ଛାଡପତ୍ର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରିୟଙ୍କା

ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ଛାଡପତ୍ରକୁ ନେଇ ଗୁଜବ ଖବର ପ୍ରକାଶ ପାଉଛି। ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ‘ଜୋନାସ’ ସରନେମ୍‌ ହଟାଇବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ନିକ ଏବଂ ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଉଭୟଙ୍କ ମଧ୍ୟରେ ସବୁକିଛି ଜଣାପଡିଛି। ଛାଡପତ୍ର ଖବର ମଧ୍ୟରେ ପ୍ରିୟଙ୍କାଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ନିକ ଜୋନାସ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।


ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପାଇଁ ପୋଷ୍ଟ କରନ୍ତି। ନିକଟରେ ନିକ୍‌ ନିଜ ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଏକ ପୋଷ୍ଟ ଶେୟାର କରି କହିଛନ୍ତି-ସମସ୍ତଙ୍କୁ ଧନ୍ୟବାଦ! ଧନ୍ୟବାଦ।’। ଏହାର ଜବାବରେ ପ୍ରିୟଙ୍କା କହିଛନ୍ତି- ମୁଁ ତୁମକୁ ବହୁତ ଭଲ ପାଏ। ପ୍ରିୟଙ୍କା ଦୁଇଟି ଛବି ମଧ୍ୟ ଶେୟାର କରି କ୍ୟାପସନରେ ସେ ଲେଖିଛନ୍ତି- ଏସବୁ ପାଇଁ ବହୁତ କୃତଜ୍ଞ। ନିକ ଜୋନାସଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଫଟୋରେ, ଲଭବାର୍ଡ ପରସ୍ପରର ଅତି ନିକଟତର ଥିବା ଦେଖାଯାଇଛି। ଏଥିସହିତ ନିକଙ୍କୁ ଏକ ରୋମାଣ୍ଟିକ ମୁଡରେ ମଧ୍ୟ ଦେଖାଯାଏ। ନିକଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷରେ ଟେଲିପରଦାରେ ଡେବ୍ୟୁ

ବମ୍ବେ: ୬୩ ବର୍ଷରେ ଟେଲି ପରଦାରେ ଡେବ୍ୟୁ କରିବାକୁ ସଜ ହେଲେଣି ଅଭିନେତ୍ରୀ ନୀତୁ କପୁର। ଲୋକପ୍ରିୟ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିଓ୍ବାନେ ଜୁନିୟର୍ସ’ରେ ସେ...

ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ,  ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର...

ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା

ବେଳେ ବେଳେ ସିରିଏଲ୍‌ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି।...

ଅଜୟଙ୍କ ନୂଆ ବଡିଗାର୍ଡକୁ ପ୍ରଶଂସା କଲେ ମୋଦି, ଶାହା

ମୁମ୍ବାଇ: ବିଭିନ୍ନ ସମୟରେ ନିଜ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟକ ଅଜୟ ଦେବଗନ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ତାଙ୍କର...

ଅଭିନୟ ନିଶାରେ ମାମୁନି

ମଧୁସ୍ମିତା ମହାନ୍ତି। ଜଲିଉଡ୍‌ରେ ମାମୁନି ଭାବେ ପରିଚିତା। ଛ’ ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିଲେ ନିଜ ଅଭିନୟ କ୍ୟାରିୟର। କେବଳ ନେଗେଟିଭ୍‌ ନୁହେଁ, ପଜିଟିଭ୍‌...

ହଲିଉଡ୍‌ରେ ଧନୁଷ

ମୁମ୍ବାଇ: ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡିର ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧନୁଷ । ଏହାସହ ସେ ବଲିଉଡର କିଛି...

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲଙ୍କ ପରଲୋକ

ମୁମ୍ବାଇ, ୬।୧୦: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ଦେହାନ୍ତ ହୋଇଛି। ନିଜେ ଅଜୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ...

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ଶୋ’ ନିର୍ମାତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ, ୧୯।୬: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶୋ’ର ନିର୍ମାତା ଶୋହନ ଚୌହାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୁମ୍ବାଇର ଆରେ କଲୋନୀସ୍ଥିତ...

Advertisement
Archives

Model This Week