ରିଲିଜ୍‌ ହେଲା ‘ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ବାଡି’ର ଆଉ ଏକ ଗୀତ

ମୁମ୍ବାଇ: ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ବାଡି’ ଆସନ୍ତା ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ ହେଉଛି। ସେହିପରି ନିକଟରେ ଫିଲ୍ମର ଆଉ ଏକ ଗୀତ ‘ମେରି ଜାନ୍‌ ’ ରିଲିଜ୍‌ ହୋଇଯାଇଛି। ପୂର୍ବରୁ ରିଲିଜ୍‌ ହୋଇଥିବା ଗୀତ ‘ଢୋଲିଡା’ ଏବଂ ‘ଜବ୍‌ ସଇଁୟା’କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ଏହାର ତୃତୀୟ ଗୀତ ରିଲିଜ୍‌ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ଏହି ଗୀତରେ ଆଲିଆ ଶାନ୍ତନୁ ମାହେଶ୍ୱରୀଙ୍କ ସହ ଅନ୍ତରଙ୍ଗ ହେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପରଦାରେ ଦେଶପ୍ରେମ

ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍‌ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ...

ବିପାଶାଙ୍କୁ ସବୁଠାରୁ ଅଧିକ ସମୟ ଯାଏ ଚୁମ୍ବନ ଦେଇଥିଲେ ଇମ୍ରାନ, ସମୟ ଜାଣିଲେ..

ବଲିଉଡରେ ସିରିଏଲ କିସର ଭାବରେ ଜଣାଶୁଣା ଅଭିନେତା ଇମ୍ରାନ ହାସ୍‌ମିଙ୍କ ଆଜି ନ୍ମଦିନ ପାଳନ । ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।...

ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ...

ରାନୀଙ୍କ ନୂଆ ଯୋଜନା

ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍‌...

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ...

ମୁଁ ରୋଗଗ୍ରସ୍ତ ନୁହେଁ: ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ଗତ ଅଗଷ୍ଟ ମାସରେ କ୍ୟାନସରରେ ପୀଡ଼ିତ ହୋଇଥିବା ସୂଚନା ମିଳିଥିଲା । ଫୋର୍ଥ ଷ୍ଟେଜ୍ କ୍ୟାନସରରେ ପୀଡ଼ିତ ହେବାପରେ...

ମାଳଦ୍ୱୀପରେ ବୟଫ୍ରେଣ୍ଡଙ୍କ ସହ ଛୁଟି ମନାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ସେ କିଛି ଫଟୋ ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।...

ବିବାହକୁ ନେଇ ଏମିିତି ସର୍ତ୍ତ ରଖିଛନ୍ତି ଅଭିନେତ୍ରୀ ପ୍ରାଚୀ ଦେଶାଇ

ଅଭିନେତ୍ରୀ ପ୍ରାଚୀ ଦେଶାଇ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ମାତ୍ର ୧୭ ବର୍ଷ ବୟସରେ ଟେଲିଭିଜନ ଜଗତରେ ପାଦ ରଖିଥିଲେ।...

Advertisement
Archives

Model This Week