ବୋଲ୍ଡ ଲୁକ୍ରେ ଦିଶା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଅନେକ ସମୟରେ ସେ ବୋଲ୍ଡ ଅନ୍ଦାଜରେ ନଜର ଆସନ୍ତି…
ନୂଆ ଫିଲ୍ମର ଶୁଟିଂ କରି ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଧମାକା’ରେ ଜବରଦସ୍ତ ଅଭିନୟ କରିବା ପରେ ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ତାଙ୍କ ଅଭିନୀତ ଫିଲ୍ମ’ଧମାକା’କୁ ସଫଳତା ମିଳିବା ପରେ ଏବେ ତାଙ୍କ ପାଖରେ…
ଦର୍ଶକଙ୍କୁ ପସନ୍ଦ ଆସୁଛି ସଲମାନଙ୍କ ନୂଆ ଅବତାର
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁ ପୁଣିଥରେ ବଡ ପରଦାରେ ଧୁମ ମଚାଇବାକୁ ଆସିଯାଇଛନ୍ତି । ସଲମାନ ଖାଁ ଓ ଆୟୁଷ ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ୨୬ ନଭେମ୍ବରରେ ରିଲିଜ୍ ହୋଇସାରିଛି । ବହୁଦିନ ହେବ…
ହୋସ ଉଡାଇଲେ ରଣବୀର
ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ଚଳଚ୍ଚିତ୍ର ୮୩ର ଟିଜର ରିଲିଜ ହୋଇଛି । ଏଥିରେ କପିଲ ଦେବଙ୍କ କ୍ୟାରେକ୍ଟରରେ ବଲିଉଡ୍ ନାୟକ ରଣବୀର ସିଂ ନଜର ଆସିଛନ୍ତି । ଫିଲ୍ମର ଘୋଷଣା ଓ ଫାଷ୍ଟ…
ରାନୁ ମଣ୍ଡଳଙ୍କୁ ମୁମ୍ବାଇରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ହିମେଶ
ମୁମ୍ବାଇ: ୨୦୧୯ ଅଗଷ୍ଟରେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେଶନରେ ‘ଏକ୍ ପ୍ୟାର୍ କା ନଗ୍ମା ହୈ’ର ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଗୀତ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହେବା ପରେ ବଲିଉଡ…
୧୦୮ ଥର ସୂର୍ଯ୍ୟ ନମସ୍କାର କରି ଟ୍ରୋଲ ହେଲେ କରିନା
ବଲିଉଡ ଅଭିନେତ୍ରୀ କରିନା କପୁର ତାଙ୍କ ଫିଟନେସକୁ ନେଇ ବେଶ୍ ସଚେତନ। ଦୁଇ ସନ୍ତାନର ଜନ୍ମଦେବା ପରେ ମଧ୍ୟ ସେ ନିଜକୁ ଫିଟ କରିଛନ୍ତି। କରିନା କପୁର ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ବ୍ୟାୟାମର ଫଟୋ ଏବଂ ଭିଡିଓ ଶେୟାର କରନ୍ତି।…
ବୋଲ୍ଡ ଲୁକ୍ରେ ନଜର ଆସିଲେ ପ୍ରିୟଙ୍କାଙ୍କ ମ୍ୟାନେଜର
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ବୋଲ୍ଡ ଲୁକ୍ ପାଇଁ ଜଣାଶୁଣା। ଏପରିକି ପ୍ରିୟଙ୍କାଙ୍କ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲ୍କୁ ଅନୁକରଣ କରିଥାନ୍ତି। କିନ୍ତୁ ଜାଣନ୍ତି କି ପ୍ରିୟଙ୍କାଙ୍କ ମ୍ୟାନେଜର ବି ବଲିଉଡ୍ ଅଭିନେତ୍ରୀଙ୍କଠାରୁ କୌଣସି ଗୁଣରେ…
ଛାଡପତ୍ର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରିୟଙ୍କା
ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ଛାଡପତ୍ରକୁ ନେଇ ଗୁଜବ ଖବର ପ୍ରକାଶ ପାଉଛି। ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟ୍ରୁ ‘ଜୋନାସ’ ସରନେମ୍ ହଟାଇବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ନିକ ଏବଂ…
ମୁହଁ ଲୁଚାଇଲେ ଶିଳ୍ପାଙ୍କ ସ୍ବାମୀ, ଲୋକେ କହିଲେ…
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ଅଭିଯୋଗରେ ଧରାପଡ଼ିବା ପରେ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ନିକଟରେ ଶିଳ୍ପା ଏବଂ ରାଜଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ, ରାଜ ଫଟୋଗ୍ରାଫରଙ୍କୁ ଦେଖି…
କାଟ୍ରିନାଙ୍କ ମେହେନ୍ଦି ଖର୍ଚ୍ଚ ଏତିକି ଟଙ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କେଫ୍ ଏବଂ ଅଭିନେତା ଭିକି କୌଶଲ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହାନ୍ତରେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ ସମ୍ପନ୍ନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେମାନେ…
ଅଭିଷେକଙ୍କ ଓଜନ ୧୦୦ କିଲୋ
ମୁମ୍ବାଇ: ବଲିଉଡ୍ ନାୟକ ଅଭିଷେକ ବଚ୍ଚନ ଏବେ ଖୁବ୍ ଚର୍ଚ୍ଚାରେ । ଖୁବ୍ ଶୀଘ୍ର ତାଙ୍କୁ ବଲିଉଡ ମୁଭି ‘ବବ ବିଶ୍ୱାସ’ରେ ଦେଖିବାକୁ ମିଳିବ । କିଛିଦିନ ତଳେ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ବେଶ ପସନ୍ଦ…
ବାହା ନ ହୋଇ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ନିଜର ଜବରଦସ୍ତ ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସ୍ୱରା ଭାସ୍କର । ପର୍ସନାଲ ଲାଇଫରେ ବି ବେଶ୍ ଚର୍ଚ୍ଚିତ ଏହି ଅଭିନେତ୍ରୀ । ନିଜର ବେକାବୁ ବୟାନକୁ ନେଇ ବି ସେ ଖୁବ୍ ଚର୍ଚ୍ଚିିତ…
Archives


