ର ଦେବା ଏବଂ…

ଶୁଟିଂ ସେଟ୍‌ରେ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାହିଁକି ଜାଣନ୍ତୁ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ…

ଖୁସିରେ ଆତ୍ମହରା ହେଲେ ମାଧୁରୀ

କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମାଧୁରୀ ପ୍ରାୟତଃ ତାଙ୍କ ପରିବାରର ଫଟୋ ଏବଂ ଚଳଚ୍ଚିତ୍ର ସମ୍ପର୍କୀୟ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ମାଧୁରୀ ଦୀକ୍ଷିତ…

ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌

ବମ୍ବେ: ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ। ହେଲେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ନିଜକୁ ବଲିଉଡ୍‌ର…

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri