ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଅର୍ଜୁନ

କପୁର ପରିବାରରେ କରୋନା ବୋମା ଫୁଟିଛି। ବୋନି କପୁରଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର, ଝିଅ ଅଂଶୁଳା କପୁର ଏବଂ ଅନିଲ କପୁରଙ୍କ ଝିଅ ରିୟା ଏବଂ ଜ୍ୱାଇଁ କରଣ ବୁଲାନି କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ବର୍ଷରେ ଦ୍ୱିତୀୟ ଥର ଅର୍ଜୁନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିକଟରେ କରିସ୍ମା କପୁରଙ୍କ ଖ୍ରୀଷ୍ଟମାସ ପାର୍ଟିରେ ଅର୍ଜୁନ ମଲାଇକାଙ୍କ ସହ ନଜର ଆସିଥିଲେ। କରୋନା ଚିହ୍ନଟ ହେବାପରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଅର୍ଜୁନ ନିଜକୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି। ଏହାସହ ବିଏମସି ମଧ୍ୟ କପୁର ଆପାର୍ଟମେଣ୍ଟକୁ ସିଲ୍‌ କରି ଦେଇଛି। ଖ୍ରୀଷ୍ଟମାସ ପାର୍ଟିରେ ଯୋଗ ଦେଇଥିବା ସେଲିବ୍ରିଟିଙ୍କ କରୋନ ଟେଷ୍ଟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣିଲେ…

ବର୍ତ୍ତମାନ କାଟ୍ରିନା ଭିକି କୌଶଲଙ୍କ ବିବାହକୁ ନେଇ ଫ୍ୟାନ୍ ଫଲୋର୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢ଼ିଛି। ତେବେ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି।...

ଶାହରୁଖଙ୍କ ଝିଅ ସୁହାନାଙ୍କ ଜୋତାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରାୟତଃ କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ସୁହାନା...

ଶେଷରେ ମିଳିଲା ଜାମିନ; ଟ୍ରେଣ୍ଡ ହେଉଛି ‘ଉଇ ସପୋର୍ଟ ପର୍ଲ’

ବମ୍ବେ: ଟେଲି ପରଦାର ଅନ୍ୟତମ ଲୋକପ୍ରିୟ ଅଭିନେତା ପର୍ଲ ବି ପୁରୀ ନାବାଳିକା ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଏହା ପରିବାର ସହ ପ୍ରଶଂସକଙ୍କୁ ଶକ୍ତ...

ପ୍ରଥମ ଭାରତୀୟ ମହିଳା ରେସଲର କବିତା ଦେବୀଙ୍କର ହେବ ବାୟୋପିକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀ ନିଜ ରେସଲିଂ ଦମରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। କବିତା ଦେବୀଙ୍କ ପରିଚୟ ଏମିତି...

ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବ କୈଳାସ ଖେରଙ୍କ ‘ଜଜ୍‌ବା ଏ ଭାରତ’

ବମ୍ବେ: କରୋନା ସହ ଲଢ଼େଇରେ କୋଭିଡ ଯୋଦ୍ଧାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ବାହାଦୂରୀ, ପ୍ରତିବଦ୍ଧତା ଏବଂ ଉତ୍ସାହକୁ ସମ୍ମାନ ଜଣାଇବେ ପଦ୍ମଶ୍ରୀ କୈଳାସ...

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

‘ଆମ ବ୍ୟକ୍ତିଗତ ଜୀବନ ସହ ଖେଳ ନାହିଁ’

ମୁମ୍ବାଇ: କିଛିିଦିନ ହେବ ଖବର ଶୁଣିବାକୁ ମିଳୁଛି ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ମା’-ବାପା ହେବାକୁ ଯାଉଛନ୍ତି। ଏହି ଖବର ଚାରିଆଡ଼େ ଚର୍ଚ୍ଚା।...

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌...

Advertisement
Archives

Model This Week