ରିଲିଜ୍‌ ତାରିଖ ବାତିଲ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ସଫଳତା ପାଇବା ପରେ ଫିଲ୍ମ ନିର୍ମାତା ଅଲ୍ଲୁଙ୍କ ସୁପରହିଟ୍‌ ଫିଲ୍ମ ‘ବୈକୁଣ୍ଠପୁରମୁଲୋ’ ଜାନୁୟାରୀ ୨୬ରେ ହିନ୍ଦୀ ଭର୍ସନରେ ରିଲିଜ୍‌ ହେବାକୁ ଘୋଷଣା କରାଯାଇଥିଲା। ତେବେ କୋଭିଡ୍‌ ପରିସ୍ଥିତିକୁ ନଜରରେ ରଖି ଫିଲ୍ମ ନିର୍ମାତା ଏହାର ରିଲିଜ୍‌ ତାରିଖକୁ ବାତିଲ୍‌ କରିଦେଇଛନ୍ତି। ନିକଟରେ ଫିଲ୍ମ ଶେହଜାଦାର ନିର୍ମାତା ‘ବୈକୁଣ୍ଠପୁରମୁଲୋ’ ର ହିନ୍ଦୀ ଭର୍ସନ ରିଲିଜ୍‌ ନ କରିବାକୁ ଅନୁରୋଧ କରିଥିଲେ। କାହିଁକି ନା ‘ବୈକୁଣ୍ଠପୁରମୁଲୋ’ର ହିନ୍ଦୀ ରିମେକ ହେଉଛି ଫିଲ୍ମ ଶେହଜାଦା। ତେବେ ‘ବୈକୁଣ୍ଠପୁରମୁଲୋ’ ର ହିନ୍ଦୀ ଭର୍ସନ ରିଲିଜ୍‌ ହେଲେ ଫିଲ୍ମ ଶେହଜାଦା ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଥିଲା। ଆସନ୍ତା ନଭେମ୍ବର ୪ରେ ଫିଲ୍ମ ଶେହଜାଦା ରିଲିଜ୍‌ ହେବାର ଅଛି। ତେବେ ଫିଲ୍ମ ‘ବୈକୁଣ୍ଠପୁରମୁଲୋ’ର ରିଲିଜ୍‌ ତାରିଖ ବାତିଲ୍‌ ଘୋଷଣା କରାଯିବା ପରେ ଶେହଜାଦାର ଟିମ୍‌ ମନୀଷ ଶାହାଙ୍କୁ ଧନ୍ୟବାଦ ଜଣାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା

ମୁମ୍ବାଇ,୧୮।୩: ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ...

ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି।...

କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍‌ର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ରେଡ୍‌ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍‌...

ରଜତ ହେଲେ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ ବିଜେତା

ବମ୍ବେ: କିଛି ମାସ ଧରି ଲୋକଙ୍କୁ ହସାଇ ଆସୁଥିବା କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍‌ଟର ଚାମ୍ପିୟନ’ ଶେଷ ହୋଇଛି। ଶୋ’ର ବିଜେତା ହୋଇଛନ୍ତି ରଜତ ସୁଡ।...

ବୋଲ୍ଡ ଲୁକ୍‌ରେ ‘ଦୟା ବେନ୍‌’; ଭିଡିଓ ଦେଖି ଲୋକେ କହୁଛନ୍ତି…

ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍‌.ମାଧବନ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍‌ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି...

କରୋନାରୁ ବଞ୍ଚିବା ପାଇଁ ଏମିତି ଟିପ୍ସ ଦେଲେ ଏହି ଅଭିନେତ୍ରୀ

ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ଆଜିକାଲି ଲୋକେ ସୁସ୍ଥ ରହିବା ପାଇଁ ସଚେତନ ରହିବା ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ...

ଡେଞ୍ଜର ଲୁକ୍‌ରେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ନିଜ ଫିଲ୍ମର ଲୁକ୍‌ ଶେୟାର କରିବା ସହ ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା...

Advertisement
Archives

Model This Week