ମନୋରଞ୍ଜନ

କେବଳ ସଲମାନଙ୍କ ପାଇଁ ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ , କାରଣ ଜାଣିଲେ …

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ଆଜି କିଆରା ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨ ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କିଆରାଙ୍କ ବାପା ଜଗଦୀପ ଆଡଭାନୀ ଜଣେ ବଡ…

ବେଳାଏ ଖାଇବାକୁ ମିଳୁ ନ ଥିଲା, ଚା’ ଦୋକାନରେ କରୁଥିଲେ କାମ; ଆଜି ୭ ଷ୍ଟାର ହୋଟେଲ ଭଳି ଘର କରିଛନ୍ତି ଏହି କମେଡିଆନ୍‌

ବମ୍ବେ: ମନୋରଞ୍ଜନଜଗତରେ ହାସ୍ୟ ଅଭିନେତା ଭାବେ ସୁଦେଶ ଲେହରି ବେଶ୍‌ ଲୋକପ୍ରିୟ। ପଞ୍ଜାବର ଜଲନ୍ଧରରେ ତାଙ୍କର ଜନ୍ମ। ହେଲେ ଅମୃତସରରେ ତାଙ୍କର ପିଲାଦିନ କଟିଥିଲା। ଆଜି ତାଙ୍କୁ ସଫଳ କମେଡିଆନ୍‌ ବୋଲି କୁହାଯାଉଥିଲେ ହେଁ ଦିନ ଥିଲା ସେ ବହୁତ ଗରିବ…

୧୫ କୋଟିର ଆପାର୍ଟମେଣ୍ଟ, ଭଳିକି ଭଳି ଦାମୀ ଗାଡ଼ି; ଅଭିନେତ୍ରୀଙ୍କ ବାର୍ଷିକ ଆୟ ଜାଣିଲେ…

ବମ୍ବେ: କବିର ସିଂହ ଅଭିନେତ୍ରୀ କିଆରା ଆଡଭାନୀ ୨୯ ବର୍ଷର ହୋଇଛନ୍ତି। ଜୁଲାଇ ୩୧ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ କଳାକାର ସହ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ନିଜର ସରଳ ବ୍ୟବହାର…

ବିବାହ ପରେ ବି ବଦଳିନି ସର୍‌ନେମ୍‌…

ମୁମ୍ବାଇ: ବିବାହର ବନ୍ଧନ ସମସ୍ତଙ୍କ ପାଇଁ ସ୍ବତନ୍ତ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବିବାହକୁ ସ୍ମରଣୀୟ କରିବାକୁ ଇଚ୍ଛା କରିଥାନ୍ତି। ବିବାହ ପରେ ଅନେକ ସମୟରେ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରତିକ୍ରିୟାଶୀଳତା ବୃଦ୍ଧି ପାଇଥାଏ। ବିବାହ ପରେ ପୁଅମାନଙ୍କ ଅପେକ୍ଷା…

୮ ମାସ ବୟସରୁ ଏକ ବିଜ୍ଞାପନରେ ନଜର ଆସିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ଯଦିଓ ବେଶିଦିନ ହୋଇନାହିଁ ତଥାପି ତାଙ୍କର ଲୋକପ୍ରିୟତା ଖୁବ୍‌ ଅଧିକ। ସୋସିଆଲ ମିଡିଆରେ କିଆରାଙ୍କ ହଜାର ହଜାର ସଂଖ୍ୟାରେ ଫଲୋଅର୍ସ ଅଛନ୍ତି। ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପ୍ରାୟ ସମସ୍ତେ ପାଗଳ। ଆଜି…

ସୋନୁ ସୁଦ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ

ଭୁବନେଶ୍ୱର,୩୧।୭: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କୋଭିଡ୍‌ ପରଠାରୁ କୋଟି କୋଟି ଲୋକଙ୍କ ଚିହ୍ନାମୁହଁ ପାଲଟିଯାଇଛନ୍ତି। ଜଣେ ଅଭିନେତା ଭାବେ ଯାହା କିଛି ନାମ ଅର୍ଜନ କରି ନ ଥିଲେ ତା’ଠାରୁ ବେଶି ସେବା ମାଧ୍ୟମରେ ପାଇଛନ୍ତି । ଲୋକଙ୍କ ସେବା…

ଏସବୁ ଅଭିନେତ୍ରୀ ଦ୍ୱିତୀୟ ସ୍ତ୍ରୀ ହୋଇ ବି…

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଯେପରିକି କରିନା କପୁର ଖାନ୍‌। କରିନା ସୈଫଙ୍କ ଦ୍ୱିତୀୟ…

ଏହି ଅଭିନେତ୍ରୀଙ୍କ ବୋଲ୍ଡ ସିନ୍‌ ଦେଖି ସେନ୍ସର ବୋର୍ଡ ବି ହୋଇଥିଲା ଆଶ୍ଚର୍ଯ୍ୟ

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ଼ ପରଦାରେ ଅନ୍ତରଙ୍ଗ ଦୃଶ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ବଡ ପରଦାରେ ବୋଲ୍ଡ ଦୃଶ୍ୟ ଦେଇ ସେ କେବଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ତାହା ନୁହେଁ ବରଂ ଏପରି ଆତଙ୍କ ସୃଷ୍ଟି କରିଥିଲେ ଯେ…

ଜନ୍ମଦିନରେ ବାସନ ମାଜିଲେ ସୋନୁ

ମୁମ୍ବାଇ: ସାଉଥ୍ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା ସୋନୁ ସୁଦଙ୍କ ପାଇଁ ଜୁଲାଇ ୩୦ ହେଉଛି ଏକ ସ୍ମରଣୀୟ ଦିନ । ଆଜି ସେ ପାଳନ କରୁଛନ୍ତି ତାଙ୍କର ୪୮ ତମ ଜନ୍ମଦିନ । ଅଭିନେତା ଭାବେ ତାଙ୍କର ଯେତିକି…

ପ୍ରତ୍ୟେକ ଚରିତ୍ର ମୋତେ କିଛି ନା କିଛି ଶିକ୍ଷା ଦେଇଛି: ବିଦ୍ୟା

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ବିଦ୍ୟା ବଲାନ ଏବେ ନିଜ କ୍ୟାରିୟର ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି । ସେ କହିଛନ୍ତି ଏପର୍ଯ୍ୟନ୍ତ ସେ ଯେତୋଟି କ୍ୟାରେକ୍ଟରରେ ଅଭିନୟ…

୩୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଗାୟକ: ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ ଗାଡ଼ି…

ବମ୍ବେ: ନିଜର ସୁମଧୁର ସ୍ବରରେ କୋଟି କୋଟି ଶ୍ରୋତାଙ୍କ ମନରେ ପ୍ରେମର ବୀଜ ଅଙ୍କୁରିତ କରିଥାନ୍ତି ସୋନୁ ନିଗମ। ଆଜି ସେ ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ୍‌ ସହ ଅନେକ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ନଜର ଆସି ବେଶ…

ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ଏବେ ଉଭୟ ପରସ୍ପର ସହ ପୋଜ୍‌ ଦେଇ ଫଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri