ବିବାହ ପରେ ପ୍ରଥମଥର ଏକାଠି ଖ୍ରୀଷ୍ଟମାସ ପାଳନ କଲେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ଷ୍ଟାର କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ବିବାହ ପରେ ପ୍ରଥମ ଥର ଏକାଠି ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଏହାର କିଛି ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋରେ ଉଭୟ ଖୁବ୍ ଖୁସି ଥିବା ଓ ପରସ୍ପର ମଧ୍ୟରେ ହଜିଯାଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଘରକୁ ସୁନ୍ଦର ଭାବେ ଖ୍ରୀଷ୍ଟମାସ ଟ୍ରି ଓ ଆଲୋକମାଳରେ ସଜେଇବାର ଫଟୋ ବି କ୍ୟାଟ ଶେୟାର କରିଛନ୍ତି । ପରିବାର ସହ ଏମାନେ ମହା ଆଡମ୍ବରରେ ଖ୍ରୀଷ୍ଟମାସ ପାଳନ କରିବା ସହ ଏକାଠି ଡିନର କରିବାର କିଛି ଫଟୋ ବି ଶେୟାର କରାଯାଇଛି । ଆଉ ଏହି ନ୍ୟୁଲି ୱେଡେଡ କପୁଲଙ୍କ ଏସବୁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ଥିବାରୁ ହୋଟେଲ କି ରେସ୍ତୋରାଁରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରିବାକୁ ବାରଣ କରାଯାଇଛି । ତେଣୁ ସେଲିବ୍ରିଟିମାନେ ନିଜ ନିଜ ଘରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବେବିବମ୍ପ୍‌ ସହ ରାସ୍ତାରେ ନଜର ଆସିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର...

ନିଜ ପ୍ରଥମ କ୍ରସ ବିଷୟରେ କଥା ହେଲେ ଜ୍ୟାକଲିନ

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ତାଙ୍କର ପ୍ରଥମ କ୍ରସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଅଭିନୀତ...

ସିନ୍ଦେଙ୍କୁ ନେଇ ଏମିତି କହିଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଶିବସେନାର ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରକୁ ନେଇ ବିବାଦରେ ଥିଲେ। ବର୍ତ୍ତମାନ କଙ୍ଗନା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ...

ପ୍ରିୟଙ୍କା ଲଞ୍ଚ କଲେ ନିଜର ହେୟାର ବ୍ରାଣ୍ଡ

ମୁମ୍ବାଇ: ଅଭିନୟ ଓ ଗୀତ ଗାଇବା ପରେ ଏବେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଉ ଏକ କାମ କରିଛନ୍ତି । ନିକଟରେ ପିସି...

କରୀନା ଶେୟାର କଲେ ପୁଅ ତୈମୁରଙ୍କ ଫଟୋ, କହିଲେ…

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର କିଛି ଦିନ ତଳେ ଦ୍ୱିତୀୟ ଥର ମା’ ହୋଇଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ନିଜ ସମ୍ପର୍କରେ ଅପ୍‌ଡେଟ୍‌...

ସୋସିଆଲ ମିଡିିଆରେ ଟ୍ରୋଲ ହେବା ପରେ କମେଣ୍ଟ ସେକ୍ସନ ବନ୍ଦ କଲେ ସୋନମ

ମୁମ୍ବାଇ : ରବିବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖାଲି ସିନେ ଜଗତ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ସମସ୍ତେ ଏହି ଆତ୍ମହତ୍ୟାର...

ପାକିସ୍ତାନରୁ ଫେରି ଓ୍ବାଘା ବର୍ଡରରେ ମିକାଙ୍କ ଭାରତମାତାର ଜୟଗାନ, ଟ୍ରୋଲ କଲେ ଫ୍ୟାନ୍‌

ବଲିଉଡ୍‌ ସିଙ୍ଗର ମିକା ସିଂ ପାକିସ୍ତାନରୁ ଇଣ୍ଡିଆ ଫେରିଆସିଛନ୍ତି। କେବେ ଫେରିଛନ୍ତି ସେ ସମ୍ପର୍କରେ ଜଣାନାହିଁ। ମାତ୍ର ମିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ...

ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

Advertisement
Archives

Model This Week