ମନୋରଞ୍ଜନ

ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଗୀତ

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ମୋଷ୍ଟ ଆୱେଟେଡ ଫିଲ୍ମ ତାଲିକାରେ ସାମିଲ ହୋଇଥିବା ବେଳେ ଏଥିରେ ଅକ୍ଷୟ କୁମାରଙ୍କ ଲୁକକୁ ନେଇ ପ୍ରସଂଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି…

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ୍‌

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି। କେତେବେଳେ ବିବାହକୁ ନେଇ ତ କେତେବେଳେ ଡ୍ରେସ୍‌କୁ ନେଇ। ଏବେ ପୁଣି ଥରେ ବୋଲ୍ଡ ନଜରରେ ଲୋକଙ୍କ ସାମ୍ନାକୁ ଆସି ଟ୍ରୋଲ ହୋଇଛନ୍ତି। ରାକ୍ଷୀଙ୍କ ଏପରି ଲୁକ୍‌…

ଶାହିଦଙ୍କୁ ପ୍ରଥମେ ଦେଖି ଡରିଯାଇଥିଲେ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ପରିଶ୍ରମ ଏବଂ ଦକ୍ଷତା ଆଧାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ଏକ ରୋମାଣ୍ଟିକ୍‌ ହିରୋ ଭାବେ ଗଣାଯାଏ। ୨୫ ଫେବୃୟାରୀ ୧୯୮୧ରେ ଦିଲ୍ଲୀରେ ଜନ୍ମଗ୍ରହଣ…

‘ପୁଷ୍ପା’ ଷ୍ଟାଇଲ୍‌ରେ ସେଲିବ୍ରେଶନ୍‌ କଲେ ଜାଡେଜା, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୫।୨, ଲକ୍ଷ୍ନୌରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୬୨ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଅଟଳ ବିହାରୀ ବାଜପେୟୀ…

ବେବି ରୁମ୍‌ର ପ୍ରଥମ ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ୍‌ ଆଜିକାଲି ମାତାପିତା ହେବାର ସୌଭାଗ୍ୟକୁ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ସରୋଗେସି ମାଧ୍ୟମରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଥିପାଇଁ ଏହି ଦମ୍ପତି ବହୁତ ଖୁସି ଅଛନ୍ତି।…

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’

ମୁମ୍ବାଇ: ଅପେକ୍ଷାର ଘଟିବ ଅନ୍ତ। ବହୁ ବାଦ ବିବାଦ ପରେ ଆଜି ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ତେବେ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ…

ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି, ବଦଳିବନି ନାଁ , ଘୁଞ୍ଚିବନି ରିଲିଜ୍‌ ତାରିଖ

ନୂଆଦିଲ୍ଲୀ,୨୪।୨: ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଫିଲ୍ମଟି ଆସନ୍ତା ୨୫ ଅର୍ଥାତ୍‌ କାଲି ରିଲିଜ୍‌ ହେବା ନେଇ ପୂର୍ବରୁ ଘୋଷଣା…

ମା’ଙ୍କ ଫଟୋ ଶେୟାର କରି ଇମୋଶନାଲ ହେଲେ ଖୁସି-ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଗୁରୁବାର ଚତୁର୍ଥ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ଝିଅ ଖୁସି କପୁର ଶ୍ରୀଦେବୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଖୁସି ପିଲାଦିନେ ମା’ଙ୍କ କୋଳରେ ବସିଥିବାର ନଜର…

ଉର୍ବଶୀଙ୍କ ଭାଗ୍ୟ ଟାଣ

ମୁମ୍ବାଇ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଲିଉଡ ନାୟିକା ଉର୍ବଶୀ ରୌତେଲା । ୨୫ ଫେବୃୟାରୀରେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏଥର ସେ ଜନ୍ମଦିନ ତାଙ୍କ ପରିବାର ସହ ମାଲଦ୍ୱୀପରେ ପାଳନ କରିବାର ଯୋଜନା କରିଛନ୍ତି ।…

ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ

ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ର ହିନ୍ଦୀ ରିମେକ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ସାନ୍ୟା ମାଲହୋତ୍ରା । ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ ହେଉଛି ମାଲାୟାଲମ ଭାଷୀ ଡ୍ରାମା ଫିଲ୍ମ । ତେବେ ଫିଲ୍ମଟି ଜଣେ ନବ ବିବାହିତା…

କାଜଲଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ବି’ ଟାଉନ୍‌ର ସଫଳ ଦମ୍ପତି ଭାବରେ ଜଣାଶୁଣା। ଏମାନଙ୍କ ବିବାହ ସମୟରେ ଅନେକ ଭାବିଥିଲେ ଯେ, ଏମାନଙ୍କ ବିବାହ ଅଧିକ ଦିନ ତିଷ୍ଠିବ ନାହିଁ। କିନ୍ତୁ ଅଜୟ-କାଜଲ ୨୩ ବର୍ଷ ଧରି…

ବଚ୍ଚନ ଦମ୍ପତି ଆଶ୍ୱସ୍ତ

ମୁମ୍ବାଇ,୨୪ ।୨: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ତାଙ୍କ ଘର ‘ପ୍ରତିକ୍ଷା’ ମାମଲାରେ ବମ୍ବେ ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ବୃହାନମୁମ୍ବାଇ ମହାନଗର ପାଳିକା (ବିଏମସି)କୁ ନିର୍ଦ୍ଦେଶ ଦେଇଛନ୍ତି କି ଅମିତାଭ ବଚ୍ଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri