ମନୋରଞ୍ଜନ

ବିଛଣାରୁ ଉଠି ପାରୁନାହାନ୍ତି ନୋରା

ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ଅର୍ଜୁନ କପୁର ଏବଂ ରିୟା କପୁର କରୋନା ଆକ୍ରାନ୍ତ ହେବା ପରେ ଏବେ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା…

ନୋରାଙ୍କୁ କରୋନା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ପୁଣିଥରେ ହାହାକାର ହୋଇଥିବା ବେଳେ ମନୋରଞ୍ଜନ ଦୁନିଆ ବି ଏଥିରୁ ବାଦ୍ ଯାଉନି । କିଛିଦିନ ପୂର୍ବେ ନାୟିକା କରିନା କପୁର ଖାଁ ଓ ଅମୃତା ଅରୋଡା କରୋନାରେ ପୀଡ଼ିତ ହୋଇଥିବା ବେଳେ…

ଏହି ଅଭିନେତ୍ରୀଙ୍କ ଫିଲ୍ମ ଦେଖନ୍ତି ନାହିଁ ସଲମାନ

ମୁମ୍ବାଇ: ଭାଇଜାନ ଭାବେ ପରିଚିତ ସଲମାନ ଖାନ୍‌ ବଲିଉଡ୍‌ରେ ଜଣେ ଆଗଧାଡ଼ିର ଅଭିନେତା। ସେ ଅନେକ ଅଭିନେତ୍ରୀମାନଙ୍କ ସହ କାମ କରିଛନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ଫିଲ୍ମ ସେ ଆଦୌ ଦେଖନ୍ତି ନାହିଁ। ତେବେ କାହିଁକି ଦେଖନ୍ତିନି ଜାଣନ୍ତୁ ସେ ସମ୍ପର୍କରେ……

ନିଜକୁ ଶାହାରୁଖଙ୍କ ପରି ଏମିତି ସଜାଇଲେ ଯୁବତୀ, କାରଣ ଜାଣିଲେ…

କିଛି ଲୋକଙ୍କ କୌଶଳ ଏତେ ଆଶ୍ଚର୍ଯ୍ୟଜନକ ଯେ ସମସ୍ତଙ୍କ ଧ୍ୟାନ ସେମାନଙ୍କ ଆଡ଼କୁ ଚାଲିଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଜଣେ ଯୁବତୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମେକଅପ୍‌ ସାହାଯ୍ୟରେ ନିଜକୁ ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ…

‘ଆର୍‌ଆର୍‌ଆର୍‌’ର ରିଲିଜ୍‌ ତାରିଖ ବଦଳିବନି

ମୁମ୍ବାଇ : ଏସ୍‌.ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍‌ମ ‘ଆର୍‌ଆର୍‌ଆର୍‌’ ଛଅ ହଜାରରୁ ଅଧିକ ପରଦାରେ ମୁକ୍ତିଲାଭ କରିବ। ଏହି ଫିଲ୍‌ମରେ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଗତ କିଛି ଦିନ ହେବ…

ବିଧାୟକଙ୍କୁ ଅଜ୍ଞାନୀ, ମୁର୍ଖ କହିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ବ୍ୟତୀତ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର ମତାମତ ଦେଇଥାନ୍ତି। ଏବେ ଭାଜପା ନେତା ତଥା ବିଧାୟକ ସୁଧୀର ମୁଙ୍ଗତିଓ୍ବାରଙ୍କୁ ଟିପ୍ପଣୀ ଦେଇ…

ଚୁମ୍ବନ ଦେବା କାର୍ତ୍ତିକଙ୍କୁ ଭାରି କଷ୍ଟ: ୩୭ ଟେକ୍‌ ପରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ‘ପ୍ୟାର କା ପଞ୍ଚନାମା’ ଫିଲ୍ମ ସହ ରାତାରାତି ଷ୍ଟାର୍‌ ପାଲଟିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।…

ଅକ୍ଷୟ କରି ନ ଥିଲେ ଏଭଳି ଭୁଲ୍‌, ଟ୍ବିଙ୍କଲଙ୍କ ସ୍ଥାନରେ ସ୍ତ୍ରୀ ହୋଇଥାନ୍ତେ ରବିନା

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ରବିନା ଟଣ୍ଡନ ୯୦ ଦଶକର ଏକ ସୁପରହିଟ୍‌ ଯୋଡ଼ି। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା। ଏହି ଫିଲ୍ମର ‘ଟପ୍‌ ଟିପ୍‌ ବର୍ଷା ପାନି’ ଗୀତ ବହୁତ ହିଟ୍‌ ହୋଇଥିଲା। ଉଭୟଙ୍କ…

ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲିଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କା ଶର୍ମା ଅଛନ୍ତି। ଭାମିକା ଏବଂ…

ସୋସିଆଲ ମିଡିଆରେ ଅତରଙ୍ଗୀକୁ ବିରୋଧ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’କୁ ଜୋରଦାର ବିରୋଧ କରାଯାଉଛି। କୁହାଯାଉଛି ଯେ ଏହି ଫିଲ୍ମରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରାଯାଉଛି ଆଉ ଅପମାନ କରାଯାଉଛି। ନିକଟରେ ରିଲିଜ ହୋଇଥିବା ଅକ୍ଷୟ କୁମାର, ଧନୁଷ…

ସଲମାନଙ୍କୁ ଜନ୍ମଦିନରେ ଏମିତି ଉପହାର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାଇଁ ୫୬ତମ ଜନ୍ମଦିନ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଅନେକ ସେଲିବ୍ରିଟ ପାନଭେଲରେ ସଲମାନଙ୍କ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିବାବେଳେ ଅନେକ ସୋସିଆଲ ମିଡିଆରେ ଥ୍ରୋବ୍ୟାକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲ୍ଲୁ…

ବେବି ବମ୍ପ ଦେଖାଇ ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିଲେ ଭାରତୀ

ବମ୍ବେ: ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ। କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ ସେ। ଏହାପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏବେ ଭାରତୀ ଇନ୍‌ଷ୍ଟାଗ୍ରାମରେ ନିଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri