ବେବି ବମ୍ପ ଦେଖାଇ ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିଲେ ଭାରତୀ
ବମ୍ବେ: ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ। କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ ସେ। ଏହାପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏବେ ଭାରତୀ ଇନ୍ଷ୍ଟାଗ୍ରାମରେ ନିଜର…
ଅଭିନେତ୍ରୀଙ୍କ ବୋଲ୍ଡ ଲୁକ୍ ଦେଖି ପ୍ରଶଂସକ ଘାଇଲା
ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଷ୍ଟାଇଲ୍ ଏବଂ ବୋଲ୍ଡ ଲୁକ୍କୁ ନେଇ ପ୍ରଶଂସକଙ୍କୁ ଘାଇଲା କରିଦିଅନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ମୋନାଲିସାଙ୍କ ଦେଶ ବିଦେଶରେ କୋଟି କୋଟି…
ଭାଙ୍ଗିଥିଲା ନିର୍ବନ୍ଧ; କେବଳ ଏହି ସର୍ତ୍ତରେ ବିବାହ କରିବାକୁ ହଁ ଭରିଥିଲେ ଅକ୍ଷୟ
ବମ୍ବେ: ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା ଜଣେ ଅଭିନେତ୍ରୀ ଭାବେ ଯେତିକି ଖ୍ୟାତ ସେତିକି ଜଣେ ଲେଖିକା ଭାବେ ମଧ୍ୟ। ବାପା ରାଜେଶ ଖାନ୍ନା ଏବଂ ତାଙ୍କର ଜନ୍ମଦିନ ଏକାଦିନରେ ପଡେ। ଟ୍ବିଙ୍କଲଙ୍କ ଜନ୍ମ ସମୟରେ ରାକେଶଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା।…
ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଅର୍ଜୁନ
କପୁର ପରିବାରରେ କରୋନା ବୋମା ଫୁଟିଛି। ବୋନି କପୁରଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର, ଝିଅ ଅଂଶୁଳା କପୁର ଏବଂ ଅନିଲ କପୁରଙ୍କ ଝିଅ ରିୟା ଏବଂ ଜ୍ୱାଇଁ କରଣ ବୁଲାନି କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ବର୍ଷରେ ଦ୍ୱିତୀୟ…
ସାତ ବର୍ଷ ପରେ ଅଲଗା
ମୁମ୍ବାଇ: ଅଲଗା ହୋଇଛନ୍ତି ଟେଲିଭିଜନ ଦୁନିଆର ଲୋକପ୍ରିୟ ଯୋଡି ଭିଭିଆନ୍ ଡିସେନା-ବାହ୍ବିଜ୍। ଛାଡପତ୍ର ପରେ ଭାଙ୍ଗଛି ସାତ ବର୍ଷର ସମ୍ପର୍କ। ଏନେଇ ଦୁହେଁ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି। ସାତ ବର୍ଷ ପୂର୍ବେ ଉଭୟେ ବିବାହ…
ନାଁ ବଦଳିଲା; ଏବେ ବଡ଼ ପରଦାକୁ ଆସିବ ‘ମାଇଣ୍ଡ ଗେମ୍’
ଭୁବନେଶ୍ୱର: ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହେବ ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’। ବିବାଦ ପରେ କେବଳ ଏହାର ଟାଇଟଲ୍ ବଦଳିଛି। ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଦିଆଯାଇଛି ସୂଚନା। ପ୍ରଯୋଜକ ଶ୍ରୀଧର…
୨୦୨୨ରେ ବିବାହ କରିବେ ବଲିଉଡ୍ର ଏହିସବୁ ଯୋଡ଼ି
ମୁମ୍ବାଇ: ୨୦୨୨ରେ ବଲିଉଡ୍ର କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଲିଆ-ରଣବୀର,ଅର୍ଜୁନ-ମଲାଇକା,ଆଦର-ତାରା,କିଆରା-ସିଦ୍ଧାର୍ଥ, ରାହୁଲ-ଆଥିଆ। ଆଲିଆ-ରଣବୀର: ୨୦୧୮ରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ମଧ୍ୟରେ ପ୍ରେମସମ୍ପର୍କ ଚାଲିଆସୁଛି। ତେବେ ଏହି ଯୋଡ଼ି ୨୦୨୨ରେ…
ଏହି ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ କରନ୍ ଜୋହର; ଏଭଳି କହିଥିଲେ ମନକଥା
ବମ୍ବେ: ନିଜ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଟ୍ବିଙ୍କଲ ଖନ୍ନା। ‘ବରସାତ’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ସେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଲଭ୍ କେ ଲିଏ କୁଛ ଭି…
ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି
ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍ ଖତ୍’ ଫିଲ୍ମରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ୍ଏହା ପରେ ଅନେକ ସୁପରହିଟ ଫିଲ୍ମରେ କାମ କରିଥିଲେ।…
‘ବଚପନ୍ କା ପ୍ୟାର’ ଫେମ୍ ସହଦେବଙ୍କ ଚେତା ଫେରିଲା…
ନୂଆଦିଲ୍ଲୀ, ୨୯।୧୨: ‘ଜାନେ ମେରୀ ଜାନେମନ, ବଚପନ୍ କା ପ୍ୟାର’ ଗୀତରେ ବେଶ୍ ପରିଚିତି ହାସଲ କରିଥିବା ସହଦେବ ଦିର୍ଦୋଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଦାର ଆସିଛି। ତାଙ୍କର ଚେତା ଫେରିଛି। କୁହାଯାଉଛି ଯେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ସହଦେବଙ୍କ ଚେତା ଫେରିଛି।…
ଘୁଞ୍ଚିଲା ‘ଜର୍ସି’ ରିଲିଜ ତାରିଖ
ମୁମ୍ବାଇ: ସାହିଦ କପୁରଙ୍କ ଏ ପର୍ଯ୍ୟନ୍ତ ଶେଷ ଚଳଚ୍ଚିତ୍ର କବୀର ସିଂ ଯାହାକି ୨ ବର୍ଷ ପୂର୍ବେ ପରଦାକୁ ଆସିଥିଲା। ସିନେମାଟି ଲୋକଙ୍କ ଦ୍ୱାରା ବହୁ ଆଦୃତ ପାଇଥିଲା। ତା ପରଠୁ ସେ ଆଉ କୌଣସି ସିନେମା କରିନାହାନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ…
ପୁଣି ଘୁଞ୍ଚିଲା ରିଲିଜ୍ ତାରିଖ
ମୁମ୍ବାଇ,୨୮।୧୨: ଶାହିଦ କାପୁର ଓ ମ୍ରୁନାଲ ଠାକୁର ଏବେ ନୂଆ ଫିଲ୍ମ ‘ଜର୍ସି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନେକ ଥର ରିଲିଜ ତାରିଖ ଘୁଞ୍ଚିବା ପରେ ଫିଲ୍ମଟି ଆସନ୍ତା ୩୧ ତାରିଖରେ ରିଲିଜ୍ ହେବାର ଥିଲା। କିନ୍ତୁ ଦେଶରେ କୋଭିଡ୍ ଏବଂ…
Archives


