ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି
ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ। ପରେ ଘୋଡ଼ା ଉପରେ ବସି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ। ପ୍ରଥମେ ପ୍ରବେଶ…
ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!
ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ କାର୍ଯ୍ୟ ଅର୍ଥାତ୍ ପୂଜାପାଠ ଆରମ୍ଭ ହୋଇଯାଇଛି । ବଲିଉଡର ଏହି ଚର୍ଚ୍ଚିତ ବିବାହକୁ…
ସୁନା ମୁଦି ବାଣ୍ଟିଲେ ଅଲ୍ଲୁ ଅର୍ଜୁନ
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି ବୋଲି କୁହାଯାଏ । କେବଳ ସେତିକି ନୁହେଁ ସାଉଥର ଏହି ସୁପରଷ୍ଟାର କ୍ରିୟୁ ମେମ୍ବରର୍ସଙ୍କୁ…
ମା’ ହେବେ କମେଡି କୁଇନ୍ !
ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଭଲ ଖବର ଦେବେ? ତେବେ ଭାରତୀ ପ୍ରଶଂସକମାନଙ୍କୁ…
ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଭିକି ନିଜ ନବବିବାହିତା ସ୍ତ୍ରୀଙ୍କୁ ଧରି ଭଡା ଘରେ ରହିବେ । ଏପରିକି ଖୁବ୍ଶୀଘ୍ର ସେମାନେ ଅନୁଷ୍କା ଶର୍ମା -ବିରାଟ କୋହଲିଙ୍କ…
ଏହି ଭଳି ହେବ ଭିକି- କାଟ୍ରିନାଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଆଜି ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ଫୋର୍ଟ ବାରୱାରାର ସିକ୍ସ ସେନ୍ସ ରିସର୍ଟରେ ବିବାହ କରିବେ ଏହି…
ଭିକି-କ୍ୟାଟ୍ରିନା: କିଛିକଥା
ଭିକି କୌଶଲ ହୁଅନ୍ତୁ ଅବା କ୍ୟାଟ୍ରିନା କୈଫ-ବଲିଉଡ୍ରେ ନିଜ ଅଭିନୟ ଦକ୍ଷତା ବଳରେ ଦୁହେଁ ଦର୍ଶକାଦୃତି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୁହିଁଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ହାଇପ୍ରୋଫାଇଲ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତ…
ଲାଗେ ପ୍ରେମ ନଜର
ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଲାଗେ ପ୍ରେମ ନଜର’। ଫିଲ୍ମଟିର ସମସ୍ତ କାମ ଶେଷ ହୋଇଛି ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ…
ଆଜି ପଡିବ ହାତଗଣ୍ଠି
ମୁମ୍ବାଇ: ବଲିଉଡ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିବେ ଏହି ଯୋଡି। ଏହି…
ଅହଂକାରୀ ଅଜୟ ପଡ଼ିଥିଲେ ଏହି ଅଭିନେତ୍ରୀଙ୍କ ପ୍ରେମରେ
ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ କରିଥିଲେ। ଅଜୟଙ୍କ ପ୍ରଥମ ଚଳଚ୍ଚିତ୍ର ସୁପରହିଟ ଥିଲା। ଏଥି ସହିତ କାଜଲଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ…
ଲେହେରା ଦୋ..
ବହୁ ପ୍ରତୀକ୍ଷିତ ବାୟୋପିକ୍ ‘୮୩’ ଏବେ ପୁଣି ଥରେ ଚର୍ଚ୍ଚାରେ। କାରଣ ଏଥିରେ ସଂଯୋଜିତ ଗୀତ ‘ଲେହେରା ଦୋ’ ବର୍ତ୍ତମାନ ବେଶ୍ ଭାଇରାଲ ହୋଇଛି। ୧୯୮୩ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ବର୍ଷ ଭାରତ ପ୍ରଥମ…
ଓ୍ବେବ୍ ସିରିଜ୍ରେ ଶ୍ରଦ୍ଧା
ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ନୂଆ ଦୁନିଆରେ ପାଦ ଦେଇଛନ୍ତି। ଚଳଚ୍ଚିତ୍ର ଏବଂ ଧାରାବାହିକ ପରେ ତାଙ୍କୁ ଓ୍ବେବ୍ ସିରିଜରେ ଦେଖିବାକୁ ମିଳିବ। ଚଳିତ ମାସ ୧୦ରୁ ପ୍ରସାରିତ ହେବାକୁ ଯାଉଥିବା ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ର ନୂଆ ଓ୍ବେବ୍ ସିରିଜ ‘ବ୍ରେକ୍…
Archives


