ମନୋରଞ୍ଜନ

ରାଣୀ ମୁଖାର୍ଜୀଙ୍କ କ୍ରସ୍‌ ଥିଲେ ଏହି ଅଭିନେତା

ବଲିଉଡର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବଣ୍ଟି ଅର ବବ୍‌ଲି ୨’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରାଣୀ ଜଣେ ଗୃହିଣୀ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ…

କଙ୍ଗନାଙ୍କୁ ସମର୍ଥନ କଲେ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ,୧୫ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ କଙ୍ଗନାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ଅଭିନେତା ବିକ୍ରମ ଗୋଖଲେ । ସେ କହିଛନ୍ତି କଙ୍ଗନା ଯାହା କହିଛନ୍ତି ସେଥିରେ ମୁଁ…

ଆଉ ଫେରିବେନି

ବମ୍ବେ: ବିଗ୍‌ବସ୍‌-୧୫ ଘରକୁ ଆଉ ଫେରିବେନି ଅଭିନେତା ରାକେଶ ବାପଟ୍‌। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଶୋ’ ଛାଡ଼ି ଦେଇଛନ୍ତି। କିଛିଦିନ ତଳେ ସେ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି ନେଇଥିଲେ। ଅନ୍ୟତମ ପ୍ରତିଯୋଗୀ ସମିତା ସେଟ୍ଟୀଙ୍କୁ ସେ ପ୍ରେମ କରୁଥିବାରୁ…

ତୁମେ ମୋତେ ବିବାହ କରିବ…

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ରାଜକୁମାର ରାଓ। ରବିବାର ଚଣ୍ଡିଗଡ଼ରେ ଉଭୟ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିବେ। ଏହାର ପୂର୍ବରୁ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ଓ…

ନିର୍ବନ୍ଧ କରି ଚର୍ଚ୍ଚାରେ ଅନନ୍ୟା ପାଣ୍ଡେଙ୍କ ଭଉଣୀ

ବମ୍ବେ: ପ୍ରେମିକ ଆଇଭୋର ମେକ୍ରେଙ୍କ ସହ ସମ୍ପର୍କକୁ ଆଗକୁ ବଢ଼ାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଏବଂ ସୋସିଆଲ ମିଡିଆ ସେନ୍‌ସେସନ୍‌ ଅଲାନା ପାଣ୍ଡେ। ନିକଟରେ ଆଇଭର୍‌ ମାଳଦ୍ୱୀପରେ ଅଲାନାଙ୍କୁ ପ୍ରପୋଜ କରିଥିଲେ। ଏହାପରେ ଉଭୟ ନିର୍ବନ୍ଧ କରିନେଇଛନ୍ତି।…

କାଟ୍ରିନା-ଭିକିଙ୍କ ବିବାହରେ ଏହି ଅଭିନେତାଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ

ଆଜିକାଲି ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଆସନ୍ତା ୭ରୁ ୯ ଡିସେମ୍ବର ମଧ୍ୟରେ ଉଭୟ ବିବାହ ବନ୍ଧନରେ ଅୋବଦ୍ଧ ହେବେ। ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱରାରେ ଉଭୟଙ୍କ ବିବାହ ହେବ…

ରଣବୀର-ଆଲିଆଙ୍କ ନିର୍ବନ୍ଧ ଡେଟ୍‌ ଫାଇନାଲ୍‌

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କୁ ବିବାହ ଆଜି ଅନୁଷ୍ଠିତ ହେଉଥିବାବେଳେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଇଣ୍ଡଣ୍ଟ୍ରିର ଲଭ୍‌ବାର୍ଡ କୁହାଯାଉଥିବା…

ରାସ୍ତା କଡରେ ଚାଇନିଜ ଫୁଡ ଖାଉଥିବା ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ମୁଭି ‘ଧମାକା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ବିଗବସ୍ ୧୫ରେ ୱିକଏଣ୍ଡ ୱାରରେ ନିଜ ମୁଭିର ପ୍ରମୋଶନ ପାଇଁ ପହଞ୍ଚିଥିଲେ । ତେବେ କାମ ସରିବା ପରେ କାର୍ତ୍ତିକ…

କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ଅଭିଷେକ କହିଥିଲେ ଐଶ୍ୱର୍ଯ୍ୟାଙ୍କୁ ଦେବେ ଟକ୍କର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌର ଖୁବ୍‌ଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଅବନୀତ ଫିଲ୍ମ ‘ଟିକୁ ଓ୍ବେଡ୍‌୍‌ସ ଶେର୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅବନୀତ ତାଙ୍କର ଏହି ନୂଆ ଯାତ୍ରାକୁ ନେଇ ବହୁତ ଖୁସି…

କଙ୍ଗନାଙ୍କ ଚିକିତ୍ସା ଜରୁରୀ, ଫେରାଇ ନିଆଯାଉ ପଦ୍ମଶ୍ରୀ: ସ୍ୱାତି ମାଲିୱାଲ

ନୂଆଦିଲ୍ଲୀ,୧୪ ।୧୧: ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତି ମାଲିୱାଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ ଉକ୍ତ ପତ୍ରରେ ଲେଖିଛନ୍ତି କି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପଦ୍ମଶ୍ରୀ ସମ୍ମାନ ଫେରାଇ ନିଆଯାଉ । କଙ୍ଗନା…

ପୁଣି ହରଡ଼ଘଣାରେ ଶିଳ୍ପା-କୁନ୍ଦ୍ରା…

ନୂଆଦିଲ୍ଲୀ,୧୪।୧୧: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବିବାଦରେ ପଡ଼ିଛନ୍ତି। ସତେ ଯେପରି ସଙ୍କଟ ସେମାନଙ୍କର ପଛ ଛାଡୁନି। ଏବେ ଜଣେ ଯୁବକ ସେମାନଙ୍କ ବିରୋଧରେ ୧ କୋଟି ୫୧ ଲକ୍ଷ ଟଙ୍କାର…

୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍‌ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…

ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ ବଚ୍ଚନଙ୍କ କ୍ଷେତ୍ରରେ। ସେ ସର୍ବଦା ନିଜ କାମ ପ୍ରତି ସମର୍ପିତ ଥାନ୍ତି। କ୍ୟାରିୟର ଆରମ୍ଭରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri