ମନୋରଞ୍ଜନ

୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି…

ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସଲ୍ଲୁ ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀ ଲଞ୍ଚ କରିବା ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ସଲମାନ ତାଙ୍କ ବିଙ୍ଗ୍‌ ହ୍ୟୁମାନ୍‌ ଜରିଆରେ ସମାଜ ତଥା ଅନାଥ ପିଲାମାନଙ୍କ ପାଇଁ କାମ…

ସାପ କାମୁଡ଼ିବା ପରେ ଏବେ ଏମିତି ଅଛନ୍ତି ସଲମାନ

ମୁମ୍ବାଇ: ଭାଇଜାନ ତଥା ସଲମାନ ଖାନ୍‌ଙ୍କୁ ତାଙ୍କ ପାନଭେଲସ୍ଥିତ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ବିଳମ୍ବିତ ରାତିରେ ତାଙ୍କୁ କାମୋଥେ ଏମ୍‌ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାପ ବିଷାକ୍ତ ନ ଥିବାରୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ…

କାହାକୁ ଡେଟ୍ କରିବାକୁ ଚାହୁଁଛନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଫେରାଇ ଆଣିଥିବା ହରନାଜ ସାନ୍ଧୁ ଏବେ ସମସ୍ତଙ୍କ ନଜରରେ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ମନ ଖୋଲି କଥା…

ବଢ଼ିଲା ପୁଅ ସମ୍ମୁଖରେ ମଲାଇକା ପିନ୍ଧିଲେ ଏଭଳି ପୋଷାକ; ରାଗିକରି କ୍ଲାସ୍‌ ନେଇଗଲେ…

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏଠାରେ ସେ ପ୍ରଶଂସକଙ୍କୁ ଫ୍ୟାଶନଠାରୁ ଆରମ୍ଭ କରି ଫିଟ୍‌ନେସ୍‌ ପର୍ଯ୍ୟନ୍ତ ସବୁକିଛିକୁ ନେଇ ଟିପ୍ସ ଦେଇଥାନ୍ତି। ତାଙ୍କର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ହେଲେ କେବେକେବେ…

ଜଗନ୍ନାଥଙ୍କ ଦର୍ଶନରେ ହୁଏ ନୂଆବର୍ଷର ଆରମ୍ଭ: ଅଭିନେତ୍ରୀ ଶୀତଲ ପାତ୍ର

‘ଶ୍ରୀ ଜଗନ୍ନାଥ’ ଆଧ୍ୟାତ୍ମିକ ସିରିୟଲର ‘କେତକୀ’ ଚରିତ୍ରରୁ ‘ଚୋରଣୀ’ ଚଳଚ୍ଚିତ୍ରରେ ଜଣେ ଚୋରଣୀ ଭୂମିକା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚରିତ୍ରକୁ ବେଶ୍‌ ଦକ୍ଷତାର ସହ ତୁଲାଇଥିବା ଗ୍ଲାମର୍ସ ଅଭିନେତ୍ରୀ ଶୀତଲ ପାତ୍ର ଅଛନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ… ନୃତ୍ୟରୁ ହୋଷ୍ଟିଂ, ତା’ପରେ…

ଭାଇଜାନ୍‌ ସଲମାନ୍‌ଙ୍କୁ କାମୁଡ଼ିଲା ସାପ, ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରେ…

ମୁମ୍ବାଇ, ୨୬।୧୨: ଭାଇଜାନ୍‌ ସଲମାନ୍‌ ଖାଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ସାପ କାମୁଡ଼ିବାରୁ ଭୋର୍‌ ୩ଟାରେ ଚିକିତ୍ସା ଲାଗି ତାଙ୍କୁ ମୁମ୍ବାଇର କାମୋଠେ ସ୍ଥିତ ଏମ୍ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ଗଜିନରେ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ…

ବିବାହ ପରେ ପ୍ରଥମଥର ଏକାଠି ଖ୍ରୀଷ୍ଟମାସ ପାଳନ କଲେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ଷ୍ଟାର କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ବିବାହ ପରେ ପ୍ରଥମ ଥର ଏକାଠି ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଏହାର କିଛି ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।…

ଭଂସାଲିଙ୍କ ସହ କାମ କରିବାକୁ ଚାହାନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଆଣି ଦେଇଥିବା ହରନାଜ ସାନ୍ଧୁ ଏବେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଛନ୍ତି । ୨୧ ବର୍ଷୀୟ ଏହି ତରୁଣୀ ଇସ୍ରାଏଲରେ ଅନୁଷ୍ଠିତ ହାଇଥିବା ମିସ୍ ୟୁନିଭର୍ସ କଣ୍ଟେଷ୍ଟରେ…

ସାନ୍ତା ବେଶରେ ବିଗ୍‌ ବି’, ପ୍ରଶଂସକଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନେ ପ୍ରତ୍ୟେକ ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ତେଣୁ ଖ୍ରୀଷ୍ଟମାସକୁ ବା କିପରି ହାତଛଡ଼ା କରିବେ? ମେଗା ସୁପରଷ୍ଟାର ତଥା ବିଗ୍‌ ବି’ ଅମିତାଭ ବଚ୍ଚନ ମଧ୍ୟ ଖ୍ରୀଷ୍ଟମାସ ପାଳନ କରିବାକୁ ଆଦୌ ଭୁଲିନାହାନ୍ତି।…

ରୋମିଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହୋଇଥିଲେ କପିଲ ଦେବ; ବିବାହ ବି କରିଥାନ୍ତେ…

ବମ୍ବେ: ଗତକାଲି ରିଲିଜ ହୋଇ ଚର୍ଚ୍ଚାରେ ବହୁ ପ୍ରତିକ୍ଷିତ ଫିଲ୍ମ ‘୮୩’। ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଜୀବନୀ ଉପରେ ଏହା ପର୍ଯ୍ୟବେଶିତ। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri