ମନୋରଞ୍ଜନ

୬୫ ବର୍ଷରେ ପାଦ ଦେଲେ ଅନିଲ

ମୁମ୍ବାଇ: ବୟସ ଯାହାଙ୍କ ପାଇଁ କେବଳ ଏକ ନମ୍ବର । ସେ ହେଉଛନ୍ତି ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଏଭରଗ୍ରୀନ୍ ନାୟକ ଅନିଲ କପୁର । ୬୫ ବର୍ଷ ବୟସରେ ପାଦ ଦେଇଥିବା ଅନିଲଙ୍କ ମୁହଁରେ କେବେ ବୟସର ଛାପ ଦେଖାଯାଇ ନାହିଁ…

ରିଲିଜ୍‌ ହେଉ ହେଉ ଲିକ୍‌

ମୁମ୍ବାଇ,୨୪।୧୨: ଡିଜିଟାଲ ପ୍ଲାଟଫର୍ମ ଡିଜନୀ+ହଟଷ୍ଟାରରେ ଶୁକ୍ରବାର ରିଲିଜ ହୋଇଛି ଅକ୍ଷୟ କୁମାର, ସାରା ଅଲି ଖାନ ଓ ଧନୁଶଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’। ଭିନ୍ନ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ରିଲିଜ ହେଉ ହେଉ ଲିକ୍‌ ହୋଇଯାଇଛି। ତାମିଲରକର୍ସ,…

ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ କଟ୍ରିନାଙ୍କ ସାନ ଯା’; ଉଡାଇସାରିଛନ୍ତି ସୈଫଙ୍କ ହୋସ୍‌…

ବମ୍ବେ: ନିକଟରେ ହାତକୁ ଦୁଇ ହାତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ଉଭୟ ଏବେ ହନିମୁନ୍‌ରୁ ଫେରି ନିଜ ନିଜ କାମକୁ ଫେରିଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ଥମି ନ…

ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର । ତାଙ୍କ ଷ୍ଟାଇଲ ସବୁଠାରୁ ନିଆରା । ହେଲେ ଚଙ୍କି ପାଣ୍ଡେଙ୍କ ଏହି ଅଲିଅଳି କନ୍ୟା…

ସୈଫଙ୍କ ମୁଣ୍ଡ ଫ୍ରାଇଂ ପ୍ୟାନ୍‌ରେ ଫଟାଇ ଦେବାକୁ ଚାହୁଁଥିଲେ ଅମୃତା, କାରଣ ଜାଣିଲେ…

ବମ୍ବେ: ଏକ ସମୟରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଅମୃତା ସିଂହ ଜଣେ ଥିଲେ। ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ହେଲେ ନିଜଠାରୁ ବୟସରେ କମ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ସେ ଚର୍ଚ୍ଚାର ବିଷୟ…

କାମକୁ ଫେରିଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ବିବାହ ଉତ୍ସବ ପାଇଁ କିଛି ଦିନ ହେବ କାମରୁ ବିରତି ନେଇଥିଲେ। ତେବେ ନିକଟରେ କ୍ୟାଟ୍ରିନା ତାଙ୍କ ଶୁଟିଂ ସେଟ୍‌କୁ ଫେରି ପୁଣି କାମ ଆରମ୍ଭ କରିଦେଇଛନ୍ତି। ଗୁରୁବାର ସେ ଶୁଟିଂ ସେଟ୍‌ରେ ନଜର…

୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ। ତେଙ୍କୁ ଘରେ ସମସ୍ତେ…

ବାହା ହେବେ ଅନିଲ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କେବେ କେବେ ଏହା ସତ ହୋଇଥିବା ବେଳେ କେବେ କେବେ ଏହା କେବଳ ଗସିପ୍ ହୋଇଥାଏ । ନିକଟରେ ବଲିଉଡ୍‌ର ମିଷ୍ଟର…

ସ୍କ୍ରିନ୍‌ରେ ଅବିବାହିତ, ଅସଲରେ ତିନି ସନ୍ତାନର ପିତା

ବମ୍ବେ: ପରଦାରେ ବାଡୁଅ ଯୁବକଙ୍କ ଭୂମିକା। ହେଲେ ବ୍ୟକ୍ତିଗତ ଜୀବନରେ ସେ ତିନୋଟି ସନ୍ତାନର ବାପା। ଆମେ କଥା ହେଉଛୁ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ଜରିଆରେ ଘରେ ଘରେ ପରିଚିତ ହୋଇଥିବା ପତ୍ରକାର ପୋପଟଲାଲ। ଟେଲିଭିଜନ…

ନକୁଲଙ୍କ ରିପୋର୍ଟ ପଜିଟିଭ୍‌

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ରେ ରାମ କପୁର ଭୂମିକାରେ ନଜର ଆସୁଥିବା ନକୁଲ ମେହେଟାଙ୍କୁ କରୋନା। ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ନକୁଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ନକୁଲ ପ୍ରଶଂସକଙ୍କୁ…

ହିରୋଇନ୍‌ଙ୍କୁ ପଛରେ ପକାଇବେ ବାହୁବଲୀର କଟପ୍ପାଙ୍କ ଝିଅ

ବମ୍ବେ: ବଲିଉଡ୍‌ରେ ଅନେକ ସିନେମା ରିଲିଜ ହୋଇଥାଏ। ହେଲେ ସେଥିରୁ କିଛି ଫିଲ୍ମ ଏପରି ଥାଏ ଯାହା ସବୁଦିନ ପାଇଁ ମନେ ରୁହେ। ଯେମିତି କି ‘ବାହୁବଲୀ’। ଏହି ଫିଲ୍ମରେ ଅନ୍ୟତମ ପ୍ରମୁଖ ଭୂମିକା ଥିଲା ‘କଟପ୍ପା’ଙ୍କର। ଅଭିନେତା ସତ୍ୟରାଜ ଏହି…

ଦୀର୍ଘଦିନ ପରେ ଫଟୋ ଶେୟାର କଲେ ଐଶ୍ୱର୍ଯ୍ୟା, ଲେଖିଲେ…

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ନିକଟରେ ଐଶ୍ୱର୍ଯ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri