ଫଶିଗଲେ ଶ୍ୱେତା
ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି। ଶ୍ୱେତାଙ୍କ ଏହି କଥା ହିନ୍ଦୁ ଧର୍ମର ଲୋକଙ୍କ ଭାବନାରେ ଆଘାତ ଲାଗିଛି। ଏଭଳି ବିବାଦୀୟ…
କଲେଜ ସେକ୍ରେଟାରୀ ଦୀପ୍ତିଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଏହି ଅଭିନେତା, ଚାରି ଦିନ ନ ପୂରୁଣୁ…
ବମ୍ବେ: କଲେଜ ସମାରୋହରେ ଅତିଥି ଭାବେ ନିମନ୍ତ୍ରଣ ପାଇଥିଲେ। ହେଲେ ସେଠାକୁ ଯିବାପରେ ସେହି କଲେଜ୍ର ସେକ୍ରେଟାରୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଛି ଏଭଳି ପ୍ରେମକାହାଣୀ ହେଉଛି ଲୋକପ୍ରିୟ ମରାଠି ଏବଂ ବଲିଉଡ୍ ଅଭିନେତା ଶ୍ରେୟଶ ତଲପଡେଙ୍କର। ଏବେ ସେହି କଲେଜ ସେକ୍ରେଟାରୀ…
‘ପଞ୍ଜାବୀ କ୍ୟାଟ୍ରିନା’ରୁ ଦେଶର ସ୍ପନ୍ଦନ ପାଲଟିଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ ପାଲଟିଥିବା ଶେହନାଜ ଗିଲ୍ଙ୍କ ଆଜି ହେଉଛି ଜନ୍ମଦିନ। ଜାନୁୟାରୀ ୨୭ରେ ୨୯ ବର୍ଷ ତଳେ ଜନ୍ମ ହୋଇଥିଲେ ଶେହନାଜ। ଆଜିର ଏହି ସ୍ବତନ୍ତ୍ର ଦିନରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବିଷୟରେ ଜାଣନ୍ତୁ…
ବିବାହ ବନ୍ଧନରେ ଆବଦ୍ଧ ହେଲେ ମୌନୀ
ବଲିଉଡ୍ ଅଭିନେତ୍ରୀ ମୌନୀ ରୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପ୍ରେମିକ ସୁରଜ ନାମ୍ବିଆର୍ଙ୍କୁ ବିବାହ କରିଛନ୍ତି। ବିବାହର ପ୍ରଥମ ଫଟୋ ଭାଇରାଲ ହୋଇଛି। ଦୁହେଁ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ସହିତ ସାତ ଫେରା ନେଇଥିଲେ।…
ସଲମାନଙ୍କ ଗୋଟିଏ ପରାମର୍ଶ ବଦଳାଇ ଦେଇଥିଲା ଏହି ଅଭିନେତାଙ୍କ କ୍ୟାରିୟର
ବଲିଉଡ ଅଭିନେତା ବବି ଦେଓଲ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ବବି ‘ବରସାତ୍’ ଫିଲ୍ମ ଜରିଆରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଧର୍ମବୀର ଫିଲ୍ମରେ ଶିଶୁ କଳାକାର ଭାବରେ ମଧ୍ୟ ନଜର ଆସିଥିଲେ। ବବି ତାଙ୍କର ପ୍ରଥମ…
ଆଜି ହାତକୁ ଦି’ହାତ ହେବେ ମୌନୀ
ମୁମ୍ବାଇ: ବିବାହ ବନ୍ଦନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ମୌନୀ ରୟ। ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ଆଜି ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହା ପୂର୍ବରୁ ବୁଧବାର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ…
କମେଡି କିଙ୍ଗ୍ ସୋସିଆଲ ମିଡ଼ିଆରେ ଅପଲୋଡ୍ କଲେ ୨୮ ବର୍ଷ ତଳର ପୁରୁଣା ଫଟୋ…
ମୁମ୍ବାଇ, ୨୭।୧ : ସେଲିବ୍ରିଟିମାନଙ୍କ ଜୀବନ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ସାଧାରଣତଃ ଉତ୍ସାହ ଦେଖିବାକୁ ମିଳିଥାଏ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏପରି ପରିସ୍ଥିତିରେ, ଯଦି ସେମାନଙ୍କର ପିଲାଦିନର ପୁରୁଣା…
ଭାଇଜାନ୍ଙ୍କ ପିଲାଦିନର ଶର୍ଟଲେସ୍ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…
ମୁମ୍ବାଇ, ୨୭।୧ : ସମ୍ପ୍ରତି ବଲିଉଡ ଅଭିନେତା ଭାଇଜାନ୍ ସଲମାନ୍ ଖାଁଙ୍କର ସୁନ୍ଦର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଫଟୋରେ ଭାଇଜାନ୍ଙ୍କୁ ଚିହ୍ନବା ପ୍ରଶଂସକଙ୍କ ପାଇଁ କଷ୍ଟକର ହେଉଥିବାବେଳେ କେହି କେହି ଏହି ସୁନ୍ଦର ଫଟେରକୁ…
ରିଲିଜ୍ ତାରିଖ ବାତିଲ୍
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ସଫଳତା ପାଇବା ପରେ ଫିଲ୍ମ ନିର୍ମାତା ଅଲ୍ଲୁଙ୍କ ସୁପରହିଟ୍ ଫିଲ୍ମ ‘ବୈକୁଣ୍ଠପୁରମୁଲୋ’ ଜାନୁୟାରୀ ୨୬ରେ ହିନ୍ଦୀ ଭର୍ସନରେ ରିଲିଜ୍ ହେବାକୁ ଘୋଷଣା କରାଯାଇଥିଲା। ତେବେ କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ଫିଲ୍ମ…
ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍ ସରୋଗେସି ମାଧ୍ୟମରେ ନିକଟରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ…
ଶାହାରୁଖ୍ଙ୍କ ଗୀତ ତାଳେ ତାଳେ ନାଚିଲେ ମନ୍ଦିରା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମୌନୀ ରୟ ଏବଂ ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତାଙ୍କର ବିବାହ ଗୁରୁବାର ଗୋଆରେ ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଛି। ତେବେ…
‘ବିନା ଅନୁମତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ବ୍ୟବହାର କରନ୍ତୁ ନାହିଁ’
ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାର ଏକ ବିବୃତ୍ତି ଜାରି କରି ପ୍ରୋଜେକ୍ଟରେ ସ୍ବର୍ଗତ ଅଭିନେତାଙ୍କ ନାମ ବ୍ୟବହାର ପୂର୍ବରୁ ସମସ୍ତଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି। ସିଦ୍ଧାର୍ଥଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଶେହନାଜ ଗିଲ୍ ଏହି ବିବୃତ୍ତିକୁ ଶେୟାର…
Archives


