ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…

ମୁମ୍ବାଇ,୨୨।୬: ବଲିଉଡ୍‌ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଖି ଏବେ ଜଣେ ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇ ଚର୍ଚ୍ଚାରେ ରହିଛନ୍ତିି। ରାଖି ନିଜର ଲାଟେଷ୍ଟ୍‌ ଗୀତ ଡ୍ରିମ୍‌ ମେ ଏଣ୍ଟ୍ରି…ର ତାଳେତାଳେ ନୃତ୍ୟ ଶିଖାଊଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ରାଖି ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତିି। ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି। ରାଖି ଭିଡ଼ିଓ ମାଧ୍ୟମରେ ନିଜର ଲାଟେଷ୍ଟ୍‌ ଗୀତକୁ ପ୍ରମୋଟ୍‌ କରିବା ଲାଗି ଏଭଳି କରିଥିବା କେତେକ ୟୁଜର କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର...

ଐଶ୍ୱର୍ଯ୍ୟାଙ୍କ ସହ ଏହି ସିନ୍‌ କରିବାକୁ ଡରୁଥିଲେ ଶାହାରୁଖ, ବାରମ୍ବାର ଦେବାକୁ ପଡ଼ିଥିଲା ଶଟ୍‌

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା କୁହାଯାଉଥିବା ଶାହାରୁଖ୍‌ ଖାନ୍‌ ଯେ ଛୋଟ ଘଟଣାରେ ଡରନ୍ତି ଏକଥା ଶୁଣିଲେ ଟିକେ ଅଡୁଆ ଲାଗେ। ମାତ୍ର ଏହା ସତ। ଏକଥା...

ଖଟାପ୍ରିୟ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରାଙ୍କୁ କ’ଣ ଖାଇବାକୁ ବେଶି ଭଲ ଲାଗେ ? ଏହି ପ୍ରଶ୍ନର ଉତ୍ତର ସେ ହିଁ ଦେଇପାରିବେ। ତାଙ୍କର ମନ ପସନ୍ଦର ଅନେକ ଖାଦ୍ୟ...

ଦ୍ୱିତୀୟ ବିବାହ କରିବେ ଅନୁପମା

ବମ୍ବେ: ଦ୍ୱିତୀୟ ବିବାହ କରିବେ ଅନୁପମା। ଖୁବ୍‌ଶୀଘ୍ର ଧାରାବାହିକରେ ଦେଖିବାକୁ ମିଳିବ ଅନେକ ଟୁଇଷ୍ଟ ଆଣ୍ଡ ଟର୍ନ। ଏବେ ଅନୁପମା ଶାଶୁଘର ଛାଡ଼ି ଚାଲିଯାଇଥିବା ବେଳେ...

କଥା ଦେଇଥିଲେ, ହେଲେ ଫୋନ ଉଠାଇଲେ ନାହିଁ ଅମିର

ନୂଆଦିଲ୍ଲୀ, ୧୦।୮: ଗତ ରବିବାର ବଲିଉଡର ଭେଟେରାନ ଅଭିନେତା ଅନୁପମ ଶ୍ୟାମଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଭାଇ ଅନୁରାଗ ଶ୍ୟାମ ଅଭିନେତା ଅମିର...

ଅଭିନେତାଙ୍କ ସ୍ତ୍ରୀଙ୍କୁ ୫ ବର୍ଷ ଧରି ଡେଟ୍‌ କରୁଥିଲେ ରଣବୀର କପୁର

ଆଜି ବଲିଉଡ୍‌ ଅଭିନେତା ରଣବୀର କପୁର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପ୍ରସିଦ୍ଧ ଅଭିନେତା ରିଷି କପୁର ଏବଂ ନୀତୁ କପୁରଙ୍କ ସୁପୁତ୍ର।...

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ...

ନିୟା ଶର୍ମାଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ ଖତରୋଁ କା ଖିଲାଡିର ଓ୍ବିନର ତଥା ଟେଲିଭିଜନ ଦୁନିଆର ଅଭିନେତ୍ରୀ ନିୟା ଶର୍ମା ଏବେ ଖୁବ୍‌ ଚର୍ଚ୍ଚାରେ। ଟେଲିଭିଜନ ଧାରାବାହିକରେ...

Advertisement
Archives

Model This Week