ମନୋରଞ୍ଜନ

ପ୍ରଭାସଙ୍କ ପାଇଁ ସୁଇସାଇଡ୍‌ ନୋଟ୍‌

ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପ୍ରଶଂସକ ଲେଖିଲେ ସୁଇସାଇଡ୍‌ ନୋଟ୍‌। ସେ ବି ତାଙ୍କ ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ସହ ଜଡିତ ଅପ୍‌ଡେଟ୍‌ ଶେୟାର ନ କରିବା ଲାଗି। କଥାଟି ଆଶ୍ଚର୍ଯ୍ୟ କଲେ ହେଁ ସତ। ବିଭିନ୍ନ ସୋସିଆଲ ମିଡିଆରେ…

୧ କୋଟି ଟଙ୍କାର ସୁନା ବାଣ୍ଟିଲେ ଏହି ଅଭିନେତା

ତାମିଲ ସିନେମାର ଜଣାଶୁଣା ଅଭିନେତା ସୁରିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏଥାରକମ ଥୁନିନ୍ଦହାଭାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିର୍ଦ୍ଦେଶକ ପାଣ୍ଡିରାଜଙ୍କ ସହ ଏହି ଫିଲ୍ମର ଶୁଟିଂ ମଧ୍ୟ ଶେଷ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ପାଣ୍ଡିରାଜ ନିଜେ ନିଜ…

ଜନ୍ମଦିନରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ

ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ୧୨ ନଭେମ୍ବର ଅର୍ଥାତ୍ ଶୁକ୍ରବାର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହାରି ଭିତରେ…

କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ । କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ…

ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା, ଡେଟ୍ ଫାଇନାଲ

ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ବେଶି ଚର୍ଚ୍ଚାରେ ଅଛି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ । ଏମାନଙ୍କ ବିବାହର…

ଭାରି ଭଲ ଲାଗୁଛନ୍ତି ଜସ୍ମିନ୍‌

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ପାରିବାରିକ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରୁ ଲୋକପ୍ରିୟ ହୋଇଥିଲେ ଅଭିନେତା ମୋହସିନ ଖାନ୍‌। ସେଥିରେ ଶିବାଙ୍ଗୀ ଜୋଶିଙ୍କ ସହ ତାଙ୍କ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତିଥିଲା। ଏବେ କିନ୍ତୁ ଉଭୟ ଶୋ’…

ସୁନ୍ଦରୀ ସ୍ତ୍ରୀଙ୍କୁ ହଟ୍‌ ପ୍ରେମିକା, ମଝିରେ ଗୋବିନ୍ଦା

ବମ୍ବେ: ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ନିର୍ମାତା କରନ ଜୋହର। ଏହାର ନାଁ ‘ମେରା ନାମ ଗୋବିନ୍ଦା’। ଫିଲ୍ମର ପ୍ରମୁଖ ଭୂମିକାରେ ନଜର ଆସିବେ ବିକ୍କି କୌଶଲ, କିଆରା ଆଡଭାଣୀ, ଭୂମି ପେଡନେକର। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କରନ୍‌ ପୋଷ୍ଟର…

କେବଳ ମା’ଙ୍କ ଯୋଗୁ ଭାଙ୍ଗିଯାଇଥିଲା ଅଭିଷେକ-କରିସ୍ମାଙ୍କ ବିବାହ

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ…

କାଟ୍ରିନାଙ୍କ ସହ ବିବାହକୁ ନେଇ ଏମିତି କହିଲେ ଭିକିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ: ଆଜିକାଲି ଭିକି କୌଶଲ-କାଟ୍ରିନା କୈଫ୍‌ଙ୍କ ଯୋଡ଼ି ଚର୍ଚ୍ଚାରେ ରହିଛି। ଏହା ବି ଶୁଣିବାକୁ ମିଳିଛି କି ଦୁହେଁ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଭିକି-କାଟ୍ରିନାଙ୍କ ନାମ ସହିତ ଏବେ ଆଉ ଏକ ନାଁ ଚର୍ଚ୍ଚାକୁ ଆସିଛି। ସେ…

ଦୁବାଇରେ ମଜା କରୁଛନ୍ତି ଦୁଇ ଭଉଣୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ସାନ ଭଉଣୀ ଖୁସିଙ୍କ ସହ ଦୁବାଇ ଯାଇ ସେଠାରେ ଖୁବ୍‌ ମଜା କରୁଛନ୍ତି। ଜାହ୍ନବୀ ଏବଂ ଖୁସି ମରୁଭୂମିରେ ଫଟୋ ଶୁଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ପ୍ରଶଂସକମାନେ…

ହନିମୁନରେ ଯିବେନି

ବମ୍ବେ: ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ହାତ ଧରିବେ ସେ। ବିବାହ ସ୍ଥାନ, ଅତିଥିଙ୍କଠାରୁ ଆରମ୍ଭ କରି ପୋଷାକକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ପୂର୍ବରୁ…

ତାଞ୍ଜାନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସଞ୍ଜୟ

ଡୋଡୋମା,୧୧ ।୧୧. ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଞ୍ଜାନିଆର ପ୍ରଧାନମନ୍ତ୍ରୀ ମାଶିମ ମାଜାଲିୱାଙ୍କୁ ଭେଟିଛନ୍ତି । ଗୁରୁବାର ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ତାଞ୍ଜାନିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri