ଫିଲ୍ମ ‘ଗେହେରାଇୟାଁ’କୁ ଦେଖି ଏମିତି କହିଲେ ଦୀପିକାଙ୍କ ମା’-ବାପା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଗେହେରାଇୟାଁ’କୁ ନେଇ ଚର୍ଚ୍ଚାରେ। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। ଫିଲ୍ମଟି ଫେବୃୟାରୀ ୧୧ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ବିଭିନ୍ନ ସ୍ଥାନରୁ…
ବିବାହ ପରେ ଏକାଠି ନଜର ଆସିଲେ ଫରହାନ-ଶିବାନୀ
ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହୋଇଥିଲେ। ତେବେ ବିବାହ…
ଝିଅ ଜନ୍ମ ପରେ ପ୍ରଥମ ଥର ଡେଟ୍ରେ ପ୍ରିୟଙ୍କା-ନିକ୍
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ତାଙ୍କ ଝିଅ ଜନ୍ମ ହେବା ପରେ ପ୍ରଥମ ଥର ଡେଟ୍ରେ ଯାଇଛନ୍ତି। ଉଭୟ ମାଲିବୁର ଏକ ରେଷ୍ଟୁରାଣ୍ଟରେ ରୋମାଣ୍ଟିକ ଡିନର କରିଥିଲେ। ସେମାନଙ୍କ ଝିଅ ଗତ ମାସରେ ସରୋଗେସି ମାଧ୍ୟମରେ ଜନ୍ମ…
ସିଦ୍ଧାର୍ଥଙ୍କ ସହ ଦେଶୀ ଲୁକ୍ରେ ନଜର ଆସିଲେ କିଆରା
ମୁମ୍ବାଇ: ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନି । ଏହି ଆୱାର୍ଡ ଶୋ’ରେ ଟେଲିଭିଜନରୁ ଆରମ୍ଭ କରି ଫିଲ୍ମ ଓ ଡିଜିଟାଲ ପ୍ଲାଟଫର୍ମ ସହ ଜଡିତ ଷ୍ଟାରମାନେ ସାମିଲ ହୋଇଥିଲେ ।…
ପ୍ରଥମ ଥର ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ବଲିଉଡ୍ର ଏହି ସେଲିବ୍ରିଟି
ମୁମ୍ବାଇ: ବଲିଉଡ୍ ଷ୍ଟାରଙ୍କ ଭଳି ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ପରଦାରେ ଏକାଠି ସ୍କ୍ରିନ୍ ଶେୟାର କରିସାରିଛନ୍ତି। ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରୁଥିବା ବେଳେ ବାରମ୍ବାର ସେମାନଙ୍କୁ ଏକାଠି ଦେଖି ବୋର ହୋଇଯାଇଥାନ୍ତି। ଆଉ କିଛି ଏଭଳି…
ପୁଣି ଟ୍ରୋଲ ହେଲେ ଦୀପିକା
ଶକୁନ ବାତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗେହରାୟାଁ’ ରିଲିଜ ହେବା ଦିନଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହି ଫିଲ୍ମର ପ୍ରଶଂସା କରିଥିବାବେଳେ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଏହି ସମୟରେ ଦୀପିକା ପାଦୁକୋନ ଏହି ଫିଲ୍ମ ପାଇଁ…
ହ୍ରିତିକ୍ଙ୍କ ପରିବାର ସହ ନଜର ଆସିଲେ ସବା, ଫଟୋ ଭାଇରାଲ
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ତାଙ୍କ ଲଭ ଲାଇଫ୍କୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ହ୍ରିତିକ୍ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କ ସହ ବହୁଥର ଏକାଠି ନଜର ଆସିଛନ୍ତି। ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ନେଇ ଶୁଣିବାକୁ ମିଳୁଛି। ତେବେ ନିକଟରେ…
ରିଲିଜ୍ ହେଲା ‘ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ବାଡି’ର ଆଉ ଏକ ଗୀତ
ମୁମ୍ବାଇ: ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ବାଡି’ ଆସନ୍ତା ୨୫ରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ତେବେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍ ହେଉଛି। ସେହିପରି ନିକଟରେ ଫିଲ୍ମର ଆଉ ଏକ ଗୀତ ‘ମେରି ଜାନ୍ ’ ରିଲିଜ୍ ହୋଇଯାଇଛି।…
ବିବାହକୁ ନେଇ ଚର୍ଚ୍ଚା
ସାଉଥ୍ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ବହୁବାର ସୁପରହିଟ୍ ହୋଇଛି। ତାଙ୍କ ଯୋଡିକୁ ମଧ୍ୟ ବେଶ୍ ପସନ୍ଦ କରନ୍ତି ଦର୍ଶକ। ନିକଟରେ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା ରିଲିଜ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇ ଯାଇଛନ୍ତି।…
ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା
ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଅଲଗା ହୋଇଯିବା ଘଟଣା…
ସାନପୁଅର ଜନ୍ମଦିନରେ ଫଟୋ ଶେୟାର କରି କରୀନା ଲେଖିଲେ ଏମିତି
ମୁମ୍ବାଇ: କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ସାନପୁଅ ଜେହ୍ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଥିବା ବେଳେ ସୋମବାର କରୀନା ତାଙ୍କ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସୁପର ତଥା ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ତାଙ୍କ ପୁଅ ଜେହ୍…
ଗ୍ଲାମର ଇଣ୍ଡଷ୍ଟ୍ରିକୁ ଅଲବିଦା କହିଲେ ଆଉ ଜଣେ ଅଭିନେତ୍ରୀ
ଜାଇରା ୱାସିମ ଏବଂ ସାନା ଖାନଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିଛନ୍ତି। ଅଭିନେତ୍ରୀ ମେହଜବି ସିଦ୍ଦିକି ସବୁକିଛି ଛାଡି ହିଜାବରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ନିଜ ଜୀବନକୁ ଆଲ୍ଲାଙ୍କ ଉପାସନାରେ ଉତ୍ସର୍ଗ କରିବାକୁ…
Archives


