ହନିମୁନ୍ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏମିତି କରିବାକୁ କହିଥିଲେ ସ୍ବାମୀ
୯୦ ଦଶକରେ କପୁର ପରିବାରର ଝିଅ କରିସ୍ମା କପୁର ଶ୍ରେଷ୍ଠ ଅଭିନେତ୍ରୀ ଆଖ୍ୟା ପାଇଥିଲେ। ଯେପର୍ଯ୍ୟନ୍ତ ସେ ବଲିଉଡରେ ଥିଲେ, ପରଦାରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ଅଭିନୟ ପାଇଁ…
ଅଭିନେତାଙ୍କୁ ଭଲ ପାଇ ପଶ୍ଚାତାପ କରୁଛନ୍ତି ଏହି ଅଭିନେତ୍ରୀ, କହିଲେ ଜୀବନରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ କାହାକୁ ଭଲ ପାଇବିନି
ମୁମ୍ବାଇ: ଅଭିନେତ୍ରୀ ମିନୀଷା ଲାମ୍ବା ଆଜିକାଲି ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଜଣେ ବ୍ୟକ୍ତିଙ୍କ ସହ ରିଲେସନଶିପ୍ରେ ରହୁଥିଲେ। ଏହି ରିଲେସନଶିପ୍ରେ ମଧ୍ୟ ତାଙ୍କୁ ଧୋକା ମିଳିଛି। ସେ ତାଙ୍କ ପ୍ରେମିକଙ୍କୁ ଧୋକାବାଜ କହିଛନ୍ତି।…
ଗର୍ଲପ୍ରେଣ୍ଡଙ୍କ ପାଇଁ ସୋନୁ ସୁଦଙ୍କୁ ଆଇଫୋନ୍ ମାଗିଲେ ଯୁବକ: ଜବାବରେ ମିଳିଲା
ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ବେଳେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଲୋକମାନେ ସୋନୁଙ୍କୁ ଟୁଇଟ୍ର୍ରେ ସହାୟତା ମାଗିଥିଲେ। ଅନେକ ଥର, ସୋନୁଙ୍କ ଉଦାରତାର ସୁଯୋଗ ନେଇ ଲୋକମାନେ ମଧ୍ୟ ତାଙ୍କଠାରୁ ଅଜବ କିଛି। ଦାବି କରିଥା’ନ୍ତି, କିନ୍ତୁ…
ବଲିଉଡ୍ ସେଲିବ୍ରିଟିଙ୍କ ଡାକନାମ ଜାଣିଲେ ହସି ହସି ଗଡିବେ
ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଥିଲେ। ଅନେକ ସେଲିବ୍ରିଟିଙ୍କ ଡାକ ନାଁ ଜାଣିଲେ ତାଙ୍କ ପ୍ରଶଂସକଙ୍କୁ ଅଜବ ଲାଗିବ। ଏହି ତାଲିକାର ପ୍ରଥମ ନାମ ଶ୍ରଦ୍ଧା କପୁରଙ୍କ। ତାଙ୍କର ତିନୋଟି…
ଏହି ଅଭିନେତ୍ରୀ ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ବାପା
ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ। ଏନେଇ ସେ ଏକ ସପ୍ତାହ…
ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ
ବମ୍ବେ: ଅଭିନେତ୍ରୀ ସୀମା ବିଶ୍ୱାସ ବଣ୍ଡିତ୍ କୁଇନ୍ ନାମରେ ଖ୍ୟାତ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସେ ନଜର ଆସିଥିଲେ। ଫିଲ୍ମରେ ଜଣେ ସାଧାରଣ ଯୁବତୀଙ୍କ ଉପରେ କିଭଳି ଅତ୍ୟାଚାର ହେଉଛି, ପ୍ରତିଶୋଧ ପରାୟଣ ହୋଇ ସେ…
ଗୌହରଙ୍କଠାରୁ କରନ୍ ସିଂହ ଗ୍ରୋଭର: ସର୍ବସମ୍ମୁଖରେ ଚାପୁଡ଼ା ଖାଇଛନ୍ତି ଏସବୁ କଳାକାର; କାରଣ ଜାଣିଲେ…
ବମ୍ବେ: ବଲିଉଡ୍ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼ କଥା ପଛର ରହସ୍ୟକୁ ଜାଣିବାକୁ ଚାହିଁ ରହିଥାନ୍ତି। ସେଭଳି ଏକ ଚର୍ଚ୍ଚିତ ଘଟଣା ହେଲା…
ଅନ୍ସ୍କ୍ରିନ ଦିଅରଙ୍କ ପ୍ରେମରେ ପଡ଼ିଛନ୍ତି ଐଶ୍ୱର୍ଯ୍ୟା; ସରିଲାଣି ନିର୍ବନ୍ଧ
ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ ସେ ହୋଇଥାନ୍ତି ସାଥୀ। ଟେଲିପରଦାର ଲୋକପ୍ରିୟ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର…
କାହିଁକି ନାମରେ ଅଛି ଦୁଇଥର ‘ଏନ୍’ ଆଉ ‘ଆର୍’; ଅଭିନେତା କହିଲେ…
ବମ୍ବେ: ନିଜର ନିଖୁଣ ଅଭିନୟ ଦ୍ୱାରା ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ସେ ସର୍ବଦା ନିଜର ସଫଳତାର ଶ୍ରେୟ ଦେଇଥାନ୍ତି ପିତାଙ୍କୁ। ବିଶ୍ୱ ପିତୃ ଦିବସ ଅବସରରେ ବାପାଙ୍କର ଏକ ଫଟୋ ଶେୟାର କରି…
ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…
ମୁମ୍ବାଇ,୨୨।୬: ବଲିଉଡ୍ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଖି ଏବେ ଜଣେ ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇ ଚର୍ଚ୍ଚାରେ ରହିଛନ୍ତିି। ରାଖି…
ପ୍ରଶଂସକଙ୍କୁ ମନ ଦେଇ ବସିଥିଲେ ଏହି ସୁପରଷ୍ଟାର୍
ଦକ୍ଷିଣର ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, କିନ୍ତୁ ପ୍ରଶଂସକମାନେ ତାଙ୍କୁ ବିଜୟ ବୋଲି ଜାଣନ୍ତି। ବିଜୟ ପ୍ରାୟତଃ ତାମିଲ…
ନିଜଠୁ ୧୮ ବର୍ଷ ବଡ ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ନେଇ ଏମିତି କହିଲେ ଅଭିକା
ଟେଲିଭିଜନ ଅଭିନେତ୍ରୀ ଅଭିକା ଗୋର ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। ଦୀର୍ଘ ଦିନ ଧରି ସସୁରାଲ ସିମରରେ ତାଙ୍କ ସହ-ଅଭିନେତା ମନୀଷ ରାଇସିଂଘନଙ୍କ ତାଙ୍କ ନାଁ ଯୋଡା ଯାଇଥିଲା। ଏପରିକି ଉଭୟଙ୍କ ଏକ ସନ୍ତନ ଅଛି…
Archives


