ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ପ୍ରିୟଙ୍କା ସୂଚନା ଦେଇଥିଲେ। ଏହା ପରେ ଅନୁଷ୍କା ପ୍ରିୟଙ୍କାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ଙ୍କୁ ଅଭିନନ୍ଦନ ଜଣାଇ ଅନୁଷ୍କା ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ତେବେ ଅଭିନେତ୍ରୀଙ୍କ ଏହି ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଅନୁଭୂତି ଦ୍ୱାରା ଅନୁପ୍ରାଣୀତ ହୋଇଥିବା ଜଣାପଡ଼ିଛି।

ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ ହୋଇଥିବା ଏକ ନୋଟ୍‌ରେ ଲେଖିଛନ୍ତି, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍‌ଙ୍କୁ ଅଭିନନ୍ଦନ। ନିଦ ହୀନ ରାତି, ଅପୂର୍ବ ଆନନ୍ଦ ଏବଂ ପ୍ରେମ ପାଇଁ ପ୍ରସ୍ତୁତ ହୁଅ। କୁନି ପିଲାଟିକୁ ବହୁତ ଭଲପାଇବା। ଅନୁଷ୍କାଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବି ଖୁବ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବେ ମିକା ସିଂ: ହଳଦୀ, ମେହେନ୍ଦୀ ପରେ ସରିଲା ସଙ୍ଗୀତ ସମାରୋହ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ସ୍ବୟମ୍ବର ଶୋ’ ‘ମିକା ଦି ବୋତି’ ମାଧ୍ୟମରେ ଜାତୀୟ ଟିଭିରେ ବର ହେବାକୁ ଯାଉଛନ୍ତି। ଶୋ’ରେ ୩...

ଅମିତାଭଙ୍କ ପୋଲିସ ବଡିଗାର୍ଡଙ୍କ ବଦଳି; ୧.୫ କୋଟି ଦରମା ପାଉଥିବା ଜଣାପଡ଼ିବା ପରେ…

ବମ୍ବେ: ଦରମାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପୋଲିସ ବଡିଗାର୍ଡ ଜିତେନ୍ଦ୍ର ଶିନ୍ଦେ। ତାଙ୍କର ମାସିକ ପାଉଣା ୧.୫ କୋଟି ଟଙ୍କା...

କଳାରଙ୍ଗକୁ ନେଇ ପକ୍ଷପାତିତାର ଶିକାର ହୋଇଥିଲେ ମଲାଇକା

ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଅରୋରା ଇତିମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିସାରିଛନ୍ତି। ଫିଲ୍ମ ‘ଦିଲ୍‌ ସେ’ର ‘ଛଇଁୟା ଛଇଁୟା’ ଗୀତରୁ ସେ...

ସୁପର ଡ୍ୟାନ୍ସର ଚାପ୍ଟର ୪ ଜିତିଲେ ଫ୍ଲୋରିନା

ମୁମ୍ବାଇ, ୧୦ା୧୦: ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଅଲିଟି ଶୋ’ ସୁପର ଡ୍ୟାନ୍ସର ଚାପ୍ଟର-୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗଇ। ଟାଇଟଲ ବିଜୟନୀ ୭...

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଷ୍ଟଣ୍ଟ୍‌

ମୁମ୍ବାଇ: ଆକ୍ସନ ପାଇଁ ବଲିଉଡରେ ପ୍ରିସିଦ୍ଧି ଅର୍ଜନ କରିବା ସହିତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛି ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ୫୧...

୩୪ରେ ପାଦ ଥାପିଲେ ଶ୍ରୁତି ହାସନ: ଧନୁଷ ଏବଂ ମାଇକେଲଙ୍କ ସହିତ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ କମଲ ହାସନଙ୍କ ଲଳନା ଶ୍ରୁତି ହାସନ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ...

ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍‌ରେ ରାଜ୍‌ କରୁଥିଲେ। ଆଜି ହେଉଛି ତାଙ୍କର ୭୯...

ପଞ୍ଚତାରକା ହୋଟେଲରେ ହେବ ଆଦିତ୍ୟ-ଶ୍ୱେତାଙ୍କ ଗ୍ରାଣ୍ଡ ରିସେପଶନ: ମୋଦି-ବଚ୍ଚନ ନିମନ୍ତ୍ରିତ ଅତିଥି

ମୁମ୍ବାଇ: ବଲିଉଡ୍ ଗାୟକ ଉଦିତ ନାରାୟଙ୍କ ସୁପୁତ୍ର ତଥା ହୋଷ୍ଟ, ଆକ୍ଟର ଓ ସିଙ୍ଗର ଆଦିତ୍ୟ ନାରାୟଣ ଡିସେମ୍ବର ୧ରେ ବିବାହ କରିବାକୁ ଯାଉଛନ୍ତି ।...

Advertisement
Archives

Model This Week