ଆମିରଙ୍କ ଶାଳୀ ହେଉଛନ୍ତି ଏହି ଅଭିନେତ୍ରୀ; ୨୧ ବର୍ଷରେ ହୋଇଥିଲା ବିବାହ ହେଲେ…
ବମ୍ବେ: ଅଦିତି ରାଓ ହୈଦରୀ, ବଲିଉଡ୍ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ‘ୟେ ସାଲୀ ଜିନ୍ଦେଗୀ’, ‘ପଦ୍ମାବତ’ ଭଳି ଫିଲ୍ମରେ ନିଜ ଅଭିନୟର ଚାତୁରୀରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସେ। ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ…
୨୦ ବର୍ଷ ପରେ…
ଅମୀଷା ପଟେଲଙ୍କ ଖୁସି କହିଲେ ନ ସରେ। କାହିଁକି ନା, ଯେଉଁ କଥା ସେ ଚିନ୍ତା କରୁଥିଲେ ତାହା ପୂରଣ ହୋଇଛି। ଅନିଲ ଶର୍ମାଙ୍କ ‘ଗଦ୍ଦର : ଏକ ପ୍ରେମ କଥା’ରେ ସନ୍ନି ଦେଓଲ ଏବଂ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। କେବଳ…
ଋଚାଙ୍କୁ ଜୀବନସାଥୀ କରିବେ ଏହି ବଲିଉଡ ଅଭିନେତା. ଖୁବ୍ଶଘ୍ର ବାଜିବ ଶାହାନାଇ
ବମ୍ବେ: ଦୀର୍ଘଦିନରୁ ଅଭିନେତା ଅଲି ଫଜଲଙ୍କୁ ଡେଟ୍ କରି ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ଋଚା ଚଡ୍ଢା। ସମ୍ପର୍କକୁ ଗୋଟିଏ ପାଦ ଆଗକୁ ବଢ଼ାଇ ବିବାହ ଯାଏ ନେବାକୁ ଉଭୟ ଚାହୁଁଥିଲେ ହେଁ ଭାଗ୍ୟ ସାଥ୍ ଦେଉନାହିଁ। କେତେବେଳେ ନିଜର ବ୍ୟସ୍ତତା ତ…
ଫିଲ୍ମ‘ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ ରିଲିଜ୍
ମୁମ୍ବାଇ: ଫିଲ୍ମ‘ସତ୍ୟମେବ ଜୟତେ ୨’ର ଟ୍ରେଲର ରିଲିଜ୍ ହେବା ପରେ ଗୁରୁବାର ଏହାର ପ୍ରଥମ ଗୀତ‘ମେରି ଜିନ୍ଦେଗୀ ହୈ ତୁ’ ରିଲିଜ୍ ହୋଇଛି। ଜନ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କୁ ଏହି ଗୀତରେ ଦେଖିବାକୁ ପାଇବେ ଦର୍ଶକ। ତେବେ ଫିଲ୍ମର…
ପୋଲିସ୍ ଅବତାର
ଭୂମିକାଟି ଆକ୍ସନ ହେଉ କି କମେଡି, ସେଗୁଡ଼ିକୁ ବେଶ୍ ସୂଚାରୁ ରୂପରେ ତୁଲାଇବା ସହ ବଲିଉଡ୍ରେ ନିଜକୁ ଜଣେ ନାମୀ ଅଭିନେତାର ପରିଚୟ ଦେଇସାରିଛନ୍ତି ଅକ୍ଷୟ କୁମାର। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ସେ ଅଭିନୟ କରିଥିବା ତଥା ରିଲିଜ…
କିଏ ଏହି କୁନି ଶିଶୁ, ଯାହାର ଚେହେରା ମିଶୁଛି କରୀନାଙ୍କ ପୁଅ ସହ
କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଷ୍ଟାର୍ କିଡ୍ ଭାବେ ଲୋକପ୍ରିୟତା ରହିଛି। ସୋସିଆଲ ମିଡିଆରେ ଏବେ ତୈମୁରଙ୍କ ଚେହେରା ପରି ଆଉ ଜଣେ କୁନି ଶିଶୁର ଫଟୋ ଭାଇରାଲ ହେଉଛି। ଏମିତିରେ ବି…
ଟୋଟାଲ ବାଳୁଙ୍ଗା
ଲଭ୍, ଇମୋଶନ, କମେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା। ଏହାର ଟାଇଟଲ ରହିଛି ‘ଟୋଟାଲ ବାଳୁଙ୍ଗା’। କ୍ରିଷ୍ଣା ଫିଲ୍ମସ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏକ ତ୍ରିକୋଣୀୟ…
କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ
ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜନୀତିରେ…
ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି
ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍ ସଚେତନ। ପ୍ରତିଦିନ ସେ ଜିମ୍ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଯଦି ସଲ୍ଲୁ କେବେ ଭୋକିଲା ଥାନ୍ତି ସେତେବେଳେ ସେ ଡାଏଟ୍ ସହ…
ଏ ମନ ଖୋଜୁଥାଏ…
କଥାରେ ଅଛି ‘ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’। ରିତେଶ ଦେଶମୁଖଙ୍କୁ ନାୟକ ଭାବରେ ବ୍ରେକ୍ ମିଳିଥିଲା ‘ତୁଝେ ମେରି କସମ୍’ରେ। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଅଭିନୟ…
କାହାକୁ ପିଟିବାକୁ ଚାହୁଁଛନ୍ତି ସାମନ୍ଥା
ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ହେବା ପରେ ତାଙ୍କ ଜୀବନ ସଜାଡିବାକୁ ଆରମ୍ଭ କରିଛନ୍ତି। ନିକଟରେ ସେ ଦର୍ଶନ ପାଇଁ ବଦ୍ରିନାଥ ଏବଂ କେଦାରନାଥରେ ପହଞ୍ଚିଥିଲେ। ଦର୍ଶନ ପରେ ପରେ ସେ ନିଜ ସମାଲୋଚକଙ୍କୁ…
ଓସ୍କାର ଦୌଡ଼ରୁ ବାଦ ପଡ଼ିଲା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’
ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି । ଫିଲ୍ମରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । କିନ୍ତୁ ଫିଲ୍ମ…
Archives


