ଶାହାରୁଖ୍‌ଙ୍କ ଗୀତ ତାଳେ ତାଳେ ନାଚିଲେ ମନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଏବଂ ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତାଙ୍କର ବିବାହ ଗୁରୁବାର ଗୋଆରେ ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଛି। ତେବେ ଆଜି ମୌନୀଙ୍କର ହଳଦୀ ଉତ୍ସବ ହୋଇଥିଲା। ତେବେ ହଳଦୀ ଉତ୍ସବର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହରେ ଅର୍ଜୁନ ବିଜଲାନି, ମନ୍ଦିରା ବେଦୀ, ମିଟ ବ୍ରଦର୍ସ ଏବଂ ଓମକାର କପୁର ଭଳି ସେଲିବ୍ରିଟି ଯୋଗ ଦେଉଛନ୍ତି ବୋଲି ଜଣାପଡିଛି। ନିକଟରେ ମୌନୀଙ୍କର ହଳଦୀ ଉତ୍ସବରେ ମନ୍ଦିରା ବେଦୀ ମେହେନ୍ଦୀ ଲାଗା କେ ରାଖନା ଏବଂ ଦିଲୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ ଭଳି ଗୀତରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ମନ୍ଦିରା ଏକ ହଳଦିଆ ଟ୍ୟୁବ ଟପ୍‌ ଏବଂ ଲେହେଙ୍ଗାରେ ନଜର ଆସୁଥିଲେ। ମୌନୀ ମଧ୍ୟ ଏକ ଧଳା ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ କାହା ଫୋନ୍‌ ଉଠାଇବେ ସ୍ଥିର କରୁଥିଲେ ରିୟା, ଛାଇ ଭଳି ରଖୁଥିଲେ ନଜର

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛି। ଏବେ କାଠଗଡ଼ାରେ ଫସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ...

ଏହି ଅଭିନେତ୍ରୀଙ୍କ ପାଇଁ ଶୁଟିଂ ସେଟ୍‌ରେ ପ୍ରବଳ ରାଗି ଯାଇଥିଲେ ରେଖା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ରେଖା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ମୁହଁରେ ଆଜି ବି ଚମକ ଅକ୍ଷୁଣ୍ଣ ରହିଛି। ତାଙ୍କ ସମୟରେ...

ରିଲିଜ୍ ହେଲା ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିନେତା ସାହିଦ କପୁର । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ଜର୍ସି’ରେ...

ସୁଯୋଗ ଅପେକ୍ଷାରେ ଜରିନ

ବଲିଉଡ୍‌ ଅଭିନେତ୍ରୀ ଜରିନ ଏବେ ସୁଯୋଗ ଅପେକ୍ଷାରେ ଅଛନ୍ତି। କାମ କରିବା ପାଇଁ ତାଙ୍କୁ ଅଫର ମିଳୁ ନ ଥିବା ଅଭିନେତ୍ରୀ ପରୋକ୍ଷ ଭାବେ ଗଣମାଧ୍ୟମକୁ...

ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ...

ପ୍ରଥମେ ହତ୍ୟା ଧମକ ପରେ ‘ରେଷ୍ଟ ଇନ୍‌ ପିସ୍‌ ଉର୍ଫି’ ପୋଷ୍ଟ; ଚିନ୍ତାରେ ଅଭିନେତ୍ରୀ

ବମ୍ବେ: ନିଜର ଅଜବ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଷ୍ଟୋରୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ଲଭ୍‌ବାର୍ଡ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ । ୫ ବର୍ଷର ସମ୍ପର୍କକୁ ସେମାନେ ଆଜି ଅଫିସିଆଲ କରିଛନ୍ତି।...

ଏହି ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ପ୍ରତିଦିନ ମୌନୀ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଶେୟାର...

Advertisement
Archives

Model This Week