ବିବାହ ପରେ ପ୍ରଥମଥର ଏକାଠି ଖ୍ରୀଷ୍ଟମାସ ପାଳନ କଲେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ଷ୍ଟାର କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ବିବାହ ପରେ ପ୍ରଥମ ଥର ଏକାଠି ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଏହାର କିଛି ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋରେ ଉଭୟ ଖୁବ୍ ଖୁସି ଥିବା ଓ ପରସ୍ପର ମଧ୍ୟରେ ହଜିଯାଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଘରକୁ ସୁନ୍ଦର ଭାବେ ଖ୍ରୀଷ୍ଟମାସ ଟ୍ରି ଓ ଆଲୋକମାଳରେ ସଜେଇବାର ଫଟୋ ବି କ୍ୟାଟ ଶେୟାର କରିଛନ୍ତି । ପରିବାର ସହ ଏମାନେ ମହା ଆଡମ୍ବରରେ ଖ୍ରୀଷ୍ଟମାସ ପାଳନ କରିବା ସହ ଏକାଠି ଡିନର କରିବାର କିଛି ଫଟୋ ବି ଶେୟାର କରାଯାଇଛି । ଆଉ ଏହି ନ୍ୟୁଲି ୱେଡେଡ କପୁଲଙ୍କ ଏସବୁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ଥିବାରୁ ହୋଟେଲ କି ରେସ୍ତୋରାଁରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରିବାକୁ ବାରଣ କରାଯାଇଛି । ତେଣୁ ସେଲିବ୍ରିଟିମାନେ ନିଜ ନିଜ ଘରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ପ୍ଲାଟ୍‌ଫର୍ମରେ ‘ଅଂଗ୍ରେଜୀ ମିଡିୟମ’

ମୁମ୍ବାଇ: ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ରିଲିଜ ପୂର୍ବରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ...

ସ୍ପଷ୍ଟ କଲେ ରିୟା: ‘ବୀରେ ଦି ଓ୍ବେଡିଂ’ର ଆସିବ ସିକ୍ୟୁଏଲ

ବମ୍ବେ: ୨୦୧୮ରେ ରିଲିଜ ହୋଇଥିଲା କରିନା କପୁର ଖାଁ, ସୋନମ କପୁର, ସ୍ବରା ଭାସ୍କର, ଶିଖା ତଲ୍ସିନିୟା ଅଭିନୀତ ‘ବୀରେ ଦି ଓ୍ବେଡିଂ’। ଏବେ ଏହାର...

ଶୁଟିଂ ସମୟରେ ସାନିଟାଇଜର ସିଞ୍ଚନ କଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଶେଳୀରେ ଦେଖିବାକୁ ମିଳୁଛି। ଏହି...

୨୬ ବର୍ଷ ସାନ ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜଙ୍ଗଲରେ କରିଥିଲେ ବିବାହ

ବଲିଉଡର ପ୍ରସିଦ୍ଧ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ସେ ନିଜଠାରୁ ୨୬ ବର୍ଷ ସାନ ଅଙ୍କିତା କୋନୱାରଙ୍କୁ ବିବାହ କରିଥିଲେ।...

ଏହି ପ୍ରସିଦ୍ଧ ଅଭିନେତ୍ରୀ ସିଗାରେଟ୍‌ ଟାଣୁଥିବା ଫଟୋ ଭାଇରାଲ

ସାଉଥ ଇଣ୍ଡଷ୍ଟ୍ରି ହେଉ କି ବଲିଉଡ ଚମତ୍କାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। କାଜଲ...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ କଙ୍ଗନା

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର...

ପୌରାଣିକ ଧାରାବାହିକ: ବଢ଼ୁଛି ଆଦର

ଘରେ ବସି ମନୋରଞ୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟେଲିଭିଜନ୍‌। ଦିନ ଥିଲା, ଖବର ଜାଣିବାକୁ ହେଉ ଅବା ଗୀତ-ନାଟକ ଶୁଣିବାକୁ ରେଡିଓ ଉପରେ...

୧୮ ବର୍ଷ ପୂରଣ ହେବା ପୂର୍ବରୁ ମା’ ହୋଇଥିଲେ ଏହି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ସୋମବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଏପ୍ରିଲ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ...

Advertisement
Archives

Model This Week